Browsing Category

ଯୋଗାଯୋଗ

ବଢ଼ୁଛି ଇଲେକ୍ଟ୍ରିକ୍‌ ଗାଡ଼ିର ଲୋକପ୍ରିୟତା ମାସକରେ ଲକ୍ଷେ ୧୨ ହଜାର ବିକ୍ରି

ନୂଆଦିଲ୍ଲୀ,୧୦ା୧୧: ଭାରତୀୟଙ୍କ ମଧ୍ୟରେ ଇଲେକ୍ଟ୍ରିକ୍‌ ଗାଡ଼ିର (ଇଭି) ଗ୍ରହଣୀୟତା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପେଟ୍ରୋଲ ଓ ଡିଜେଲ୍‌ ·ଳିତ ଗାଡ଼ି ତୁଳନାରେ…
Read More...

ରାଷ୍ଟ୍ରପତି ହେବା ପରେ ଜନ୍ମମାଟିକୁ ପ୍ରଥମ ଗସ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାମହିମ

ଭୁବନେଶ୍ୱର, ୧୦ା୧୧ (ଡିକେ ନ୍ୟୁଜ୍‌): ମହାପ୍ରଭୁଙ୍କୁ ଦର୍ଶନ କଲେ ମହାମହିମ । ବଳଗଣ୍ଡିରୁ ବଡ଼ଦାଣ୍ଡରେ ଚାଲି ଚାଲି ଗଲେ ବଡ଼ଦେଉଳ । ଭାବବିହ୍ୱଳ ହେଲେ, ହାତଟେକି…
Read More...

ଆଜି ଆସିବେ ମହାମହିମ ସୁରକ୍ଷା ବଳୟରେ ପୁରୀ ଓ ଭୁବନେଶ୍ୱର

ଭୁବନେଶ୍ୱର, ୯ା୧୧ (ଡିକେ ନ୍ୟୁଜ୍‌): ଆସନ୍ତାକାଲିଠାରୁ ମହାମହିମଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ…
Read More...

ମହାକାଶରେ ଛାଇ ଆଲୁଅର ଖେଳ ଓଡ଼ିଶାରେ ୬ ମିନିଟ୍‌ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର, ୮ା୧୧(ଡିକେ ନ୍ୟୁଜ): ମହାକାଶରେ ମହାଜାଗତିକ ଦୃଶ୍ୟ । ଆକାଶରେ ଛାଇ ଆଲୁଅର ଖେଳ । ସାରା ବିଶ୍ୱ ଦେଖିଲା ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଏହା ଭାରତ…
Read More...

ପଦ୍ମପୁର ପାଇଁ ପାଗ ଭିଡିଲା ବିଜେଡ ପ୍ରଥମ ପର୍ଯ୍ୟାୟରେ ୬ ମନ୍ତ୍ରୀଙ୍କୁ ଦାୟିତ

ଭୁବନେଶ୍ୱର, ୮ା୧୧(ଡିକେ ନ୍ୟୁଜ): ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ଯୋଗୁ ପଦ୍ମପୁରରେ ଉପନିର୍ବାଚନ ହେବାକୁ ଯାଉଛି । ପାଞ୍ଚଥର ବିଧାୟକ ହୋଇଥିବା…
Read More...

ଆଜି ଧାମନଗର ରେଜଲ୍ଟ

ଭୁବନେଶ୍ୱର, ୫ା୧୧(ଡିକେ ନ୍ୟୁଜ): ଆସନ୍ତାକାଲି (ରବିବାର) ଧାମନଗର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…
Read More...

୮୫ ସହରରେ ଶତପ୍ରତିଶତ ପାଇପ ଜଳ ଯୋଗାଣ ସେତୁ ସାଜିଛନ୍ତି ଜଳସାଥୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨ା୧୧(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନ୍‌ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି…
Read More...

ଗୃହମନ୍ତ୍ରୀଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଗୋଟିଏ ଦେଶ, ଗୋଟିଏ ପୋଲିସ୍‌ ପୋଷାକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର ପୁଲିସ ପାଇଁ ଗୋଟିଏ ରାଷ୍ଟ୍ର, ଗୋଟିଏ ୟୁନିଫର୍ମର ପ୍ରସ୍ତାବ ଦେଇଛନ୍ତି । ଯାହା ବିଜେପି ସରକାରଙ୍କ…
Read More...

ଦୁବାଇରୁ ଭୁବନେଶ୍ୱରକୁ ବିମାନ ସେବା

ଭୁବନେଶ୍ୱର : ଦୁବାଇରୁ ଭୁବନେଶ୍ୱର ଉଡ଼ିବ ବିମାନ । ଖୁବଶୀଘ୍ର ଭୁବନେଶ୍ୱର ସହ ବିମାନସେବା ଯୋଡ଼ିହେବ ବୋଲି ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।…
Read More...