Browsing Category
ଅପରାଧ
ମୁମ୍ବାଇରେ ଆତଙ୍କୀ ଆକ୍ରମଣ ଧମକ: ଆଲର୍ଟ ଜାର
ମୁମ୍ବାଇ, ୩ା୨: ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ମିଳିଛି । ଏନ୍ଆଇଏକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଦେଶର ବିଭିନ୍ନ ସହରକୁ ଆଲର୍ଟ କରି ଦିଆଯାଇଛି ।…
Read More...
Read More...
କାଗଜ ଟୁକୁଡ଼ା ଖୋଲିବ କି ମନ୍ତ୍ରୀଙ୍କ ହତ୍ୟା ରହସ୍ୟ
ଝାରସୁଗୁଡ଼ା,୨ା୨(ଡିକେ ନ୍ୟୁଜ): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ନୂଆ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ…
Read More...
Read More...
ମସଜିଦ୍ରେ ଆତ୍ମଘାତୀ ଆକ୍ରମଣ: ୪୬ ମୃତ
ନୂଆଦିଲ୍ଲୀ : ପାକିସ୍ତାନ ପେଶାଓ୍ୱରର ଏକ ମସଜିଦ୍ରେ ଭୟଙ୍କର ବିସ୍ଫୋରଣ । ଏହି ଭୟଙ୍କର ବିସ୍ଫୋରଣରେ ୧୫୦ ରୁ ଅଧିକ ଆହତ ହୋଇଥିବା ବେଳେ ୪୬ ଜଣଙ୍କ ମୃତ୍ୟୁ ହୋଇଛି ।…
Read More...
Read More...
ନବ ଦାସ ହତ୍ୟା ମାମଲା, ଚାକିରିରୁ ବିଦା ହେଲା ଅଭିଯୁକ୍ତ ଗୋପାଳ, ୭ଦିନିଆ ରିମାଣ୍ଡ ପାଇଁ ହେବ ଆବେଦନ
ଝାରସୁଗୁଡା, ୩୦ା୧(ଡିକେ ନ୍ୟୁଜ): ମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି କରିଥିବା ପୋଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ମନ୍ତ୍ରୀ ନବ…
Read More...
Read More...
କମିଶନରେଟ୍ ପୋଲିସର ଚଢ଼ଉ, ୱେବ୍ ଚ୍ୟାନେଲ ଆଳରେ ଦେହ ବ୍ୟବସାୟ
କଟକ,୨୪ା୧(ଡିକେ ନ୍ୟୁଜ): କଟକ ବାଦାମବାଡ଼ି ଥାନା ସୂର୍ଯ୍ୟବିହାର ଲେନରୁ ଏକ ବଡ଼ଧରଣର ସେକ୍ସ ରାକେଟ କମିସନରରେଟ ପୋଲିସ ଠାବ କରିଛି । ଆଜି ପୋଲିସ ସ୍ପେସିଆଲ ସ୍କ୍ୱାର୍ଡ…
Read More...
Read More...
ମୋରବି ଝୁଲା ପୋଲ ଟ୍ରାଜେଡ଼ି ଗିରଫ ହେବେ ଓରେଭା କମ୍ପାନୀ ମାଲିକ
ଗାନ୍ଧିନଗର: ଗୁଜରାଟ ମୋରବି ଝୁଲା ପୋଲ ଦୁର୍ଘଟଣାରେ ଅ ।ରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଓରେଭା ପ୍ରମୋଟରଙ୍କୁ ବାନ୍ଧିବାକୁ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ ।…
Read More...
Read More...
ସାଧାରଣତନ୍ତ୍ର ଦିବସରେ ଲଞ୍ଚ୍ ହେବ ନାଜାଲ ଭ୍ୟାକ୍ସିନ
ନୂଆଦିଲ୍ଲୀ,୨୨ା୧: ଜାନୁଆରୀ ୨୬ରେ ଲଞ୍ଚ୍ ହେବ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ବିଶ୍ୱର ପ୍ରଥମ ନାଜାଲ୍ କୋଭିଡ୍ଟି କା । ଭାରତ ବାୟୋଟେକ ନାକରେ ପଡ଼ି ପାରୁଥିବା…
Read More...
Read More...
ଦିଲ୍ଲୀରେ ବସ୍ତି ଉଚ୍ଛେଦ ପ୍ରତିବାଦରେ ଧାରଣା
ନୂଆଦିଲ୍ଲୀ: ତୁଗଲକବାଦ ଭଳି ଦକ୍ଷିଣ ଦିଲ୍ଲୀ ଏରିଆରେ ସରକାରୀ ଉଚ୍ଛେଦ ଜାରି ରହିଛି । ଏହାକୁ ବିରୋଧ କରିଛନ୍ତି ବସ୍ତି ବାସିନ୍ଦା ଓ ଆପ୍ ସରକାର । ଏହାକୁ ନେଇ ଆଜି…
Read More...
Read More...
ବଢୁଛି ସାଇବର ଅପରାଧ
ଭୁବନେଶ୍ୱର,୨୧ା୧ (ଡିକେ ନୁ୍ୟଜ୍) : ରାଜ୍ୟ ତଥା ଦେଶରେ ଦିନକୁ ଦିନ ସାଇବର ଅପରାଧ ବଢିବାରେ ଲାଗିଛି । ଯେତେ ସଚେତନ କଲେ ମଧ୍ୟ ଲୋଭର ବଶବର୍ତ୍ତି ହୋଇ କିଛି ଲୋକ ଏହି…
Read More...
Read More...
ଡାକ୍ତର ଶୁଭଶ୍ରୀ କରଙ୍କ ମୃତୁ୍ୟ ମାମଲା, ଆସିଲା ଭିସେରା ରିପୋର୍ଟ
କେନ୍ଦୁଝର,୨୧ା୧ (ଡିକେ ନୁ୍ୟଜ୍) : କେନ୍ଦୁଝର ଯୋଡ଼ା ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ଘଟଣା ଏବେ ଭିନ୍ନମୋଡ଼ ନେଇଛି । ଶୁକ୍ରବାର ଶୁଭଶ୍ରୀଙ୍କ ବାପା ଶୁଭଶ୍ରୀଙ୍କ ପୁରୁଷ…
Read More...
Read More...