Browsing Category
ରାଜ୍ୟ
କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ
ପୁରୀ : ଶ୍ରୀମନ୍ଦିରରେ ଭିଡ଼କୁ ନଜିରରେ ରଖି ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯାଇଛି ।!-->…
Read More...
Read More...
କମ୍ ସମୟରେ ବଡ଼ ରେକର୍ଡ : ୩୦ଲକ୍ଷ ପରିବାରଙ୍କୁ ମିଳିଲା ସ୍ମାର୍ଟ କାର୍ଡ
ଭୁବନେଶ୍ୱର : ନବୀନଙ୍କ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଏବେ ଓଡ଼ିଶାର ୩୦ ଲକ୍ଷ ପରିବାରରେ ପହଞ୍ôଚଛି । ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ପାଇଁ ଓଡ଼ିଶା ମଖ୍ୟମନ୍ତ୍ରୀ ନେଇଥିବା!-->…
Read More...
Read More...
ନକଲି ଗୁଟଖା କାରଖାନା ଠାବ, ମାଲିକ ଗିରଫ
ଜୟପୁର : କୋରାପୁଟ - ଦାମନଯୋଡ଼ି ରାସ୍ତାରେ ଏକ ନକଲି ଗୁଟଖା କାରଖାନାକୁ ଠାବ କରିଛି ସେମିଳିଗୁଡ଼ା ପୋଲିସ । ଆଜି ସକାଳେ ଏହି ଚଢ଼ଉ ବେଳେ ଘଟଣାସ୍ଥଳରୁ ୫୦ ଲକ୍ଷ ଟଙ୍କା!-->…
Read More...
Read More...
ଇଣ୍ଡିଆସ ଗଟ ଟ୍ୟାଲେଣ୍ଟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଓମା ଗୁରୁକୂଳର ଆଦିବାସୀ ଛାତ୍ର ସମେତ ୧୨ ଜଣଙ୍କ ମୁମ୍ବାଇ…
ମାଲକାନଗିରି : ମାଲକାନଗିରି ଜିଲ୍ଲାର ବିଭିନ୍ନ ଉପାନ୍ତ ଏବଂ ଦୁର୍ଗମ ଅଞ୍ଚଳରେ ରହୁଥିବା ବଣ୍ଡା, କୋୟା, କନ୍ଧ ଆଦି ସମ୍ପ୍ରଦାୟର ଗରିବ ବାପା ମା ଛେଉଣ୍ଡ ଆଦିବାସୀ!-->…
Read More...
Read More...
ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ
ଭୁବନେଶ୍ୱର : ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ ଙ୍କ ଭୁବନେଶ୍ୱରରେ ଆଜି ସକାଳୁ ପରଲୋକ ହୋଇଥିବା ଜଣା ପଡିଛି ।ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ!-->…
Read More...
Read More...
ରାଜ୍ୟରେ ଗୋଟିଏ ଦିନରେ ୨୨୬ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୬୦୮୮
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୨୨୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ!-->!-->!-->…
Read More...
Read More...
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୦,୧୯୭ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୦,୧୯୭ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୩୦୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।
ଆଜି!-->!-->!-->…
Read More...
Read More...
ବାୟୁ ପ୍ରଦୂଷଣ: ବର୍ଷକରେ ଗଲାଣି ୩ ଲକ୍ଷ ଲୋକଙ୍କ ଜୀବନ
ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣ ଏବେ ଖାଲି ଭାରତ ପାଇଁ ନୁହେଁ ବିଶ୍ୱର ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ବାୟୁ ପ୍ରଦୂଷଣ ମାତ୍ରାକୁ କିପରି କମ୍ କରାଯାଇପାରିବ!-->…
Read More...
Read More...
ଏଥର ୬୭୯୪ ପଞ୍ଚାୟତରେ ନିର୍ବାଚନ
ଭୁବନେଶ୍ୱର : ୨୦୨୨ରେ ୬ହଜାର ୭୯୪ଟି ପଞ୍ଚାୟତରେ ହେବ ନିର୍ବାଚନ । ୨୦୧୭ ତୁଳନାରେ ଚଳିତଥର ୭ଟି କମ୍ ପଞ୍ଚାୟତରେ ନିର୍ବାଚନ ହେବ । ଏହି ୭ଟି ପଞ୍ଚାୟତ ବିଭିନ୍ନ!-->…
Read More...
Read More...
ଏକାସାଙ୍ଗରେ ଦୁଇ ଦୁଇଟି ଲଘୁଚାପ, ଲାକ୍ଷାଦ୍ୱୀପରେ ପ୍ରବଳ ବର୍ଷା: ଓଡ଼ିଶାକୁ ନାହିଁ ବିପଦ
ନୂଆଦିଲ୍ଲୀ/ଭୁବନେଶ୍ୱର : ଏକାସାଙ୍ଗରେ ଦୁଇ ଦୁଇଟି ଲଘୁଚାପ । ଗୋଟିଏ ବଙ୍ଗୋପସାଗରରେ ସକ୍ରିୟ ଥିବା ବେଳେ ଆଉ ଗୋଟିଏ ଆରବ ସାଗରରେ ସୃଷ୍ଟି ହୋଇଛି । ବଙ୍ଗୋପସାଗରରେ!-->…
Read More...
Read More...