Browsing Category
ଦେଶ- ବିଦେଶ
ବିଗବସ୍ ୧୯ରେ ସଲମାନଙ୍କୁ ମିଶାଇ ୪ ହୋଷ୍ଟ
ମୁମ୍ବାଇ, : ଲୋକପ୍ରିୟ ରିୟଲିଟି ଶୋ' ବିଗବସର ୧୯ତମ ସିଜନକୁ ନେଇ ସୋମବାର ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ, ଅଗଷ୍ଟ ଶେଷ ସପ୍ତାହରେ…
Read More...
Read More...
ଏକକାଳୀନ ତିନି ସନ୍ତାନ ପ୍ରସବ କଲେ କୁଟିଆ ଜନଜାତି ମହିଳା
ଫୁଲବାଣୀ, : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର କୁଟିଆକନ୍ଧ ଅଂଚଳ ଭାବେ ପରିଚିତ ବେଲଘର ପଂ·ୟତ । ସେହି
ପଂ·ୟତର ଜଣେ କୁଟିଆ ମହିଳା ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ…
Read More...
Read More...
ଭାରତର କୃଷି ଅର୍ଥନୀତିକୁ ନୂତନ ଦିଗ ଓ ଗତି ପ୍ରଦାନ କରିବ : ଧର୍ମେନ୍ଦ୍ର ପ୍ରଧାନ
ମିରଟ,: ବିଶ୍ୱ ଖାଦ୍ୟ ସଙ୍କଟ ଏବଂ ଜଳବାୟୁ ପରିବର୍ତ୍ତନର ଚ୍ୟାଲେଞ୍ଜ ମଧ୍ୟରେ ରାସାୟନିକ ମୁକ୍ତ, ଜୈବିକ କୃଷି ଆପଣାଇବା ଏବଂ ପ୍ରଯୁକ୍ତିବିଦ୍ୟାକୁ ଖେତରୁ ବଜାର…
Read More...
Read More...
ଜିନ୍ଦଲ ଇଣ୍ଡିଆ ଖଟାଇବ ୧୫ହଜାର କୋଟି : ଢେଙ୍କାନାଳରେ ବସାଇବ ଇସ୍ପାତ କାରଖାନା
ଭୁବନେଶ୍ୱର, : ବିସି ଜିନ୍ଦଲ ଗ୍ରୁପ୍ର ସଂସ୍ଥା ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ଓଡ଼ିଶା ପାଇଁ ବୃହତ୍ ଯୋଜନା ରଖିଛି । କମ୍ପାନୀ ୨୦୩୦ ସୁଦ୍ଧା ରାଜ୍ୟରେ ୧୫ହଜାର କୋଟି…
Read More...
Read More...
ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କଲେ ନେତାନ୍ୟାହୁ
ୱାଶିଂଟନ୍, : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି ।…
Read More...
Read More...
ରତ୍ନବେଦୀରେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ, : ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଅନ୍ତିମ ପର୍ବ । ନବଦିନ ଯାତ୍ରା ଶେଷ କରି ରତ୍ନବେଦୀକୁ ବିଜେ କରିଛନ୍ତି ଦରୁବିଗ୍ରହ । ପରମ୍ପରା ଅନୁଯାୟୀ ରଥ ଉପରେ…
Read More...
Read More...
ନିଳାଦ୍ରୀ ବିଜେ ଶେଷ: ରସଗୋଲାରେ ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ କାଳିଆ ସାଆନ୍ତ
ପୁରୁଷୋତ୍ତମପୁର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଅନୁଷ୍ଟିତ ହୋଇଯାଇଛି। ଶହଶହ ଭକ୍ତଙ୍କ ହରିବୋଲ ହୁଳାହୁଳି…
Read More...
Read More...
ମହେଶ ବାବୁଙ୍କୁ ନୋଟିସ
ନୂଆଦିଲ୍ଲୀ, : ସାଉଥ୍ ସୁପରଷ୍ଟାର ମହେଶ ବାବୁ ଆଇନ ଜାଲରେ ଫସିଛନ୍ତି । ହାଇଦ୍ରାବାଦର ଜଣେ ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସହ ୩୪ ଲକ୍ଷ ଟଙ୍କାର ଏକ କଥିତ ରିଅଲ…
Read More...
Read More...
ଆତ୍ମସମର୍ପଣ କଲେ ତିନି ହାର୍ଡକୋର୍ ମାଓବାଦୀ
ଫୁଲବାଣୀ, : ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୁଲିସକୁ ଆଉ ଏକ ସଫଳତା । ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ ।…
Read More...
Read More...
୧୦ ବର୍ଷରେ ଅର୍ଥନୀତି ତିନି ଗୁଣା ବୃଦ୍ଧ
ନୂଆଦିଲ୍ଲୀ: ଏକ ଦଶନ୍ଧି ମଧ୍ୟରେ ଭାରତୀୟ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଘଟିଛି । ୨୦୧୪-୧୫ ପରଠାରୁ ତାହା ତିନି ଗୁଣା ବଡ଼ ହୋଇଛି । ସରକାରୀ ତଥ୍ୟ ଅନୁସାରେ…
Read More...
Read More...