Browsing Category
ରାଜ୍ୟ
କରୋନାରେ ରାଜ୍ୟରେ ଆଉ ୬୭ ଜଣଙ୍କର ମୃତ୍ୟୁ
-ମୋଟ ମୃତ୍ୟୁ ସଂଖ୍ୟା ୬୬୯୭ ହେଲା
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୬୭ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ!-->!-->!-->…
Read More...
Read More...
ତୃତୀୟ ଲହର ପାଇଁ ରାଜ୍ୟ ପ୍ରସ୍ତୁତ – ସ୍ୱାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ୱର : କୋଭିଡର ସମ୍ଭାବିତ ତୃତୀୟ ଲହର ନେଇ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ!-->…
Read More...
Read More...
ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଲା
ଭୁବନେଶ୍ୱର : ଆଜି ଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି । ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମ ଲେଖାଇବା!-->…
Read More...
Read More...
ନାବାଳକକୁ ଅପହରଣ ଓ ହତ୍ୟା ମାମଲା : ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
ଗଞ୍ଜାମ :ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣପଲ୍ଲୀ ଗ୍ରାମରେ ନାବାଳକକୁ ଅପହରଣ ଓ ହତ୍ୟା ମାମଲାର ଅଭିଯୁକ୍ତ ଲିଙ୍ଗରାଜ ସେଠୀକୁ ବ୍ରହ୍ମପୁର!-->…
Read More...
Read More...
ରାଜ୍ୟରେ ଗୋଟିଏ ଦିନରେ ୧୧୦୭ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୧୧୮୨
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୧୦୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ!-->!-->!-->…
Read More...
Read More...
କରୋନାରେ ଦେଶରେ ଗତ ୨୪ ଘଂଟାରେ ୪୧,୧୯୫ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୪୧,୧୯୫ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୪୯୦ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।
ଆଜି!-->!-->!-->…
Read More...
Read More...
ଟିଟିଲାଗଡ଼ କିରାନା ଆସୋସିଏସନ ତରଫରୁ ଶ୍ରାବଣ ମିଳନ ଅନୁଷ୍ଠିତ
ଟିଟିଲାଗଡ଼ : ପବିତ୍ର ଶ୍ରାବଣ ମାସ ଉପଲକ୍ଷେ ସ୍ଥାନୀୟ ଧବଳେଶ୍ଵର ମନ୍ଦିର ନିକଟରେ ଥିବା ପ୍ରହରୀ ମଣ୍ଡପ ଠାରେ ଟିଟଲାଗଡ କିରାନା ଆସୋସିଏସନ ତରଫରୁ ଶ୍ରାବଣ ମିଳନ!-->…
Read More...
Read More...
ବଦଳିଲା ଦଶମ ପରୀକ୍ଷା ପଦ୍ଧତି : ନିଜ ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ଅନ୍ୟ କେନ୍ଦ୍ରରେ ମୂଲ୍ୟାୟନ
ଭୁବନେଶ୍ୱର : ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଆସିଲା ନୂଆ ସର୍କୁଲାର । କରୋନା ମହାମାରୀକୁ ଦେଖି ୨୦୨୧-୨୨ ବର୍ଷରେ ପରୀକ୍ଷା ଲାଗି ନୂଆ ସର୍କୁଲାର ଜାରି କରିଛି ।!-->…
Read More...
Read More...
ଧୋଇଗଲା ମୌସୁମୀ ଅଧିବେଶନ : ଉଭୟ ସଦନ ସାଇନ୍-ଏ-ଡାଏ
ନୂଆଦିଲ୍ଲୀ : ଦୁଇଦନି ପୂର୍ବରୁ ଶେଷ ହେଲା ମୌସୁମୀ ଅଧିବେଶନ । ଉଭୟ ଲୋକସଭା ଓ ରାଜ୍ୟସଭାକୁ ସାଇନ୍-ଏଡାଏ ଘୋଷଣା କରାଯାଇଛି । ଅଗଷ୍ଟ ୧୩ ତାରିଖ ଯାଏ ଚାଲିବାକୁ ଥିବା!-->…
Read More...
Read More...
ପ୍ରଧାନମନ୍ତ୍ରୀ ଆଜି ” ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ ” ରେ ଅଂଶଗ୍ରହଣ କରିବେ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ୧୨.୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଆତ୍ମର୍ନିଭର ନାରୀଶକ୍ତି ସେ ସମ୍ବାଦ “ ରେ ଅଂଶଗ୍ରହଣ!-->…
Read More...
Read More...