Browsing Category

ରାଜ୍ୟ

ତିଆରି ହେବ ବାତ୍ୟା ପ୍ରତିରୋଧୀ ଲୁଣାବନ୍ଧ ଜୁଆର ମାଡ଼ରୁ ବଞ୍ôଚବ ଉପକୂଳ

ଭୁବନେଶ୍ୱର, ୨୭ା୧୦(ଡିକେ ନ୍ୟୁଜ): ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସବୁବେଳେ ସମ୍ମୁଖୀନ ହେଉଥିବା ଓଡ଼ିଶାରେ ବାତ୍ୟା ପ୍ରତିରୋଧୀ ଲୁଣାବନ୍ଧ ପ୍ରକଳ୍ପ…
Read More...

ସୁବର୍ଣ୍ଣ ଜୟନ୍ତୀ ପାଳିବ ଧଉଳି: ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭ା୧୦(ଡିକେ ନ୍ୟୁଜ): ଧୁମ୍‌ଧାମରେ ପାଳିତ ହେବ ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ । ଏଥିପାଇଁ ପ୍ରସ୍ତୁତି ଜୋରଦାର ·ଲିଛି । ଦେଶ ବିଦେଶରୁ…
Read More...

ଆପ୍‌ରେ ଅଭିଯୋଗ କରିବେ ସାଧାରଣ ଲୋକ ଭୋଟରଙ୍କୁ ପ୍ରଲୋଭିତ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨୭ା୧୦(ଡିକେ ନ୍ୟୁଜ): ଧାମନଗର ଉପନିର୍ବାଚନକୁ ନେଇ ଶେଷ ପର୍ଯ୍ୟାୟରେ ପ୍ରଶାସନର ପ୍ରସ୍ତୁତି । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ରାଜନୈତିକ ଦଳ…
Read More...

ପ୍ରଚାରରେ କମ୍ପୁଛି ଧାମନଗର ଦମ୍‌ ଦେଖାଉଛି ବିଜେଡି

ଭୁବନେଶ୍ୱର, ୨୭ା୧୦ (ଡିକେ ନ୍ୟୁଜ୍‌): ଦିନ ଯେତେ ପାଖେଇ ଆସୁଛି, ଧାମନଗର ଉପନିର୍ବାଚନ ମୈଦାନ ସେତିକି ଉଷ୍ମ ହେବାରେ ଲାଗିଛି । ଶେଷ ପର୍ଯ୍ୟାୟରେ ୩ ପ୍ରମୁଖ ଦଳ…
Read More...

୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ ମୁତୟନ ହେବେ ୧୧୦୮ ପୋଲିଂ ଅଧିକାରୀ

ଭୁବନେଶ୍ୱର, ୨୬ା୧୦(ଡିକେ ନ୍ୟୁଜ): ପାଖେଇ ଆସିଲାଣି ଧାମନଗର ଉପନିର୍ବାଚନ । ଏହାକୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଛି । ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…
Read More...

ରାଜ୍ୟରେ ଖୋଲିବ ୩୩୮ ନୂଆ ହସ୍ପିଟାଲ

ଭୁବନେଶ୍ୱର, ୨୬ା୧୦(ଡିକେ ନ୍ୟୁଜ): ଦୀର୍ଘ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅନନ୍ୟ ନେତୃତ୍ୱ ଦ୍ୱାରା ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଉନ୍ନତି…
Read More...

‘ସଫଳ’ ପୋର୍ଟାଲ ଲୋକାର୍ପିତ ଏଣିକି ଚାଷୀଙ୍କୁ ସହଜରେ ମିଳିବ ଋଣ

ଭୁବନେଶ୍ୱର, ୨୬ା୧୦(ଡିକେ ନ୍ୟୁଜ): ·ଷୀଙ୍କ ପାଇଁ ଆହୁରି ସହଜ ହେଲା ଋଣ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ପକ୍ଷରୁ ·ଷୀଙ୍କ ପାଇଁ ଖୋଲିଲା ନୂଆ ପୋର୍ଟାଲ "ସଫଳ' । ଦେଶର…
Read More...

ଦୁଲୁକୁଛି ଧାମନଗର ୩୧ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ !

ଭୁବନେଶ୍ୱର, ୨୫ା୧୦ (ଡିକେ ନ୍ୟୁଜ୍‌): ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ୩ଦଳ ତୟାର ଥିବାବେଳେ ବିଜେଡି କିନ୍ତୁ ସବୁଠୁ ଆଗରେ ରହିଛି । ଦଳ ପକ୍ଷରୁ ଜୋରଦାର…
Read More...

ଅର୍ଚ୍ଚନା ମାମଲାରେ ହସ୍ତକ୍ଷେପ କରିପାରେ ଇଡି

ଭୁବନେଶ୍ୱର ,୨୩ ଅକ୍ଟୋବର –ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ବେଆଇନ ଆର୍ôଥକ କାରବାରର ତଦନ୍ତ କରିପାରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) । ଏହି…
Read More...