Browsing Category
କ୍ରୀଡ଼ା
ବାରବାଟୀ ଲଢେଇ: ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି
କଟକ ୧୨.୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍ । ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଟିମ୍ ଇଣ୍ଡିଆ…
Read More...
Read More...
ଏଥର ଷ୍ଟାଡିଅମ ବାହାରେ ଲାଗିବ ବଡ ସ୍କ୍ରିନ ||
କଟକ ମହାନଗର ମେୟର ସୁବାସ ସିଂ ଙ୍କ ସୂଚନା ମୁତାବକ ଆସନ୍ତା ୧୨ ତାରିଖ ରେ କଟକ ବାରବାଟୀ ଷ୍ଟାଡିୟମ ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟ ରେ ହେବାକୁ ଥିବା ମ୍ୟାଚ…
Read More...
Read More...
ଆଜିଠୁ କଟକରେ ଆରମ୍ଭ ହେବ ସାଉଥ୍ ଏସିଆନ ବାସ୍କେଟବଲ ଚମ୍ପିଆନ୍ସିପ
କଟକ : କଟକରେ ଖେଳାଯିବ ସାଉଥ ଏସିଆନ ବାସ୍କେଟବଲ ଚମ୍ପିଆନ୍ସିପ୍ । ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଆଜିଠୁ ଆରମ୍ଭ ହେବ ଏହି ମେଗା ଇଭେଣ୍ଟ । ଏହି…
Read More...
Read More...
ସ୍କୁଲସ୍ତରରୁ ବାହାରିବେ ଅଲମ୍ପକ୍ଟ ଖେଳାଳି
ରାଜ୍ୟ ସରକାର ଆଜି ଏକ ଅଭିନବପଦକ୍ଷେପ ନେଇଛନ୍ତି । ପାଠଶାଳାରୁଆରମ୍ଭ ହେବ ଅଲକ୍ଟମ୍ପକ୍ଟକର ପ୍ରସ୍ତୁତି ।ଆମେରିକା, ଚୀନ୍ ଓ ଜାପାନ ଢାଞ୍ଚାରେରାଜ୍ୟରେ ଅଲକ୍ଟମ୍ପକ୍ଟକର…
Read More...
Read More...
ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଭଦ୍ରକ - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ର ମଞ୍ଜୁରୀରୋଡ ଡାକ୍ତରଖାନା ପଡିଆରେ ଅନୁଷ୍ଠିତ ୨୮ ତମ ବିମ୍ବାଧର ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ!-->…
Read More...
Read More...
ଆନ୍ତଃଜିଲ୍ଲା ଫୁଟବଲ ଟେନିସ୍ ଚମ୍ପିୟାନସିପ୍ ଉଦ୍ୟାପିତ
ଭୁବନେଶ୍ୱର, ୨୮.୨ : ସିଟି ବ୍ଲକ ଏବଂ ଓଡ଼ିଶା ଫୁଟବଲ ଟେନିସ୍ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଦୁଇଦିନ ଧରି ·ଲିଥିବା ୫ମ ନରେନ୍ଦ୍ର ଜେନା ମେମୋରିୟାଲ ଆନ୍ତଃଜିଲ୍ଲା!-->…
Read More...
Read More...
ମା ବ୍ରାହ୍ମଣଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
କୋଟପାଡ: କୋଟପାଡ଼ ବ୍ଲକ ଅନ୍ତର୍ଗତ ଗିର୍ଲା ପଞ୍ଚାୟତ ଅଧିନସ୍ଥ ନୂଆଗଡ ଗ୍ରାମରେ ମା ବ୍ରାହ୍ମଣଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ପ୍ରାରମ୍ଭିକ ମ୍ୟାଚ!-->…
Read More...
Read More...
ଡ଼େଭିଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ପାରଳାଖେମୁଣ୍ଡି: ସୋମବାର ଠାରୁ ଗୁମ୍ମା ବ୍ଲକ ସଦର ମହକୁମା ସ୍ଥାନୀୟ ମିନି ଷ୍ଟାଡିୟମରେ ଡେଭିଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି!-->…
Read More...
Read More...
ମା’ ବାସନ୍ତୀ କ୍ରିକେଟ କ୍ଲବ ପକ୍ଷରୁ ବାର୍ଷିକ କ୍ରିକେଟ ମ୍ୟାଚ ଅନୁଷ୍ଠିତ
କେନ୍ଦ୍ରାପଡ଼ା : ମା’ ବାସନ୍ତୀ କ୍ରିକେଟ କ୍ଲବ, ବାବର ଆନୁକୂଲ୍ୟରେ ବିଂଶତମ ଫାଇନାଲ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଫାଇନାଲ ମ୍ୟାଚରେ ଆଳି ସିଙ୍ଗିରିର!-->…
Read More...
Read More...
୧୪ତମ କ୍ରିକେଟ ଚମ୍ପିୟାନସିପ ମେଦିନିପୁର କୁ ହରାଇ ଡୁଙ୍ଗରିପଦର ବିଜୟ
ଭବାନୀପାଟଣା: ଭବାନୀପାଟଣା ବ୍ଲକ ର ଥୁଆପଦର ଗ୍ରାମପଞ୍ଚାୟତ ରେ ୧୪ତମ କ୍ରିକେଟ ଚାମ୍ପିଅନସିପ ୨୦୨୨ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଚମ୍ପିୟାନସିପ!-->!-->!-->…
Read More...
Read More...