Browsing Category
ଅପରାଧ
ବିମାନରେ ପରିସ୍ରା ମାମଲା, ୪ମାସ ଯାଏ ଯାତ୍ରା କରିପାରିବେନି ଅଭିଯୁକ୍ତ
ନୂଆଦିଲ୍ଲୀ : ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ମହଙ୍ଗା ପଡ଼ିଲା । ଏବେ ୪ମାସ ପର୍ଯ୍ୟନ୍ତ ଏୟାର ଇଣ୍ଡିଅ ।ରେ ଯାତ୍ରା କରିପାରିବେ ନାହିଁ ଶଙ୍କର ମିଶ୍ରା । ଗତ ବର୍ଷ…
Read More...
Read More...
ମହଙ୍ଗା ପଡ଼ିଲା ବିଏସ୍କେୱାଇ ଜାଲିଆତି
ପଣ୍ଡା ନର୍ସିଂହୋମର ଲାଇସେନ୍ସ ରଦ୍ଦ କଟକ,୧୯ା୧(ଡିକେ ନ୍ୟୁଜ): କଟକ ସାଉଥ ପଏଣ୍ଟ ପରେ ଆଠଗଡ଼ର ପଣ୍ଡା ନର୍ସିଂହୋମ । ବିଏସ୍କେୱାଇ ଜାଲିଆତି ଅଭିଯୋଗରେ ଲାଇସେନ୍ସ ବାତିଲ…
Read More...
Read More...
ବଢ଼ୁଛି ନାଲି ଓ ହଳଦିଆ ବତିର ଅପବ୍ୟବହାର
ନୟାଗଡ଼,୧୬ା୧(ଡିକେ ନ୍ୟୁଜ): କେଉଁ କେଉଁ ପଦାଧିକାରୀମାନେ ନାଲିବତୀ ଗାଡ଼ି ବ୍ୟବହାର କରିପାରିବେ ସେଥିନେଇ ସୁପ୍ରିମକୋର୍ଟ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଉଚ୍ଚତମ…
Read More...
Read More...
ପଦାକୁ ଆସିଲା ନାଗ-ଚାନ୍ଦ ଦମ୍ପତିଙ୍କ ବେଆଇନ୍ ସମ୍ପତ୍ତିର ଗୁମର
ଭୁବନେଶ୍ୱର,୧୫ା୧(ଡିକେ ନ୍ୟୁଜ): ଇଡି ଚାର୍ଜସିଟରେ ବ୍ଲାକମେଲ୍ କୁଇନ ଅର୍ଚ୍ଚନା ନାଗ ନାଁରେ ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି । ଫଳରେ ନାଗ ଦମ୍ପତିଙ୍କର କଳା…
Read More...
Read More...
୨୨୪୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଇଡି
ଭୁବନେଶ୍ୱର, ୯ା୧(ଡିକେ ନ୍ୟୁଜ) : ଅର୍ଚ୍ଚନା ନାଗଙ୍କ ସତ୍ୟବିହାର ସ୍ଥିତ ଆଲିସାନ ଘରକୁ ଆଜି ଆଟଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଘରର ମୂଲ୍ୟ ୩ କୋଟି ୪୦…
Read More...
Read More...
ଦୀର୍ଘଦିନ ହେଲା ସ୍କୁଲ ମାଟି ମାଡ଼ୁନାହାନ୍ତି, ୯୬ ଶିକ୍ଷକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, ୭ା୧(ଡିକେ ନ୍ୟୁଜ): ଶିକ୍ଷକ ଭାବେ ନିଯୁକ୍ତି ପାଇ ବି ଦୀର୍ଘ ଦିନ ହେଲା ସ୍କୁଲ ମାଟି ମାଡ଼ୁ ନାହାନ୍ତି । ଏପରି ଶିକ୍ଷକଙ୍କୁ ଟାର୍ଗେଟ କରିଛି ଶିକ୍ଷା…
Read More...
Read More...
ଆନ୍ଦୋଳନକାରୀଙ୍କ ଉପରେ କଠୋର ହେଉଛି ଇରାନ, ଆଉ ଦୁଇ ଫାଶୀ ଖୁଣ୍ଟରେ ଝୁଲିଲେ
ତେହେରାନ : ଅ ।ନ୍ଦୋଳନକାରୀଙ୍କ ଉପରେ ଦିନକୁ ଦିନ ଅଧିକ କଠୋର ହେଉଛନ୍ତି ଇରାନ ସରକାର । ନିକଟରେ ଅ ।ଉ ଦୁଇ ଅନ୍ଦୋଳନକାରୀଙ୍କୁ ଫାଶୀ ଦିଅ ।ଯାଇଛି । ଅ ।ନ୍ଦୋଳନ…
Read More...
Read More...
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘର ମାପଚୁପ କଲା ଇଡି
ଭୁବନେଶ୍ୱର,୫ା୧(ଡିକେ ନ୍ୟୁଜ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜିବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରର ମାପଚୁପ କରିଛି । ଇଡିର ଦୁଇଟି ଦଳ ଘରର ମାପ କରିଥିବା…
Read More...
Read More...
ବିଜେବି କଲେଜ ଛାତ୍ରଙ୍କୁ ମାଡ ଘଟଣାରେ ୪ ଛାତ୍ର ଅଟକ
ଭୁବନେଶ୍ୱର,୪ା୧(ଡିକେ ନ୍ୟୁଜ): ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ବିନାୟକ (ବିଜେବି) କଲେଜରେ ଯୁକ୍ତ ୨ ଛାତ୍ରଙ୍କୁ ମାଡ ମରାଯିବା ଘଟଣାରେ ବରଗଡ଼ ପୁଲିସ ୪ ଜଣ ଅଭିଯୁକ୍ତ…
Read More...
Read More...
ଅର୍ଚ୍ଚନା ନାଗ କଳା ଟଙ୍କା ମାମଲାରେ ଇଡିର ଖୋଳତାଡ
ଭୁବନେଶ୍ୱର,୪ା୧(ଡିକେ ନ୍ୟୁଜ): ବହୁଚର୍ଚିତ ଲେଡି ବ୍ଲାକମେଲର ଅର୍ଚନା ନାଗ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ ତାର ଖୋଳତାଡ ଜାରୀ ରଖିଛି । ଏହି କ୍ରମରେ ଆଜି ଇ଼ଡିର ଟିମ…
Read More...
Read More...