Browsing Category
Main Stories
ଆସିକାରେ ୫-ଟି ଅଧ୍ୟକ୍ଷ : ବିଭିନ୍ନ ପ୍ରକଳ୍ପର ଘୋଷଣା
ଆସିକା,୧୭ା୧୨ : ଆସିକାର ମାଆ ଖମ୍ବେଶ୍ୱରୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ରୂପାନ୍ତରଣ…
Read More...
Read More...
ଶ୍ରୀମନ୍ଦିରରେ କୁରାଳ ପଞ୍ଚମୀ ପର୍ବ ଆରମ୍ଭ
ପୁରୀ,୧୭ା୧୨ : ମାର୍ଗଶିର ଶୁକ୍ଳ ପଞ୍ଚମୀ ତିଥିରୁ ଆରମ୍ଭ ହୋଇଛି ୫ଦିନିଆ କୁରାଳ ପଞ୍ଚମୀ ପର୍ବ। ଶ୍ରୀକ୍ଷେତ୍ର ସମେତ ସମଗ୍ର ରାଜ୍ୟରେ କୁମ୍ଭକାରମାନଙ୍କ ଏହି ପବିତ୍ର…
Read More...
Read More...
ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ମିଳୁଛି କମ୍ ଦରମା : ସିଜେଆଇ
ନୂଆଦିଲ୍ଲୀ,୧୭ା୧୨: ଦେଶରେ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ମିଳୁଛି କମ୍ ଦରମା। ଲିଙ୍ଗ ଭିତ୍ତିକ ବେତନ ବ୍ୟବଧାନ ଏବଂ ଗୃହିଣୀମାନଙ୍କର ଅଧିକାର ସମ୍ପର୍କରେ ଭାରତର…
Read More...
Read More...
ବଚ୍ଚନ ପରିବାର ଛାଡ଼ି ମାଆଙ୍କ ସହ ରହିଲେ ଐଶ୍ୱର୍ଯ୍ୟା!
ମୁମ୍ବାଇ, ୧୬ା୧୨: ଅମିତାଭ ବଚ୍ଚନଙ୍କ ପରିବାରରେ ଏବେ ସବୁ କିଛି ଠିକ୍ ନାହିଁ। କୁହାଯାଉଛି ଯେ ଅଭିଷେକ ବଚ୍ଚନ ଏବଂ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ ବିବାଦ…
Read More...
Read More...
ଏମ୍ଆଇ ଉପରେ ଫ୍ୟାନ୍ସ ଖପ୍ପା; ଜାଳିଦେଲେ ଜର୍ସି
ନୂଆଦିଲ୍ଲୀ,୧୬ା୧୨: ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବାକୁ କ୍ରିକେଟ ପ୍ରେମି ପସନ୍ଦ କରନ୍ତି ନାହିଁ। ବର୍ତ୍ତମାନ…
Read More...
Read More...
ଭାରତୀୟ ମହିଳା ଦଳର ରେକର୍ଡ ବିଜୟ
ନୂଆଦିଲ୍ଲୀ, ୧୬ା୧୨: ଘରୋଇ ମାଟିରେ ଇଂଲଣ୍ଡକୁ ଧୂଳି ଚଟାଇଛି ଭାରତୀୟ ମହିଳା ଟିମ। ଦୁଇ ଦେଶ ମଧ୍ୟରେ ଖେଳା ଯାଉଥିବା ଏକମାତ୍ର ଟେଷ୍ଟକୁ ମାତ୍ର ଅଢେଇ ଦିନରେ ଶେଷ କରି…
Read More...
Read More...
୧୪ ରାଜ୍ୟରେ ସ୍ଥିତି ଜଟିଳ
ନୂଆଦିଲ୍ଲୀ,୧୬ା୧୨: ନିକଟ ଅତୀତରେ, ବାଲ୍ୟ ବିବାହକୁ ବନ୍ଦ କରିବା କିମ୍ବା ବିଲୋପ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରାଯାଇଛି। ତଥାପି, ଏକ ଅଧ୍ୟୟନର…
Read More...
Read More...
୮୦ ହଜାର ହେକ୍ଟର ଢ଼ିପ ଜମିକୁ ମିଳିଲା ପାଣି
ଭୁବନେଶ୍ୱର,୧୬ା୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ…
Read More...
Read More...
ରେଫରିଙ୍କୁ ମୁଥ ମାରି କ୍ଲବ୍ ସଭାପତି ଗିରଫ
ନୂଆଦିଲ୍ଲୀ, ୧୪ା୧୨: ତୁର୍କିରେ ଏକ ଘରୋଇ ଫୁଟବଲ୍ ଲିଗ୍ •ଲୁଥିବା ସମୟରେ ଜଣେ କ୍ଲବ୍ ସଭାପତି ମ୍ୟାଚ୍ ପରି•ଳନା କରୁଥିବା ରେଫରିଙ୍କୁ ମୁଥ ମାରି ଗିରଫ ହୋଇଛନ୍ତି ।…
Read More...
Read More...
ଶାହି ଈଦଗାହ ମସଜିଦ୍ର ସର୍ଭେ ପାଇଁ ମଞ୍ଜୁରୀ
ନୂଆଦିଲ୍ଲୀ: ଶ୍ରୀକୃଷ୍ଣ ଜନ୍ମଭୂମିକୁ ନେଇ ଆହ୍ଲାବାଦ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ ଶାହି ଈଦଗାହ ମସଜିଦ୍ର ସର୍ଭେ ପାଇଁ ମଞ୍ଜୁରୀ ପ୍ରଦାନ…
Read More...
Read More...