Browsing Category
ରାଜ୍ୟ
ନୟାଗଡ଼ ଜିଲ୍ଲାରେ ଚିନ୍ତା ବଢ଼ାଇଲାଣି କରୋନା : ସଂକ୍ରମଣ ସହ ବଢ଼ୁଛି ମୃତ୍ୟୁ
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଚିନ୍ତା ବଢାଇଲାଣି କୋଭିଡ୍-୧୯ ଭୂତାଣୁ। ଜୁନ୍ ,!-->!-->!-->…
Read More...
Read More...
ରକେଟ୍ ଉଦ୍ଧାର କଲେ ମତ୍ସ୍ୟଜୀବୀ
ସୋର : ମାଛ ଧରିବାକୁ ଯାଇଥିବା ବେଳେ ସମୁଦ୍ରରୁ ରକେଟ୍ ଉଦ୍ଧାର । ୭ ଫୁଟ ଲମ୍ବର ଏକ ରକେଟ୍ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ୍!-->…
Read More...
Read More...
ଅବକାରୀ ବିଭାଗର ଚଢାଉ: ପୋଚ୍ଚ ରନ୍ଧା ସାମଗ୍ରୀ ଜବତ୍
ରାୟଗଡ : ଲକଡାଉନ ସମୟରେ ରାୟଗଡ ଜିଲ୍ଳାରେ ବେଆଇନ ଚୋରା ମଦ କାରବାରକୁ ରୋକିବା ପାଇଁ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଜିଲ୍ଳା ଅବକାରୀ ବିଭାଗକୁ ଏ ଦିଗରେ!-->…
Read More...
Read More...
ରାଜ୍ୟରେ ୨୨୩୯ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୨୨୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ!-->…
Read More...
Read More...
ଲାଇଭ୍ ସୁଇସାଇଡ୍ କଲେ ଯୁବକ !
ଝାରସୁଗୁଡା : ଲାଇଭ୍ ସୁଇସାଇଡ୍ କଲେ ଯୁବକ।ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ବୁନ୍ଦିଆ ଅଞ୍ଚଳରେ ଜଣେ ୨୦ ବର୍ଷର ଯୁବକ ଘରେ କବାଟ ବନ୍ଦ କରି ପଙ୍ଖାରେ!-->…
Read More...
Read More...
ବଦଳିବ ୩୫୦ବର୍ଷର ଏକାମ୍ର କ୍ଷେତ୍ର
ପାଇବ ନୂଆ ରୂପ
ଭୁବନେଶ୍ବର୧୭/୮: ୩୫୦ବର୍ଷ ପରେ ନୂଆ ରୂପ ନେବାକୁ ଯାଉଛି ମହାପ୍ରଭୁ ଲିଙ୍ଗରାଜ ମନ୍ଦିର, ବିନ୍ଦୁ ସାଗର ସମେତ ସାରା ଏକାମ୍ର କ୍ଷେତ୍ର ।!-->!-->!-->…
Read More...
Read More...
କମିଶନରେଟ୍ ପୋଲିସ୍ରେ ବଡ ଧରଣର ଅଦଳବଦଳ
ଭୁବନେଶ୍ବର : କମିଶନରେଟ୍ ପୋଲିସ୍ର ଅଦଳବଦଳ ହୋଇଛି।କମିଶନରେଟ୍ ପୋଲିସ୍ର ୨ ଜଣ ଅତିରିକ୍ତ ଡିସିପି କିଶୋର ଚନ୍ଦ୍ର ପାଟ୍ଟଶାଣୀ ଏବଂ ସୁବାସ ଚନ୍ଦ ମହାନ୍ତିଙ୍କ!-->…
Read More...
Read More...
୭୧୨ କୋଟି ଟଙ୍କାର ଜିଏସ୍ଟି ଠକେଇ
ମାଷ୍ଟର ମାଇଣ୍ତ ଗିରଫ
ରାଉରକେଲା୧୭/୮: ଜିଏସ୍ଟିରେ ବଡ ଘୋଟଲା। ହଜାରେ କି ଦୁଇ ହଜାରେ ନୁହେଁ ,ଏକା ଥରକରେ ୭୧୨ କୋଟି ଟଙ୍କାର ଜାଲ ବିଲ ରାକେଟର!-->!-->!-->…
Read More...
Read More...
ଖୋଲିଲା ହୀରାକୁଦର ୨୦ ଗେଟ୍
୩ ଲକ୍ଷ କ୍ୟୁସେକ୍ ପାଣି ଛାଡୁଛି
ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ବର୍ଷାଫଳରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଚାଲିଛି । ଏହା ଫଳରେ!-->!-->!-->…
Read More...
Read More...
ପବ୍ଜି ଖେଳ ପାଇଁ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଲେ ୨୦ ବର୍ଷର ଯୁବକ
ବାସୁଦେବପୁର : ମୋବାଇଲରେ ପବ୍ଜି ଖେଳକୁ ବାରଣ କରିବାରୁ ମାନସିକ ଭାରସାମ୍ୟ ହରାଇ ଜଣେ ୨୦ ବର୍ଷର ଯୁବକ ଜୀବନ ହାରିଛିନ୍ତିି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ!-->…
Read More...
Read More...