Browsing Category
ରାଜ୍ୟ
କାଳିଆ ଦର୍ଶନ ହେଲା ଶେଷ ଦର୍ଶନ
ସ୍ଵାମୀ ମୃତ ଦୁଇ ଝିଅ ଗୁରୁତର
ବୌଦ୍ଧ ୧୪।୦୪: କାଳିଆ ଦର୍ଶନ ହେଲା ଶେଷ ଦର୍ଶନ । ଛତିଶଗଡ ରାଇପୁରରୁ ପୁରୀ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ବୌଦ୍ଧ ଥାନା!-->!-->!-->…
Read More...
Read More...
ସିଦ୍ଧ ମହାବୀରଙ୍କର ଦଶମ ଜନ୍ମ ବାର୍ଷିକୀ ଉତ୍ସବ
ଭଦ୍ରକ : ଆଜି ପବିତ୍ର ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ । ଏହି ଅବସରରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନହରପୁର ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ମହାବୀରଙ୍କର ଦଶମ ଜନ୍ମ…
Read More...
Read More...
ତିନି ବର୍ଷର ପୁତ୍ର ସନ୍ତାନକୁ ଗଳା କାଟି ହତ୍ୟା କଲା ମାଆ
କୋରାପୁଟ, ୧୪/୦୪: କୋରାପୁଟରେ ଏକ ଅଭାବନୀୟ ଘଟଣା ଘଟିଛି । କୋରାପୁଟ ସଦର ଥାନା ପଡାଗଡ ପଞ୍ଚାୟତ ଲୁକୁମାରି ଗ୍ରାମରେ ତିନି ବର୍ଷର ପୁତ୍ର ସନ୍ତାନକୁ ଗଳା କାଟି ହତ୍ୟା!-->…
Read More...
Read More...
୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର
ଭୁବନେଶ୍ୱର ୧୩/୦୪: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର । ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ!-->…
Read More...
Read More...
ନନ୍ଦନକାନନରେ ବାଘ ଶାବକର ମୃତ୍ୟୁ
ଭୁବନେଶ୍ୱର : ନନ୍ଦନକାନନରେ ଗତକାଲି ବାଘ ଶାବକର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ବାଘ ଶାବକ ବିବେକର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ବିବେକର ବୟସ ୧!-->…
Read More...
Read More...
କୋଣାର୍କ ଏକ୍ସପ୍ରେସ୍ରେ ବୋମା!
ଭୁବନେଶ୍ୱର : ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସରେ ବୋମା ଥିବା ସୂଚନା ମିଳିଛି। ଏହି ସୂଚନା ମିଳିବା ପରେ ଟ୍ରେନ୍ରେ ଯାଞ୍ଚ ଆରମ୍ଭ କରିଛି ବମ୍ ସ୍କ୍ୱାର୍ଡ ।!-->…
Read More...
Read More...
କଳା ପଲସର ଆତଙ୍କ: ସୁନା ଚେନ ଝାମ୍ପି ନେଲେ ଲୁଟେରା
ଭୁବନେଶ୍ୱର ୧୩।୦୪ : ରାଜଧାନୀରେ କଳା ପଲସର ଆତଙ୍କ । ଝିଅକୁ ସ୍କୁଲରେ ଛାଡି ଘରକୁ ଫେରୁଥିବା ବେଳେ ପଛରୁ ଆସି ସୁନା ଚେନ ଝାମ୍ପି ନେଲେ ଲୁଟେରା । ସ୍କୁଟିରୁ ପଡି!-->…
Read More...
Read More...
କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ଓ୍ଵାରେଣ୍ଟ
ନୂଆଦିଲ୍ଲୀ ୧୨।୦୪: କେନ୍ଦୁଝର ଜିଲ୍ଲାପାଳ ଆଶିଷ କୁମାର ଠାକରେଙ୍କୁ ନାଁରେ ଜାରି ହେଲା ଆରେଷ୍ଟ ଓ୍ଵାରେଣ୍ଟ। ଆଉ ଏହି ଓ୍ଵାରେଣ୍ଟ ଜାରି କରିଛନ୍ତି ଜାତୀୟ ଅନୁସୂଚିତ!-->…
Read More...
Read More...
*ଡାଳେ ଡାଳେ କାଠ ମାଫିଆ ପତ୍ରେ ପତ୍ରେ ବନବିଭାଗ !
କୋଲନାର: ୧୨/୦୪ : ସାରା ରାଷ୍ଟ୍ରରେ ଦକ୍ଷିଣ ଭାରତୀୟ ସୁପର ଷ୍ଟାର ଅଲୁ ଅର୍ଜୁନଙ୍କ ପୁଷ୍ପା କ୍ରେଜ ଚାଲୁଥିବା ବେଳେ ଏହି ଚଳଚିତ୍ରକୁ ନେଇ କାଠ ମାଫିଆ ମାନେ ବିଭିନ୍ନ!-->…
Read More...
Read More...
ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ
ମାଲକାନଗିରି: ସଦା ସର୍ବଦା ମାଓବାଦୀଙ୍କ ହିଂସା ଓ ଗଞ୍ଜେଇ ଚୋରା ଚାଲାଣ ପାଇଁ ଚର୍ଚ୍ଚାରେ ଥିବା ମାଲକାନଗିରିରେ କମିବାରେ ଲାଗିଛି ମାଓବାଦୀଙ୍କ ହିଂସା ସହ ମାଓବାଦୀଙ୍କ!-->…
Read More...
Read More...