ସୋମବାର ଆରମ୍ଭ ହେଲା କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ

0 230

ତୁରେକେଲା  : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ର ରେଲବାଇ ଖେଳ ପଡ଼ିଆଠାରେ ସୋମବାର ଠାରୁ ଆରମ୍ଭ ହୋଇ ୩ ଦିନ ଧରି ଆୟୋଜିତ ହେବ କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ। ସେଥି ପାଇଁ ଆୟୋଜକ କମିଟି ପକ୍ଷରୁ ସୋମବାର ସକାଳ ୯ ଟା ସମୟ ରେ କଣ୍ଟାବାଞ୍ଜି ଦ୍ବାରସନୀ ମନ୍ଦିର ରେ ପୂଜାର୍ଚ୍ଚନା କରିବା ପରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ସହର ର ମୁଖ୍ୟ ମାର୍ଗ ଦେଇ ରେଳବାଇ ଖେଳ ପଡିଆ ରେ ପହଞ୍ଚି ଥିଲା। ସୋମବାର ଠାରୁ ଆରମ୍ଭ ହୋଇ ଥିବା ଏହି ମହୋତ୍ସବ ରେ ରାଜ୍ଯ ତଥା ରାଜ୍ଯ ବାହାର ରୁ ଅନେକ କଳାକାର ଆସି ତାଙ୍କ କଳା ପ୍ରଦର୍ଶନ କରୁଛନ୍ତି । ଅଞ୍ଚଳର ଅନେକ ପ୍ରତିଭା ଏହି ମଞ୍ଚରେ ସମ୍ବନ୍ଧିତ କରିବାର ବ୍ୟବସ୍ଥା କମିଟି ପକ୍ଷରୁ କରା ଯାଇଛି।

Leave A Reply

Your email address will not be published.