Browsing Category
ରାଜ୍ୟ
୪ ଜିଲ୍ଲାରେ ୧୩୮ ସ୍କୁଲର ନବକଳେବର : ଶିକ୍ଷା ରୂପାନ୍ତରର ପ୍ରଥମ ପାହାଚ
ଭୁବନେଶ୍ୱର : ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । ୫-ଟି ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି!-->…
Read More...
Read More...
ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ
ଟିଟିଲାଗଡ଼ : ବିଶ୍ଵ ଶାନ୍ତିର ବାର୍ତ୍ତା ଦେବା ପାଇଁ ପ୍ରତି ବର୍ଷ ଲାୟନ୍ସ କ୍ଲବ ପକ୍ଷରୁ ପିସ ପୋଷ୍ଟର ପ୍ରତିଯୋଗିତା କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼!-->…
Read More...
Read More...
ଆସନ୍ତାକାଲି ସାକ୍ଷୀଗୋପାଳଙ୍କ ବଡ଼ ଏକାଦଶୀ
ସାକ୍ଷିଗୋପାଳ : ଆସନ୍ତାକାଲି କାର୍ତିକ ମାସର ବଡ଼ ଏକାଦଶୀ । ଏହି ଅବସରରେ ସାକ୍ଷୀଗୋପୀନାଥଙ୍କ ପୀଠରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ହେଲେ ଚଳିତ!-->…
Read More...
Read More...
ରାଜ୍ୟରେ କରୋନାରେ ଆଉ ୨ ଜଣଙ୍କର ମୃତ୍ୟୁ
-ମୋଟ ମୃତ୍ୟୁ ସଂଖ୍ୟା ୮୩୭୭ ହେଲା
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୨ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ!-->!-->!-->…
Read More...
Read More...
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୧,୨୭୧ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୧,୨୭୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୨୮୫ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।
ଆଜି!-->!-->!-->…
Read More...
Read More...
ଓଡ଼ିଶା ଜିତିଲା ଅନ୍ତର୍ଜାତୀୟ ଲୋକପ୍ରିୟ ସହର ପୁରସ୍କାର
ଭୁବନେଶ୍ୱର : ଓଡିଶା ଜିତିଲା ଅନ୍ତର୍ଜାତୀୟ ଲୋକପ୍ରିୟ ସହର ପୁରସ୍କାର । ନଭେମ୍ବର ୧୨ରେ ଘୋଷିତ ପଞ୍ଚମ ଗୁଆଙ୍ଗଝଉ ଅନ୍ତର୍ଜାତୀୟ ଆୱାର୍ଡରେ ଅନ୍ତର୍ଜାତୀୟ ଲୋକପ୍ରିୟ!-->…
Read More...
Read More...
ବିଦେଶ ସହାୟତା ଅପେକ୍ଷାରେ ଆଫଗାନବାସୀ : ଖାଦ୍ୟ ଅଭାବରୁ ମରିଯିବେ ୧୦ ଲକ୍ଷ ଶିଶୁ
ନୂଆଦିଲ୍ଲୀ : ଆମେ ମଣିଷଜାତି ଏବେ ୨୦୦୦ ଶତାବ୍ଦିରେ ବଞ୍ଚୁଛୁ । ପଥରକୁ ପଥରରେ ଘଷି ନିଆଁ ବାହାର କରିବାଠାରୁ ଆଜି ପ୍ରାକୃତିକ ଗ୍ୟାସକୁ ବ୍ୟବହାର କରି ରୋଷେଇ କରିବା!-->…
Read More...
Read More...
ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ : ବଡ଼ଓଷା ବେଳକୁ ନେଇପାରେ ବାତ୍ୟା ରୂପ
ଭୁବନେଶ୍ୱର : ବଡ଼ ଓଷାରେ ମାଡ଼ ହୋଇପାରେ ବାତ୍ୟା । ଦକ୍ଷିଣ ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା କ୍ରମଶଃ!-->…
Read More...
Read More...
ସୁନାର ଫସଲକୁ ବର୍ଷା ଦାଉ
ଭୁବନେଶ୍ୱର : ଆଉ ମାସକ ପରେ ଚାଷୀ ଅମଳ କରିଥାନ୍ତା ଧାନ ଫସଲ । ଏପରିକି କମ୍ଦିନିଆ ଧାନସବୁ ପାଚି କ୍ଷେତରେ ହସୁଥିବା ବେଳେ ହଠାତ୍ ଅଦିନିଆ ବର୍ଷାରେ ସେସବୁ ଉଜୁଡ଼ିଯାଇଛି!-->…
Read More...
Read More...
ଆସନ୍ତା କାଲିଠାରୁ ପଞ୍ଚୁକ ବ୍ରତ
-ଚଳିତବର୍ଷ ପଡ଼ୁନି ନାଗାର୍ଜ୍ଜୁନ ବେଶ
ପୁରୀ : ଚଳିତବର୍ଷ ହେବ ନାହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଭକ୍ତମାନେ ଭ୍ରାନ୍ତ ଧାରଣାରେ ନପଡିବା!-->!-->!-->…
Read More...
Read More...