Browsing Category
ସ୍ୱାସ୍ଥ୍ୟ
କଟକ ବଡ଼ ମେଡିକାଲର ୱେବସାଇଟ୍ ହ୍ୟାକ୍
କଟକ : ଆଜି ସକାଳୁ କଟକ ବଡ଼ ମେଡିକାଲର ୱେବସାଇଟ୍ ହ୍ୟାକ୍ ହୋଇଯାଇଥିଲା । ତେବେ ପ୍ରାୟ ୪ ଘଣ୍ଟାର ପରିଶ୍ରମ ପରେ ଉକ୍ତ ୱେବସାଇଟ୍ରେ ଥିବା ସମସ୍ତ!-->!-->!-->…
Read More...
Read More...
ଭୁବନେଶ୍ବର ରେଳ ଷ୍ଟେସନକୁ ‘ଇଟ୍ ରାଇଟ୍ ଷ୍ଟେସନ’ ମାନ୍ୟତା
ଭୁବନେଶ୍ବର ୨୩।୧୨: ଇଟ୍ ରାଇଟ୍ ଷ୍ଟେସନ ମାନ୍ୟତା ପାଇଲା ଭୁବନେଶ୍ବର ରେଳ ଷ୍ଟେସନ । ଭୁବନେଶ୍ବର ଷ୍ଟେସନକୁ ଦେଶର ଷଷ୍ଠ ଇଟ୍ ରାଇଟ୍ ଷ୍ଟେସନ ଭାବେ ମାନ୍ୟତା ଦେଇଛି!-->…
Read More...
Read More...
ହସ୍ପିଟାଲରେ କେମିତି ପାଇବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ସୁବିଧା
ଭୁବନେଶ୍ୱର: ରାଜ୍ୟ ସରକାର ବର୍ତ୍ତମାନ ରାଜ୍ୟରେ ସ୍ମାର୍ଟକାର୍ଡ ବଣ୍ଟନ କରୁଛନ୍ତି । ଏହି ସ୍ମାର୍ଟ କାର୍ଡ ଜରିଆରେ ରାଜ୍ୟର ଅନେକ ଗରିବ ପରିବାରର ଲୋକ ଉପକୃତ!-->!-->!-->…
Read More...
Read More...
ନୂଆବର୍ଷରେ ଆସିପାରେ ନୂଆ ଗାଇଡ୍ ଲାଇନ୍
ଭୁବନେଶ୍ବର ୨୨।୧୨: ସାରା ବିଶ୍ବରେ ଆତଙ୍କ କରିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଏମିତିରେ ରାଜ୍ୟରେ ଦୁଇ ଜଣ କରୋନା ସଂକ୍ରମିତଙ୍କଠାରେ ଓମିକ୍ରନ୍ ଭାରିଆଣ୍ଟ!-->…
Read More...
Read More...
ଆମେରିକାରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ
ଓ୍ବାଶିଂଟନ୍ ୨୧।୧୨: ଆମେରିକାରେ କରୋନାର ପ୍ରଥମ ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତଙ୍କ ମୃତ୍ୟୁ । ସୋମବାର ଟେକ୍ସାସରେ ଏହି କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏ ନେଇ!-->…
Read More...
Read More...
ଓମିକ୍ରନ୍ : ଭିଡ଼ ଜମୁଥିବା ସ୍ଥାନରେ ବିଏମ୍ସିର କଡ଼ା ନଜର
ଭୁବନେଶ୍ୱର ୨୧।୧୨: ଓମିକ୍ରନ ପଜିଟିଭ୍ କେସ୍ର ମୁକାବିଲା ପାଇଁ ବିଏମସି ପୁରା ପ୍ରସ୍ତୁତ । ବିଏମସି ନିଜର ୪୫ଟି ଆଇସୋଲେସନ ବେଡକୁ ପ୍ରସ୍ତୁତ ରଖିଛି । ଏହାଛଡା!-->…
Read More...
Read More...
ଭୟ ବଢ଼ାଉଛି ଓମିକ୍ରନ
ନୂଆଦିଲ୍ଲୀ : ବିଶ୍ୱବ୍ୟାପୀ ଦ୍ରୁତଗତିରେ ମାଡ଼ିଚାଲିଛି ଓମିକ୍ରନ୍ । ଭାରତରେ ମଧ୍ୟ କାୟା ବିସ୍ତାର କରିଚାଲିଛି । ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ପାର!-->…
Read More...
Read More...
ଅପହଞ୍ଚ ଇଲାକାର ରୋଗୀଙ୍କ ନିକଟରେ ପହ୍ଞ୍ଚିବେ ବିଶେଷଜ୍ଞ ଡାକ୍ତର : ୪ ଜିଲ୍ଲାରେ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ
ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ "ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା'ର ଉଦ୍ଘାଟନ କରିଛନ୍ତି ।!-->…
Read More...
Read More...
ସାନ୍ତପୁର ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବିତରଣ ଓ ପ୍ରତିମୂର୍ତ୍ତି ଉନ୍ମୋଚନ
ସାଲେପୁର : କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ରବିବାର ଦିନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ବିଜୁ ସ୍ୱାସ୍ଥ୍ୟ!-->…
Read More...
Read More...
ରାଜ୍ୟରେ ଗୋଟିଏ ଦିନରେ ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୫୩୦୨୦
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ!-->!-->!-->…
Read More...
Read More...