Browsing Category
ରାଜ୍ୟ
ଜୁପିଟର ପବ୍ଲିକ ସ୍କୁଲର ୧୦ମ ତମ ବାର୍ଷିକ ଉତ୍ସବ
ବ୍ରହ୍ମପୁର,: ଆଜି ସ୍ଥାନୀୟ କନିଶି ହାଟ ସ୍ଥିତ ଜୁପିଟର ପବ୍ଲିକ୍ ସ୍କୁଲର ୧୦ମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ସଭାପତି ରଜନୀକାନ୍ତ ପାତ୍ର ଓ…
Read More...
Read More...
ଜିଲ୍ଲା କଳାହାଣ୍ଡି, ଭରସା ନବରଙ୍ଗପୁର ଜିଲ୍ଲା
ନବରଙ୍ଗପୁର,: ଦୁର୍ଗମ ଅଞ୍ଚଳରେ ଦୁର୍ଦ୍ଦଶା ଅନେକ, ପାଉ ନାହାଁନ୍ତି ଶିକ୍ଷା, ଗମନାଗମନର ସୁବିଧା ଓ ପ୍ରାକ ଶିକ୍ଷା ।
କଳାହାଣ୍ଡିରେ ଜିଲ୍ଲାରେ କେବଳ ପଞ୍ଚାୟତ ·ଉଳ…
Read More...
Read More...
ଓଡ଼ିଶା ବିଧାନ ସଭା ପବ୍ଲିକ୍ ଅଣ୍ଡର ଟେକିଂ କମିଟିର ଭଦ୍ରକ ଗସ୍ତ
ଭଦ୍ରକ,: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଡ଼ିଶା ବିଧାନ ସଭାର ପବ୍ଲିକ ଅଣ୍ଡର ଟେକିଂ କମିଟି ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ୩ ଜିଲ୍ଲା ଗସ୍ତରେ ଆସି ପ୍ରଥମେ…
Read More...
Read More...
କୋଟପାଡ଼ ବ୍ଲକ ଏକ୍ସକ୍ୟାଡର ଶିକ୍ଷକ ସଂଘ ଗଠିତ
କୋଟପାଡ଼,:ଇତି ମଧ୍ୟରେ କୋଟପାଡ଼ ବ୍ଲକ ଏକ୍ସକ୍ୟାଡର ଶିକ୍ଷକ ସଂଘ ଗଠିତ ହୋଇଥିବା ଖବର ହସ୍ତଗତ ହୋଇଛି । ଉକ୍ତ ବୈଠକରେ ସ୍ୱର୍ଗତ ଏକ୍ସକ୍ୟାଡର ଶିକ୍ଷକ ଘାସିରାମ ହରିଜନଙ୍କ…
Read More...
Read More...
ବିଜେଡି ଏବେ ନିଜେ ପକାଇଥିବା ଛେପ ନିଜେ ଢୋକୁଛି
ଭୁବନେଶ୍ୱର,: ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ…
Read More...
Read More...
ପରିଚୟ ସଙ୍କଟରୁ ବର୍ତ୍ତିବା ପାଇଁ କଂଗ୍ରେସ କରୁଛି ପ୍ରୟାସ: ଅଭିଳାଷ ପଣ୍ଡା
ଭୁବନେଶ୍ୱର,: ଓଡ଼ିଶାରେ କଂଗ୍ରେସର ଶାଖାକୁ କେନ୍ଦ୍ରୀୟ କମିଟି ବନ୍ଦ କରି ଦେଇଛନ୍ତି । ଏଠାରେ କଂଗ୍ରେସର ନାଁ ଅଛି ସଙ୍ଗଠନ, ନାଁ ଅଛନ୍ତି ସଭାପତି, ନାଁ ଅଛି କୌଣସି…
Read More...
Read More...
କିସ୍ର ୩ ବିଶ୍ୱ ବିଜୟୀଙ୍କୁ ଅଭିନନ୍ଦନ ଜଣାଇଲେ ଅଚ୍ୟୁତ ସାମନ୍ତ
ଭୁବନେଶ୍ୱର,: ପାରମ୍ପରିକ କ୍ରୀଡ଼ା ଖୋଖୋରେ କିସ୍ ବିଶ୍ୱବିଦ୍ୟାଳୟର ୩ ଖେଳାଳି ପାବନି ଶବର, ଶୁଭଶ୍ରୀ ସିଂହ ଓ
ମାଗାଇ ମାଝି ଇତିହାସ ରଚିଛନ୍ତି । ନୂଆଦିଲ୍ଲୀ ଇନ୍ଦିରା…
Read More...
Read More...
ଓଡ଼ିଶା ମାଟି ତଳେ \”ଲିଥିୟମ୍\’: ନୟାଗଡ଼ରେ ଖୋଜୁଛି ଜିଏସ୍ଆଇ
ଭୁବନେଶ୍ୱର,: ଖଣିଜ ସମ୍ପଦରେ ଭରପୁର ଓଡ଼ିଶା ମାଟି ତଳେ ରହିଛି ଲିଥିୟମ୍ ଭଳି କ୍ରିଟିକାଲ୍ ମିନେରାଲ୍ (ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ) । ଭାରତୀୟ ଭୂବେଜ୍ଞାନିକ…
Read More...
Read More...
ଜାହାନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
କାକଟପୁର, : ପୁରୀଜିଲ୍ଲା କାକଟପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜାହାନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି ।…
Read More...
Read More...
ବଡ଼ ଧରଣର ଠକେଇର ପର୍ଦ୍ଦାଫାଶ କଲା ବଲାଙ୍ଗିର ସାଇବର ଥାନା ପୋଲିସ
ବଲାଙ୍ଗିର,: ବଡ଼ ଧରଣର ଠକେଇର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ସାଇବର ଥାନା ପୋଲିସ । ୫ ବେକାର ଯୁବକଙ୍କୁ ଜାତୀୟ ଗୁଇନ୍ଦା ବ୍ୟୁରୋ ତଥା ଏନ୍ଆଇବିରେ ·କିରି ଦେବା ନାଁରେ…
Read More...
Read More...