Browsing Category
ରାଜ୍ୟ
ଗଜପତି ଜିଲ୍ଲା ଟାଇକୋଣ୍ଡ ଏସୋସେଶିୟାନକୁ ମିଳିଛି ବଡସଫଳତା
ପାରଳାଖେମୁଣ୍ଡି : ବ୍ରହ୍ମପୁର ଠାରେ ଆୟୋଜୀତ ଓପେନ ଟାଇକୋଣ୍ଡ ଚାମ୍ପୀୟନସିପରେ ଜିଲ୍ଲା ଟାଇକୋଣ୍ଡ ଏସୋସେସୀୟାନଙ୍କୁ ୧୦୪ଟି ପଦକ ହାସଲ ହୋଇଛି । ଏଥିରେ ଗଜପତି!-->!-->!-->…
Read More...
Read More...
କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି!-->…
Read More...
Read More...
ରାଜ୍ୟରେ ଆଉ ୨୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ଆଉ ୨୩ ଓମିକ୍ରାନ୍ ଆକ୍ରାନ୍ତ। ଏନେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍) ପକ୍ଷରୁ ସ୍ୱାସ୍ଥ୍ୟ!-->!-->!-->…
Read More...
Read More...
କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ
ରାଜନଗର: ଚଳିତବର୍ଷ କୁମ୍ଭୀର ଗଣନା ପାଇଁ ଜାନୁଆରୀ ୨ରୁ ୧୧ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏହି ସମୟରେ ଦେଶ ବିଦେଶର ପର୍ଯ୍ୟଟକଙ୍କୁ!-->!-->!-->…
Read More...
Read More...
ରାଜ୍ୟରେ ସୋମବାରଠୁ ଭୟଙ୍କର ଶୀତ
ଭୁବନେଶ୍ୱର ୦୨/୦୧: ରାଜ୍ୟରେ ସୋମବାର, ମଙ୍ଗଳବାର ଶୀତ ଲହରି ବହିବ । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଶୀତ ହେବ । ଏହି ଦୁଇ ଦିନ ଭୀଷଣ ଶୀତ ହେବାର ଥିବାରୁ!-->!-->!-->…
Read More...
Read More...
ରାଜ୍ୟରେ ୨୪ ଘଣ୍ଟାରେ ୨୯୮ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୦୧।୦୧ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୬ ଜଣ କ୍ୱାରେଣ୍ଟାଇନ୍ରୁ!-->…
Read More...
Read More...
ଦାୟିତ୍ୱ ନେଲେ ନୂଆ ଡିଜିପି
ଭୁବନେଶ୍ୱର : ଓଡ଼ିଶାର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଥିବା ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ଅପରାହ୍ନରେ ସେ କଟକ ସ୍ଥିତ!-->…
Read More...
Read More...
ନାବାଳିକାଙ୍କ ବାଲ୍ୟବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି, ୩୧ା୧୨ : ଗଜପତି ଜିଲ୍ଲା କାଶୀନଗର ବ୍ଲକର ବଡଖିଙ୍ଗା ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଜଣେ ନାବାଳିକାଙ୍କ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା!-->…
Read More...
Read More...
କାଲିଠୁ ନାଇଟ କର୍ଫ୍ୟୁ: ଜରୁରୀ ସେବାକୁ ବାଦ୍
ଭୁବନେଶ୍ୱର : ଜାନୁଆରୀ ମାସ ସାରା ବଳବତ୍ତର ରହିବ ନାଇଟ କର୍ଫ୍ୟୁ। ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏ ଲାଗୁ ରହିବ ଏହି କଟକଣା । ହେଲେ ନାଇଟ କର୍ଫ୍ୟୁ କଟକଣାରୁ!-->…
Read More...
Read More...
ଫିକା ପଡ଼ିବ ନୂଆ ବର୍ଷ ସେଲିବ୍ରେଶନ
ଭୁବନେଶ୍ୱର : ରାତି ପାହିଲେ ନୂଆ ବର୍ଷ। ହେଲେ ନା ହୋଇପାରିବ ଜିରୋ ନାଇଟ ସେଲିବ୍ରେଶନ ନା ନୂଆ ବର୍ଷରେ ଜମିବ ଆସର । କେବଳ ଘରେ ରହି ନୂଆ ବର୍ଷ ପାଳିବାକୁ କହି ସବୁ!-->…
Read More...
Read More...