Browsing Tag

#dumanikhabar

୨୭ରେ କିଟ୍‌ ନହ୍ନିପରୀ ଗ୍ରାଣ୍ଡ ଫିନାଲେ

ଭୁବନେଶ୍ୱର, : କିଟ୍‌ ନହ୍ନିପରୀ ଲିଟିଲ୍‌ ମିସ୍‌ ଇଣ୍ଡିଆର ୨୩ତମ ସଂସ୍କରଣର ସେମିଫାଇନାଲ୍‌ ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଗ୍ରାଣ୍ଡ ଫିନାଲେ ୨୭…
Read More...

ନୂଆ ଆୟକର ରିଟର୍ଣ୍ଣ ଜାରି: ନଗଦ ରାଶି, ସବୁ ବ୍ୟାଙ୍କ ଖାତା ବିବରଣୀ ଦେବାକୁ ପଡ଼ିବ

ନୂଆଦିଲ୍ଲୀ: ସ୍ୱାଭାବିକ ସମୟଠାରୁ ତିନି ମାସ ଆଗରୁ ନୂଆ ଆୟକର ରିଟର୍ଣ୍ଣ (ଆଇଟିଆର) ଜାରି କରାଯାଇଛି। ଆଇଟିଆର-୧ ଓ ଆଇଟିଆର-୪ ଫର୍ମକୁ ବଡ଼ଦିନ ପୂର୍ବରୁ ଉନ୍ମୋଚନ…
Read More...

ଶ୍ରୀମନ୍ଦିର ସୁରକ୍ଷା : ସ୍ୱତନ୍ତ୍ର ବାଟାଲିୟନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୨୫ା୧୨ : ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବାଟାଲିୟନ। ଏହି ବାଟାଲିୟନରେ ୧୧୯୦ ସୁରକ୍ଷାକର୍ମୀ ରହିବେ। ଏ ସଂପର୍କିତ ଏକ ପ୍ରସ୍ତାବକୁ…
Read More...

ଗାଜା ଉପରେ ଇସ୍ରାଏଲର ଆକ୍ରମଣ : ୭୦ରୁ ଅଧିକ ମୃତ

ନୂଆଦିଲ୍ଲୀ,୨୫ା୧୨ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ପ୍ରାୟ ୮୦ରୁ ଅଧିକ ଦିନରୁ ଜାରି ରହିଛି ଯୁଦ୍ଧ। ଏମିତିକି ସୋମବାର କ୍ରିଷ୍ଟମସରେ ମଧ୍ୟ ଇସ୍ରାଏଲ ଗାଜା ଉପରେ ବଡ଼…
Read More...

୩ ନୂଆ ଅପରାଧ ବିଲ୍‌କୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫ା୧୨ : ଇଂରେଜ ଯୁଗରେ ତିଆରି ତିନୋଟି ଆଇନ ବର୍ତ୍ତମାନ ସମାପ୍ତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ନୂଆ ଅପରାଧିକ ବିଲ୍‌କୁ ଅନୁମୋଦନ କରିଛନ୍ତି।…
Read More...

୨୭ ବର୍ଷରେ ବିଜେଡି : ବିକାଶର ବାର୍ତ୍ତା ଦେବ ଦଳ

ଭୁବନେଶ୍ୱର,୨୫ା୧୨ : ମଙ୍ଗଳବାର ୨୬ ପୂରି ୨୭ବର୍ଷରେ ପାଦ ଦେବ ବିଜୁ ଜନତା ଦଳ। ଏହି ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ସେବା ଓ ବିକାଶର ବାର୍ତ୍ତା ଦେବ ବିଜେଡି। ଏହି…
Read More...

ପଦ୍ମଶ୍ରୀ ଫେରାଇଲେ ବୀରେନ୍ଦ

ନୂଆଦିଲ୍ଲୀ,୨୪ା୧୨: ଭାଜପା ଏମ୍ପି ବ୍ରିଜଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ସଭାପତି ଭାବେ ନିର୍ବାଚିତ ହେବା ପ୍ରତିବାଦରେ…
Read More...

ନିଲମ୍ବନ ପରେ ରାଗିଲେ ସଞ୍ଜୟ ସିଂହ

ପଦ ରଦ୍ଦ ହେବା ପରେ ରାଗିଗଲେ କୁସ୍ତି ମହାସଂଘର ନବନିର୍ବାଚିତ ହୋଇଥିବା ଅଧ୍ୟକ୍ଷ ସଞ୍ଜୟ ସିଂହ। ସେ ରାଗିକି ନିଆଁ ବାଣ ହୋଇଯାଇଛନ୍ତି। ନିଲମ୍ବନକୁ ବିରୋଧ କରିବା ସହ ସେ…
Read More...

ଭାରତର ଐତିହାସିକ ବିଜୟ: ପ୍ରଥମଥର ଅଷ୍ଟ୍ରେଲିଆକୁ ହରାଇଲା

ମୁମ୍ବାଇ, ୨୪ା୧୨: ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌। ଟେଷ୍ଟରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଦଳ। ମୁମ୍ବାଇର ୱାଙ୍ଖେଡେରେ ଖେଳା…
Read More...

ଓଡ଼ିଶାରେ ଆଉ ଜଣେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,    : ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ୍‌। ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ଏ ନେଇ ସୂଚନା ଦେଇଛନ୍ତି…
Read More...