Browsing Category
ରାଜ୍ୟ
ବିଜୁ ଜନତା ଦଳ ଟିଟିଲାଗଡ଼ ବ୍ଲକ ଏବଂ ମୁନିସିପାଲିଟିର ସଂକଳ୍ପ ସଭା ଅନୁଷ୍ଠିତ
ଟିଟିଲାଗଡ଼ : ରବିବାର ଦିନ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଟିଟିଲାଗଡ଼ ବିଜୁ ଜନତା ଦଳର ବ୍ଲକ ଏବଂମୁନିସିପାଲିଟିର ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ!-->…
Read More...
Read More...
ବିଏସ୍ସି ନର୍ସିଂ ପାଇଁ ନୂଆ ନିୟମ : ବିନା ନିଟ୍ ପରୀକ୍ଷାରେ ଆଡମିଶନ୍ ମନା
ନୂଆଦିଲ୍ଲୀ : ଯେଉଁ ଛାତ୍ରଛାତ୍ରୀମାନେ ବିଏସ୍ସି ପରେ ନର୍ସିଂ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ବଡ ଖବର ଆସିଛି । ଏବେ ବିଏସ୍ସି ନର୍ସିଂରେ ଅଡମିଶନ କରିବାକୁ!-->…
Read More...
Read More...
ରାଜ୍ୟରେ କରୋନାରେ ଆଉ ୬୯ ଜଣଙ୍କର ମୃତ୍ୟୁ
-ମୋଟ ମୃତ୍ୟୁ ସଂଖ୍ୟା ୬୪୩୫ ହେଲା
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୬୯ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ!-->!-->!-->…
Read More...
Read More...
କରୋନାରେ ଦେଶରେ ଗତ ୨୪ ଘଂଟାରେ ୩୯,୦୭୦ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୩୯,୦୭୦ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୪୯୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।
ଆଜି!-->!-->!-->…
Read More...
Read More...
ରାଜ୍ୟରେ ଗୋଟିଏ ଦିନରେ ୧୨୪୩ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮୭୦୭୦
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୨୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ!-->!-->!-->…
Read More...
Read More...
ଆଗାମୀ ୬ ମାସ ଗୁରୁତ୍ୱପୂଣ୍ଣ
ଭୁବନେଶ୍ୱର : ରାଜ୍ୟ କୋଭିଡ ସ୍ଥିତିରେ ଲଗାତାର ସୁଧାର ଆସୁଛି । ଦୈନିକ ସଂକ୍ରମଣ ସଂଖ୍ୟା କମୁଛି । ଆକ୍ଟିଭ କେସ କମି ୧୨ ହଜାର ତଳେ ରହିଛି । ହସ୍ପିଟାଲରେ ଆଡମିଶନ!-->…
Read More...
Read More...
ଗୋଲଡେନ୍ ବୟଙ୍କ ଓଡ଼ିଶା ଲିଙ୍କ୍
-କଳିଙ୍ଗ ଷ୍ଟାଡିୟମ୍ ରେ ଅଭ୍ୟାସ୍ : ଟୋକିଓରେ ଜଲ୍ୱା
ଭୁବନେଶ୍ୱର : ଅଲିମ୍ପିକ୍ସରେ ଆଜି ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଗର୍ବ ଆଣିଛନ୍ତି ନୀରଜ!-->!-->!-->…
Read More...
Read More...
ଅଗଷ୍ଟ ୧୬ ରୁ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା
ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୧୬ ତାରିଖ ମଧ୍ୟରେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ!-->…
Read More...
Read More...
ବିଜୁ ଜନତା ଦଳର ବ୍ଲକ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ମାଲକାନଗିରି : ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଓ ରାଜ୍ୟ ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ!-->…
Read More...
Read More...
ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଏମସି ର ବୈଠକ
ଭୁବନେଶ୍ୱର : କୋଭିଡ୍ କଟକଣା କୋହଳ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଧର୍ମାନୁଷ୍ଠାନ ଗୁଡିକ ଖୋଲାଯାଉଛି । ତେବେ ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ଖୋଲିବା ନେଇ କୌଣସି!-->…
Read More...
Read More...