Browsing Category
ଦେଶ- ବିଦେଶ
ଅଭିବ୍ୟକ୍ତିର ସ୍ୱାଧୀନତା ବିପଦରେ : ସୋନିଆ
ନୂଆଦିଲ୍ଲୀ: କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ପୁଣି ଥରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତା ଏବେ!-->…
Read More...
Read More...
ବାପଘରକୁ ଛାଡ଼ିଲାନି ସ୍ୱାମୀ, ଦୁଇଝିଅଙ୍କୁ ହତ୍ୟା କଲା ମା’
ଜାଲାଉନ୍ : ୟୁପିର ଜାଲାଉନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମା’ ନିଜର ଦୁଇ ନିରୀହ ଝିଅଙ୍କୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି!-->…
Read More...
Read More...
୧୯୬୨ ଯୁଦ୍ଧର କାରଣକୁ ପୁଣି ଚେଙ୍କ ଦେଉଛି ଚୀନ୍
ନୂଆଦିଲ୍ଲୀ : ଲଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ଉପରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ତିକ୍ତତା ରହିଛି । ସାମରିକ ଏବଂ କୂଟନୈତିକ ସ୍ତରରେ ଅନେକ ରାଉଣ୍ଡ!-->…
Read More...
Read More...
ଜାତୀୟ କ୍ରୀଡ଼ା ଦିବସରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଜାତୀୟ କ୍ରୀଡ଼ା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରିଛନ୍ତି ଯେ ଏହି ଦିନଟି!-->…
Read More...
Read More...
“ବ୍ଲାକ୍ ପାନ୍ଥର’ ପାଇଁ ଫେମ୍ ଚାଦୱିକ୍ ବୋସମ୍ୟାନଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ପାକସ୍ଥଳୀ କର୍କଟ ରୋଗରେ ପୀଡ଼ିତ ଥିବା ହଲିଉଡ୍ ଫିଲ୍ମ "ବ୍ଲାକ୍ ପାନ୍ଥର୍' ଅଭିନେତା ·ଦୱିକ୍ ବୋସମ୍ୟାନଙ୍କର ୪୩ବର୍ଷ ବୟସରେ ମୃତ୍ୟୁ ଘଟିଛି । ଏ ନେଇ!-->…
Read More...
Read More...
ଦେଶରେ ଆରୋଗ୍ୟ ହାର ୭୬.୨୮ ପ୍ରତିଶତକୁ ବୃଦ୍ଧି
ନୂଆଦିଲ୍ଲୀ : ଦେଶରେ ଦିନକରେ ୭୭ ହଜାର ୨୬୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୦୫୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ!-->…
Read More...
Read More...
‘ଜନ ଧନ ଯୋଜନା’ ସ୍କିମ୍ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଛି : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ‘ଜନ ଧନ' ଯୋଜନାର ଷଷ୍ଠ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କହିଛନ୍ତି ଯେ ଏହି ପଦକ୍ଷେପ ଏକ ଗେମ୍ ଚେଞ୍ଜର!-->…
Read More...
Read More...
ଜୋ ବିଡେନ ଆମେରିକାର ମହାନତାର ବିନାଶକାରୀ ହେବେ: ଟ୍ରମ୍ପ
ୱାଶିଂଟନ୍ : ହ୍ୱାଇଟ ହାଉସରେ ଆଉ ·ରି ବର୍ଷ ଖୋଜୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଗଣତାନ୍ତ୍ରିକ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନଙ୍କ ଉପରେ ଜୋର୍ଦାର!-->…
Read More...
Read More...
ପିଜି ନାମଲେଖା ସମୟ ସୀମା ବଢିଲା
ନୂଆଦିଲ୍ଲୀ: ପୋଷ୍ଟ ଗ୍ରାଜୁଏଟ (ପିଜି) ଓ ଅଣ୍ଡର ଗ୍ରାଜୁଏଟ (ୟୁଜି) ଶ୍ରେଣୀରେ ଫାଇନାଲ ପରୀକ୍ଷା ଶେଷ କରି ଫଳ ପ୍ରକାଶନ କରିବାକୁ ୟୁଜିସିର ଜୁଲାଇ ୬ରେ ସଂଶୋଧିତ!-->…
Read More...
Read More...
ଆତଙ୍କୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନ କେବେ ଗୁରୁତ୍ୱ ଦିଏନାହିଁ : ଏସ୍ ଜୟଶଙ୍କର
ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ପାକିସ୍ତାନରେ ଥିବା ବହୁତ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ଉପସ୍ଥିତିକୁ ଖୋଦ୍ ପାକିସ୍ତାନ ନିଜେ ସ୍ୱୀକାର!-->…
Read More...
Read More...