Browsing Category
ମନୋରଞ୍ଜନ
ପୁଅ ଜନ୍ମଦିନରେ ସ୍ୱାମୀଙ୍କ ସହ ନଜର ଆସିଲେ ସାନିଆ
ନୂଆଦିଲ୍ଲୀ,୩୧ା୧୦: ଗତ କିଛି ବର୍ଷ ହେବପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକ ଏବଂଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ
ମଧ୍ୟରେ ଡିଭୋର୍ସ ଖବର…
Read More...
Read More...
ଘରେ ଦଶହରା ପାଳିଲେ ବିଜୟ ଦେବରକୋଣ୍ଡା
ମୁମ୍ବାଇ, ୨୬ା୧୦: ସାରା ଦେଶରେମଙ୍ଗଳବାର ପାଳନ ହେଉଛିଦଶହରା । ସେହିପରି ବଲିଉଡରୁନେଇ ଟଲିଉଡ ପର୍ଯ୍ୟନ୍ତ ସମସ୍ତେଧୁମ୍ଧାମରେ ପାଳନ କରୁଛନ୍ତି ଏହିଦଶହରା । ତେବେ ସାଉଥ୍…
Read More...
Read More...
ଦେଶରେ ୧ ନମ୍ବର ଜିଓ ନେଟ୍ୱର୍କ
ଭୁବନେଶ୍ୱର : - ଦେଶର ପ୍ରଥମ ଘରୋଇ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଭାରତର ୧ ନମ୍ବରର ନେଟ୍ଓ୍ବର୍କ ମାନ୍ୟତା ହାସଲ କରିଛି। ଏପରିକି ଓକ୍ଲା ପକ୍ଷରୁ ନିକଟରେ…
Read More...
Read More...
‘ଲିଓ’ର ଜଲୱା ୫୦୦ କୋଟି ଟପିଲା ବକ୍ସ ଅଫିସ୍ କଲେକ୍ସନ
'ଲିୟୋ' ବକ୍ସ ଅଫିସ୍ନିଜର ଜଲଓ୍ବା ଜାରି ରଖିଛି | 'ଲିଓ'ର ଜଲୱା ୫୦୦ କୋଟି ଟପିଲା ବକ୍ସ ଅଫିସ୍ କଲେକ୍ସନ ଗୋଟିଏ ସପ୍ତାହରେ ଫିଲ୍ମ ଭଲ ବ୍ୟବସାୟ କରିବା ସହ ରେକର୍ଡ…
Read More...
Read More...
ମୁଁହ ଖୋଲିଲେ ମଲାଇକ ଆରୋରା ପ୍ରେମ ବିଛେଦ କୁ ନେଇ |
ଦୁମଣୀ ଖବର ମଲ୍ଲାଇକା ଆରୋରା ଏକାଧାରାରେ ଜଣେ ନୃତ୍ୟଶିଳ୍ପୀ ,ଅଭିନେତ୍ରୀ ମଡେଲ,ଟେଲିଭିଜନ ଉପସ୍ଥାପିକା ଭାବ କାମ କରିଛନ୍ତି ଏତଦ ବ୍ୟତୀତ ଆଇଟମ ନୃତ୍ୟ କରି ମଧ୍ୟ ବେଶେ…
Read More...
Read More...
ଟାଇଗରଙ୍କ ପାଇଁ “ସିଂଘମ୍ ଏଗେନ୍’ ଟିମ୍ ଖୁସି
ମୁମ୍ବାଇ, ୨୨ା୧୦: ଅନ୍ୟ ଅନେକ କାରଣ ସହିତ ରୋହିତ ସେଟ୍ଟୀଙ୍କ ଆଗାମୀ
ଫିଲ୍ମ "ସିଂଘମ୍ ଏଗେନ୍' ଆଜିକାଲି ଖୁବ୍ ଚର୍ଚ୍ଚାରେ ରହିଛି । ମୁଖତଃ ଏହାର
ବଜେଟ୍, ତାଗଡ଼ା ଓ…
Read More...
Read More...
ଭାରତରେ ପୁଣି ଜଲୱା ଦେଖାଇବେ ପାକିସ୍ତାନୀ କଳାକାର
ମୁମ୍ବାଇ, ୨୨ା୧୦: ଭାରତ ଏବଂପାକିସ୍ତାନ ମଧ୍ୟରେ ବନ୍ଧୁତା ଏବଂଶତ୍ରୁତାର ସମ୍ପର୍କ ବହୁତ ପୁରୁଣା ।ଏସବୁ ମଧ୍ୟରେ ପାକିସ୍ତାନୀ
ତାରକାମାନେ ଭାରତ ଆସି କାମକରୁଥିଲେ ଏବଂ…
Read More...
Read More...
ଜେଲ୍ ଗଲେ ଅଭିନେତା ଦଲିପ ତାହିଲ
ମୁମ୍ବାଇ, ୨୨ା୧୦: ଜେଲ୍ ଗଲେ ବଲିଉଡରଭେଟେରାନ୍ ଅଭିନେତାଦଲିପ ତାହିଲ । ୬୫ବର୍ଷୀୟ ଏହି ଅଭିନେତାଙ୍କୁ୨ ମାସର ଜେଲ
ଦଣ୍ଡାଦେଶ ଶୁଣାଇଛନ୍ତିକୋର୍ଟ । ୫ ବର୍ଷ ତଳର…
Read More...
Read More...
ବକ୍ସଅଫିସରେ ଧମାଲ କରୁଛି “ଲିଓ’
ମୁମ୍ବାଇ, ୨୧ା୧୦: ଗତ ଗୁରୁବାରମୁକ୍ତିଲାଭ କରିଛି ତାମିଲ ସୁପର୍ଷ୍ଟାରଥାଲାପତି ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମଲିଓ । ରିଲିଜର ପ୍ରଥମ ଦିନ ଅଦ୍ୟାବଧିବିଶ୍ୱସ୍ତରରେ…
Read More...
Read More...
ଲକ୍ଷେ ଟଙ୍କାରେ କିଣିଲେ “ଲିଓ’ ଟିକେଟ
ଚେନ୍ନାଇ, ୧୯ା୧୦: ଗୋଟିଏସିନେମା ଟିକେଟ ଦାମ୍ ଲକ୍ଷେ ୧୦ହଜାର ଏକ ଟଙ୍କା । ଅବିଶ୍ୱାସଲାଗୁଥିଲେ ବି ଏହା ସତ । ଗୁରୁବାରରିଲିଜ୍ ହୋଇଛି ସାଉଥ୍ ଷ୍ଟାର୍ ଥଲପତିବିଜୟଙ୍କ…
Read More...
Read More...