Browsing Category
କ୍ରୀଡ଼ା
କ୍ୱିନ୍ସ ବାଟନ ରିଲେକୁ ପିପିଲିରେ ସ୍ୱାଗତ
ପିପିଲି,୧୫/୧:ଭୁବନେଶ୍ୱରରୁ ବାହାରିଥିବା କ୍ୱିନସ୍ ବାଟନ ରିଲେକୁ ଆଜି ପିପିଲିରେ ସ୍ୱାଗତ କରାଯାଇଛି । ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଠ ୮ ପର୍ଯ୍ୟନ୍ତ ଇଂଲଣ୍ଡର ବର୍ମିଂହାମ!-->…
Read More...
Read More...
ଏମଏସ ଧୋନି କ୍ଲବରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ
କେନ୍ଦୁଝର, କେନ୍ଦୁଝର ଉପଖଣ୍ଡର ନରଣପୁର ପଞ୍ଚାୟତର ହଳଦିଆଟାଙ୍ଗିରି ଠାରେ ଯୁବ ଗୋଷ୍ଠୀ ଭିତରେ କ୍ରୀଡ଼ାର ଉତ୍ସାହ ସୃଷ୍ଟି କରିବା ଲକ୍ଷରେ ଏମ ଏସ ଧୋନି କ୍ଲବ!-->…
Read More...
Read More...
ଗଜପତି ଜିଲ୍ଲା ଟାଇକୋଣ୍ଡ ଏସୋସେଶିୟାନକୁ ମିଳିଛି ବଡସଫଳତା
ପାରଳାଖେମୁଣ୍ଡି : ବ୍ରହ୍ମପୁର ଠାରେ ଆୟୋଜୀତ ଓପେନ ଟାଇକୋଣ୍ଡ ଚାମ୍ପୀୟନସିପରେ ଜିଲ୍ଲା ଟାଇକୋଣ୍ଡ ଏସୋସେସୀୟାନଙ୍କୁ ୧୦୪ଟି ପଦକ ହାସଲ ହୋଇଛି । ଏଥିରେ ଗଜପତି!-->!-->!-->…
Read More...
Read More...
ବ୍ଲକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ତୃତୀୟ ଦିବସ
କର୍ଲIମୁଣ୍ଡା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ହାଇସ୍କୁଲ ପଡିଆ ଠାରେ ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ତତ୍ତ୍ୱାବଧାନରେ କଳାରୁଦ୍ର ଯୁବକ ସଂଘ!-->…
Read More...
Read More...
ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଏନରିକ ନୋର୍ତୋଜେ ଆହତ କାରଣରୁ ଟେଷ୍ଟ ସିରିଜ୍ରୁ ବାଦ୍
ନୂଆଦିଲ୍ଲୀ, ୨୧ ।୧୨: ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ଜୋରଦାର ଝଟକା । ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର!-->…
Read More...
Read More...
ଆଜିଠୁ ପୁରୁଷ ଜୁନିଅର ବିଶ୍ୱକପ୍ : ୧୬ଟି ଦଳ ମଧ୍ୟରେ ହେବ ଲଢେଇ, ବିନା ଦର୍ଶକରେ ହେବ ମ୍ୟାଚ୍
ଭୁବନେଶ୍ୱର : ଆଜିଠାରୁ ଭୁବନେଶ୍ୱରରେ ଖେଳାଯିବ ପୁରୁଷ ଜୁନିଅର ବିଶ୍ୱକପ । ଏଥିରେ ପାକିସ୍ତାନ ସମେତ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । କୋଭିଡ କଟକଣାକୁ ଦେଖି ବିନା!-->…
Read More...
Read More...
ଆଜି ବିରାଟ ମୁକାବିଲା : ଭାରତ-ପାକିସ୍ତାନ ମୁହାଁମୁହିଁ
-ଫଳାଫଳକୁ ନେଇ ସମସ୍ତଙ୍କ ମନରେ ଉକ୍ରଣ୍ଠା-ବିଶ୍ୱକପ୍ରେ ଭାରତର ଶତପ୍ରତିଶତ ବିଜୟ ରେକର୍ଡ-ଇତିହାସ ବଦଳାଇବା ଲକ୍ଷ୍ୟରେ ପାକ୍ ଟିମ୍
ନୂଆଦିଲ୍ଲୀ : ଆସନ୍ତାକାଲି ବହୁ!-->!-->!-->…
Read More...
Read More...
ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ବୀରେନ୍ଦ୍ର ଲାକ୍ରା
ଭୁବନେଶ୍ୱର : ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମର ସଦସ୍ୟ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା ।!-->…
Read More...
Read More...
ରଗ୍ବି ବାଳିକା ଦଳର ସଫଳତା ନେଇ ଆମେ ଗର୍ବିତ: ନବୀନ
ଭୁବନେଶ୍ୱର : ଏସୀୟ ୧୮ ବର୍ଷରୁ କମ୍ ରଗବି ସେଭେନ୍ସ ରୌପ୍ୟ ବିଜେତା ଭାରତୀୟ ବାଳିକା ଦଳ ସହିତ ଗୁରୁବାର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ କଥା ହେବା ସହିତ ସେମାନଙ୍କୁ!-->…
Read More...
Read More...
୨ମାସ ପରେ କଳିଙ୍ଗ ଷ୍ଟାଡିୟମ୍ କୁ ଫେରିବ ହକି ଫିଭର୍ : ଓଡ଼ିଶାରେ ହେବ ଜୁନିଅର ହକି ବିଶ୍ୱକପ
-ଲୋଗୋ ଓ ଟ୍ରଫି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ-ନଭେମ୍ବର ୨୪ରୁ ଆରମ୍ଭ ହେବ ମହାସମର-ଡିସେମ୍ବର ୫ ପର୍ଯ୍ୟନ୍ତ ଖେଳାଯିବ ମ୍ୟାଚ୍-ଭାଗ ନେବେ ୧୬ ଦେଶର ଖେଳାଳି
!-->!-->!-->…
Read More...
Read More...