ପ୍ରେମିକ ଜୀବନ ହାରୁଥିଲା ପ୍ରେମିକା ବାଞ୍ଛାଇ ଦେଲା

0 149

ପ୍ରେମ ପାଇଁ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ସାଈକୂଳ ପତିତପାବନ କଲେଜ ଛାତ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ ବେଳେ ଉଦ୍ଧାର କରି ମେଡ଼ିକାଲ୍ ରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ ଛାତ୍ର ର ଘର ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ରଣାକୁଣ୍ଡି ହୋଇଥିବା ବେଳେ ସାଇଁକୁଳ କଲେଜ ରେ ଅଧ୍ୟୟନ କରୁଥିଲା। ପ୍ରେମିକା ର ଘର ଯାଜପୁର ଥାନା ରାମ୍ପିଲୋ ଗ୍ରାମରେ ଦଶମ ଶ୍ରେଣୀ ରୁ ଦୁହେଁ ଦୁଇ ଜଣ ଙ୍କୁ ପରସ୍ପର ଭଲ ପାଇ ଆସୁଛନ୍ତି କିନ୍ତୁ ଦୁଇ ମାସ ହେବ ପ୍ରେମିକା କୁ ଭଡା ଘରେ ଲୁଚେଇ ରଖି ଶାରୀରିକ ସମ୍ପର୍କ ରଖୁଥିଲା ବିବାହ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା ପ୍ରେମିକ ଗତ କାଲି ପ୍ରେମିକା ଦୁହିଁ ଙ୍କ ପ୍ରେମ ବିଷୟରେ ଘରେ ଜଣାଇବା ପାଇଁ ଜିଦି କରିବାରୁ ଦୁହିଁ ମଧ୍ୟରେ ବଚସା ହେବାରୁ ପେମିକ ଡମ୍ବୁରୁ ଧର ମହାନ୍ତ ପ୍ରେମିକା ର ଓନି ରେ ରସି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ପ୍ରେମିକା ଉଦ୍ଧାର କରି ସାଇଁକୁଳ ମେଡ଼ିକାଲ୍ ରେ ଭର୍ତ୍ତି କରିଛନ୍ତି । ଆତ୍ମହତ୍ୟା ଉଦ୍ୟମ ଖବର ପାଇ ପରିବାର ଲୋକେ ଆସି ମେଡିକାଲ ରେ ପହଁଚିଛନ୍ତି ପେମିକ ଓ ପ୍ରେମିକା ଉଭୟ ମେଡ଼ିକାଲ୍ ରେ ବେଳେ ସ୍ଥାନୀୟ ସାଈକୂଳ ଫାଣ୍ଡି ପୋଲିସ୍ ପହଞ୍ଚି ପଚରା ଉଚରା ଆରମ୍ଭ କରିଛି ।

Leave A Reply

Your email address will not be published.