Browsing Category

ରାଜ୍ୟ

ଓଡ଼ିଶାରେ ପ୍ରତିଷ୍ଠା ହେବ ୧୦ ବଡ଼ ଶିଳ୍ପ ୭୫ ହଜାର କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରି

ଭୁବନେଶ୍ୱର, ୧୦ା୮(ଡିକେ ନ୍ୟୁଜ): ଓଡ଼ିଶାରେ ବିଢ଼ବ ନିବେଶ । ଦୌଡ଼ିବ ଶିଳ୍ପାୟନ । ରାଜ୍ୟରେ ଅଧିକ ପୁଞ୍ଜିନିବେଶ ବଢ଼ାଇବା ସହ ଯୁବକ ଯୁବତୀଙ୍କୁ କାମଧନ୍ଦା ଯୋଗାଇବାକୁ…
Read More...

ଭାରତୀୟ ଭାଷା ଖବରକାଗଜ ସଂଘର କେନ୍ଦ୍ର କାର୍ଯ୍ୟକାରିଣୀ ସଦସ୍ୟ ରୂପେ ଓଡ଼ିଶାର ଦୁଇଜଣ ମନୋନୀତ ଅକ୍ଷୟ କୁମାର ପଟ୍ଟନାୟକ,…

ଭୁବନେଶ୍ୱର, ୯ା୮ (ଡିକେ ନ୍ୟୁଜ୍‌): ଇଣ୍ଡିଆନ୍‌ ଲାଙ୍ଗୁଏଜେସ୍ ନ୍ୟୁଜ୍ ପେପସ୍‌ର୍ଆ ସୋସିଏସନ୍ ପକ୍ଷରୁ ଗୋଆଠାରେ ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ ଅଗଷ୍ଟ ୫ ତାରିଖରେ…
Read More...

ସସ୍ମିତ କୋଇଲା ଓ ଖଣି ମନ୍ତ୍ରାଳୟ ପରାମର୍ଶଦାତା କମିଟି ସଦସ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର, ୯ା୮(ଡିକେ ନ୍ୟୁଜ): ସସ୍ମିତ ପାତ୍ରଙ୍କୁ ଆଉ ଏକ ବଡ଼ ଦାୟିତ୍ୱ । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କୋଇଲା ଓ ଖଣି ମନ୍ତ୍ରାଳୟ ପରାମର୍ଶଦାତା…
Read More...

ଏଣିକି ଯୁକ୍ତ ଦୁଇରେ ହେବ ତ୍ରୈମାସିକ ପରୀକ୍ଷା

ଭୁବନେଶ୍ୱର, ୯ା୮(ଡିକେ ନ୍ୟୁଜ): ଚଳିତ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ତ୍ରୈମାସିକ ପରୀକ୍ଷା ବ୍ୟବସ୍ଥା…
Read More...

୧୨ରେ ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ ସୁନା ଫଳାଇବ ସୁବର୍ଣ୍ଣରେଖା

ଭୁବନେଶ୍ୱର, ୯ା୮ (ଡିକେ ନ୍ୟୁଜ୍‌): ଆସନ୍ତା ୧୨ ତାରିଖରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଗସ୍ତ କାର୍ଯ୍ୟକ୍ରମରେ ସୁବର୍ଣ୍ଣରେଖା…
Read More...

ତୁହାକୁ ତୁହା ବର୍ଷାରେ ଭିଜୁଛି ଓଡ଼ିଶା ଆଜି ୩୦ ଜିଲ୍ଲାକୁ ବର୍ଷା ଆଲଟ

ଭୁବନେଶ୍ୱର, ୮ା୮(ଡିକେ ନ୍ୟୁଜ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁ·ପ ଘନୀଭୂତ ହୋଇ ସଦୃଶ୍ୟ ଲଘୁ·ପରେ ପରିଣତ ହୋଇଛି । ଲଘୁ·ପ ଯୋଗୁଁ ମୌସୁମୀ ସକ୍ରିୟ ହୋଇଛି ।…
Read More...

ପ୍ରଜାତନ୍ତ୍ରର ୭୫ତମ ବର୍ଷ ପୂର୍ତ୍ତି ଉତ୍ସବ ଭୟ ଓ ଅନୁଗ୍ରହରୁ ଦୂରରେ ରହୁ ଗଣମାଧ୍ୟମ: ନବୀନ

କଟକ, ୮ା୮(ଡିକେ ନ୍ୟୁଜ): ଓଡ଼ିଶାର ପୁରାତନ ଖବରକାଗଜ ପ୍ରଜାତନ୍ତ୍ର ୭୫ତମ ପୂର୍ତ୍ତି ଉତ୍ସବ କଟକର ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ପାଳିତ ହୋଇଯାଇଛି । ଏହି…
Read More...

କଳାହାଣ୍ଡି-ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ ଲଘୁଚାପ: ଭୀଷଣ ବର୍ଷା ଆଲର୍ଟ ୮ ଜିଲ୍ଲାକୁ ଅରେଞ୍ଜ ଓ ୧୦କୁ ୟେଲୋ ସତର୍କତା…

ଭୁବନେଶ୍ୱର, ୭ା୮(ଡିକେ ନ୍ୟୁଜ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅଧିକ ଘନୀଭୂତ ହୋଇଛି । ୪୮ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ଡିପ୍ରେସନ୍ ଓଡ଼ିଶା ଓ…
Read More...

ଫଟୋରୁ ବାରି ହୋଇପଡୁଛି ଓଡ଼ିଶାର ଗୁରୁତ୍ୱ

ଭୁବନେଶ୍ୱର, ୭ା୮ (ଡିକେ ନ୍ୟୁଜ୍‌): ନୀତି ଆୟୋଗ ସପ୍ତମ ପରିଚାଳନା ପରିଷଦ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି…
Read More...