Browsing Category
ଦେଶ- ବିଦେଶ
ଆତଙ୍କୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନ କେବେ ଗୁରୁତ୍ୱ ଦିଏନାହିଁ : ଏସ୍ ଜୟଶଙ୍କର
ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ପାକିସ୍ତାନରେ ଥିବା ବହୁତ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ଉପସ୍ଥିତିକୁ ଖୋଦ୍ ପାକିସ୍ତାନ ନିଜେ ସ୍ୱୀକାର!-->…
Read More...
Read More...
କେବଳ ଭାରତ ହିଁ ଚୀନକୁ ଦେଇପାରିବ ଉଚିତ୍ ଜବାବ : ବରୁଣ ଗାନ୍ଧି
ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି) ନେତା ବରୁଣ ଗାନ୍ଧୀ ଗୁରୁବାର କହିଛନ୍ତି ଯେ ଭାରତ ହେଉଛି ଏକମାତ୍ର ଦେଶ ଯିଏକି ଚୀନ୍କୁ ଜବାବ ଦେଇପାରିବ । ପରେ ଚୀନ୍!-->…
Read More...
Read More...
ବିହାର ନିର୍ବାଚନ ସ୍ଥଗିତ ରଖିବାକୁ ଆବେଦନ ସୁପ୍ରିମକୋର୍ଟରେ ଖାରଜ
ପାଟନା : ବିହାର ର୍ନିବାଚନକୁ ସ୍ଥଗିତ ରଖିବାକୁ ·ହୁଁଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିପାଇଁ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ନିର୍ବାଚନ!-->…
Read More...
Read More...
ରିୟାଙ୍କୁ ପଚରାଉଚୁରା କରୁଛି ସିବିଆଇ
ଆଜି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତର ଅଷ୍ଟମ ଦିନୟ ଅନୁସନ୍ଧାନର ଅଷ୍ଟମ ଦିନରେ ସିବିଆଇ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ!-->…
Read More...
Read More...
ପତଞ୍ଜଳିକୁ “କରୋନିଲ୍’ ନାଁ ବ୍ୟବାହାର ନ କରାଇ ଦେବା ପାଇଁ ଆଗତ ପିଟିସନ୍କୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨୭ ।୮ : ପତଞ୍ଜଳିକୁ "କରୋନିଲ୍' ନାଁ ବ୍ୟବାହାର ନ କରାଇ ଦେବା ପାଇଁ ଆଗତ ଏକ ପିଟିସନ୍କୁ ଗୁରୁବାର ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି । ଚେନ୍ନାଇର!-->…
Read More...
Read More...
ଉତ୍ତର ପ୍ରଦେଶର କ୍ୟାବିନେଟ୍ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ କରୋନା ସଂକ୍ରମିତ
ଲକ୍ଷେ୍ନø, ୨୭ ।୮ : ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଏତେ ମାତ୍ରାରେ ବ୍ୟାପି ଯାଇଛି ଯେ ନେତା-ରାଜନେତା ମଧ୍ୟ ଏଥିରେ ବାଦ ପଡ଼ି ନାହାନ୍ତି । ପ୍ରତି ଦିନ କୌଣସି ନା!-->…
Read More...
Read More...
ତାଜିଆ ଶୋଭାଯାତ୍ରାକୁ ମିଳିଲାନି ଅନୁମତି
ନୂଆଦିଲ୍ଲୀ : ମହରମ୍ ଅବସରରେ ତାଜିଆ ଶୋଭାଯାତ୍ରା ନିମନ୍ତେ ଅନୁମତି ଲାଗି ଆଗତ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଅଗ୍ରାହ୍ୟ କରିଦେଇଛନ୍ତି । ଯଦି ଶୋଭାଯାତ୍ରା ଲାଗି!-->…
Read More...
Read More...
ନିୟନ୍ତ୍ରଣ ରେଖା ନିକଟରେ ସ୍ଥିତି ଗମ୍ଭୀର : ଏସ ଜୟଶଙ୍କର
ନୂଆଦିଲ୍ଲୀ : ଚୀନ ସହ ସୀମା ବିବାଦକୁ ସବୁ ପରିସ୍ଥିତିରେ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ ହେଉଛି । କିନ୍ତୁ ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ ରହିଛି!-->…
Read More...
Read More...
ନୀତିଶଙ୍କୁ ଭେଟିଲେ ଜିତନ୍
୩୦ରେ ଏନଡିଏରେ ବିଲୟ ହେବ ହିନ୍ଦୁସ୍ତାନ ଆୱାମ୍ ମୋର୍ଚ୍ଚା
ପାଟନା : ବିହାର ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ସମୀକରଣ କରାଯାଉଛି । ଗ୍ରାଣ୍ଡ ଆଲାଇନ୍ସରୁ ବିଦାୟ!-->!-->!-->…
Read More...
Read More...
ମୁଖତାର ଅନସାରୀ ପୁଅଙ୍କ କୋଠା ଭାଙ୍ଗିଲା ଲକ୍ଷେ୍ନø ପ୍ରଶାସନ
ଲକ୍ଷେ୍ନø : ଗୁରୁବାର ସକାଳେ ମାଫିଆ ଡନ୍ ମୁଖତାର୍ ଅନସାରୀଙ୍କ ପୁଅ ଓମାର ଏବଂ ଅବାସଙ୍କ କୋଠାକୁ ଲକ୍ଷେ୍ନø ପ୍ରଶାସନ ଏବଂ ଲକ୍ଷେ୍ନø ବିକାଶ ପ୍ରାଧିକରଣ ଦ୍ୱାରା!-->…
Read More...
Read More...