ମାହାଙ୍ଗା – ପିସିସି ପୁର୍ବତନ ସଂପାଦକ ପ୍ରଦୀପ୍ତ କୁମାର ଦାସ ଦ୍ଵାରା ସ୍ଵାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତୋଳନ

198

ମାହାଙ୍ଗା : ୭୫ ତମ ସ୍ୱାଧୀନତା ଦିବସ ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ କାଜିହାଟ ସ୍ଥିତ ଯୋଷିଲା କ୍ରିକେଟ୍ କ୍ଲବ୍ ଠାରେ ବରିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ସମ୍ପାଦକ ଜାତୀୟ କଂଗ୍ରେସ ଦଳର ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଦାସ ଦ୍ୱାରା ପତାକା ଉତୋଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ ଦଳର ନେତା ମାନଙ୍କ ସହିତ କାଜିହାଟ ଯୋଷିଲା କ୍ରିକେଟ୍ କ୍ଲବ୍ ସଭ୍ୟ ଗଣ ପ୍ରମୁଖ ଉପସ୍ଥିତ ରହି ସ୍ୱାଧୀନତା ଦିବସ ଅବସରରେ ପତାକା ଉତୋଳନ କରି ଜାତୀୟ ସଙ୍ଗୀତ ଗାନ ସହ ସ୍ଵାଧୀନତା ସଂଗ୍ରାମୀଙ୍କ ଜୟଗାନ କରିଥିଲେ ।

Comments are closed.