Browsing Category
ରାଜ୍ୟ
ଆନ୍ଧ୍ରକୁ ଗଞ୍ଜେଇ ଚୋରାଚାଲାଣରେ ପୋଲିସର ଯାଞ୍ଚ ବେଳେ ୨ଚମ୍ପଟ,୨ ଗିରଫ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅଞ୍ଚଳରୁ ଆନ୍ଧ୍ରକୁ ଗଞ୍ଜେଇ ଚୋରା ଚାଲାଣରେ ପୋଲିସ ଯାଞ୍ଚ କରୁଥିବା ବେଳେ ଦୁଇଜଣ ଚୋରା ଗଞ୍ଜେଇ ଚାଲାଣକାରୀ!-->…
Read More...
Read More...
କରୋନାରେ ଦେଶରେ ଗତ ୨୪ ଘଂଟାରେ ୪୨,୯୮୨ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୪୨,୯୮୨ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୫୩୩ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।
ଆଜି!-->!-->!-->…
Read More...
Read More...
ରାଜ୍ୟରେ ଗୋଟିଏ ଦିନରେ ୧୩୪୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮୩୫୨୩
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୩୪୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ!-->!-->!-->…
Read More...
Read More...
ସତର୍କ କଲେ ମୁଖ୍ୟମନ୍ତ୍ରୀ : ନିୟମ ନ ମାନିଲେ ଲକ୍ଡାଉନ, ଯୁଦ୍ଧ ଏଯାଏ ସରିନାହିଁ
ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ପୁଣି ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିୟମ ନ ମାନିଲେ ପୁଣି ଲକ୍ଡାଉନ୍ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଦେଶର!-->…
Read More...
Read More...
ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା ! ଘନେଇଲା ମରୁଡି ଆଶଙ୍କା
ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)ଅଗଷ୍ଟ ମାସ ପାଇଁ ଦେଶରେ ମୌସୁମୀ ବର୍ଷାର ଆକଳନ କରିଛି । ଏଥିରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସ୍ୱାଭାବିକ!-->…
Read More...
Read More...
କରୋନା ସରିନି, ଘାରିଲାଣି ଡେଙ୍ଗୁ ଭୟ
-ଭୁବନେଶ୍ୱରରେ ୭୦୦ ପାର୍
ଭୁବନେଶ୍ୱର : ରାଜ୍ୟକୁ ଏବେ କବଳିତ କଲାଣି ଡେଙ୍ଗୁ । ଚାରିଆଡେ ଏବେ ଏଡିସ୍ ମଶାକୁ ନେଇ ଟେନ୍ସନ୍ । ରାଜଧାନୀରେ ଦୈନିକ ୪୦ରୁ ୬୦ ଡେଙ୍ଗୁ!-->!-->!-->…
Read More...
Read More...
ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର ଅତିଥି ହେବେ ଅଲିମ୍ପିଆନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ରେ ଭାରତୀୟ ଅଲିମ୍ପିକ ଦଳର ପ୍ରତିଟି ସଦସ୍ୟଙ୍କୁ ପାର୍ଟି ଦେବେ । ସେ କାଂସ୍ୟ ପଦକ ଜିତିଥିବା ବ୍ୟାଡମିଣ୍ଟନ!-->…
Read More...
Read More...
ଓଡ଼ିଶାକୁ ତୃତୀୟ ଲହର ଡର କମ୍ !
ଭୁବନେଶ୍ୱର : ଭାରତରେ ତତୀୟ ଲହର ଆସିପାରେ କିନ୍ତୁ ପ୍ରଭାବୀ ହେବନାହିଁ । ସଂକ୍ରମଣ କମ୍ ରହିବ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି । ଓଡ଼ିଶାରେ ତାର ପ୍ରଭାବ!-->…
Read More...
Read More...
ଅଳିଆ ଆବର୍ଜନା କୁଣ୍ଡ ଭର୍ତି ପରେ ଫିଙ୍ଗା ଯାଉନଥିବା ଅଭିଯୋଗ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ବ୍ଲକ କାର୍ଯ୍ୟଳୟ ପଛପଟ କୁ ଲାଗିରହିଛି ଫକଟପଡା । ସହର ପାଖକୁ ଲାଗି ରହିଥିଲେ ମଧ୍ୟ ଏହି ଫକଟପଡା ଟି ଗଡ୍ରରାମୁଣ୍ଡା ପଂଚାୟତ!-->…
Read More...
Read More...
ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଆସନ୍ତାକାଲିଠୁ ଖୋଲିବ କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ
କଟକ : କୋଭିଡ଼୍ କଟକଣାକୁ ଅନୁପାଳନ କରି କଟକ ଜିଲ୍ଲାରେ ଆସନ୍ତାକାଲି ଠାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଖୋଲିବ ସମସ୍ତ ଧର୍ମନୁଷ୍ଠାନ । ଏନେଇ ଜିଲ୍ଲାପାଳ!-->…
Read More...
Read More...