Browsing Category
ସ୍ୱାସ୍ଥ୍ୟ
କରୋନାରେ ଦେଶରେ ଗତ ୨୪ ଘଂଟାରେ ୬,୯୯୦ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୬,୯୯୦ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୯୦ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।
ଆଜି!-->!-->!-->…
Read More...
Read More...
କେଶର ମିଶ୍ରିତ କ୍ଷୀର ସେବନ ଲାଭଦାୟକ
ଶୀତଋତୁରେ କେଶରର ବ୍ୟବହାର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାକୁ ସେବନ କରିବାର ସର୍ବୋତ୍ତମ ଉପାୟ ହେଉଛି ସାମାନ୍ୟ କେଶର ଏବଂ ମହୁ ମିଶ୍ରିତ ଉଷୁମ କ୍ଷୀର ।!-->…
Read More...
Read More...
ବିଶ୍ୱ ପାଇଁ ବଡ଼ ବିପଦ ଓମିକ୍ରନ
-ଟେଷ୍ଟିଂ, ଜିନୋମ ସିକ୍ୱେନ୍ସିଂ ଓ ସର୍ଭେଲାନ୍ସ ଉପରେ ଗୁରୁତ୍ୱ-ଏଯାଏଁ ୧୫ ଦେଶକୁ ମାଡ଼ିଲାଣି ନୂଆ ଭାରିଆଣ୍ଟ-ଭାରିଆଣ୍ଟ ପାଇଁ ତୃତୀୟ ଲହର ଆସିଲେ ଭୟଙ୍କର ପରିଣତ
!-->!-->!-->…
Read More...
Read More...
ରାଜ୍ୟରେ ଗୋଟିଏ ଦିନରେ ୧୯୭ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୮୮୮୦
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ!-->!-->!-->…
Read More...
Read More...
କରୋନାରେ ଦେଶରେ ଗତ ୨୪ ଘଂଟାରେ ୮,୩୦୯ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୮,୩୦୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୨୩୬ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।
ଆଜି!-->!-->!-->…
Read More...
Read More...
ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କ୍ଷୀର
କ୍ଷୀରର ଉପକାରିତା ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ । ଏହାର ସେବନ ଦ୍ୱାରା କେବଳ ହାଡ ମଜଭୁତ ହୁଏ ତାହା ନୁହେଁ, ବରଂ ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀର!-->…
Read More...
Read More...
ଡେଲ୍ଟାଠାରୁ ଭୟଙ୍କର ଓମିକ୍ରନ
ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆ ଭାରିଆଣ୍ଟ ଓମିକ୍ରନ୍କୁ ନେଇ ସାରା ବିଶ୍ୱ ହଲଚଲ ହୋଇପଡ଼ିଥିବା ବେଳେ ଏହି ଭାରିଆଣ୍ଟ କେତେ ଘାତକ ହେବ ଏବଂ ଆକ୍ରାନ୍ତଙ୍କ ଲକ୍ଷଣ କ’ଣ ରହିବ!-->…
Read More...
Read More...
ମାଡ଼ୁଛି ଓମିକ୍ରନ୍: ସତର୍କ ରୁହ
-୩୦ଥର ରୂପ ବଦଳାଇଲାଣି ଓମିକ୍ରନ୍-୪ ଦିନରେ ୧୧ ଦେଶକୁ ବ୍ୟାପିଲାଣି-ସବୁ ରାଜ୍ୟକୁ ଆଲର୍ଟ କଲା କେନ୍ଦ୍ର
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂତନ!-->!-->!-->…
Read More...
Read More...
ନୂଆ ଭାରିଏଂଟ ପାଇଁ ସ୍ୱାସ୍ଥ୍ୟ ବିଭାଗର ଗାଇଡ୍ ଲାଇନ୍
- ବିଦେଶରୁ ଫେରୁଥିଲେ କ୍ୱାରେଂଟାଇନ୍ ବାଧ୍ୟତାମୂଳକ
ଭୁବନେଶ୍ୱର : କରୋନାର ନୂଆ ଭାରିଏଂଟ ଓମିକ୍ରନ ଆତଙ୍କ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ!-->!-->!-->…
Read More...
Read More...
ରାଜ୍ୟରେ ଗୋଟିଏ ଦିନରେ ୧୯୧ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୮୬୮୩
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ!-->!-->!-->…
Read More...
Read More...