Browsing Category
ରାଜ୍ୟ
ବାତ୍ୟା ଦୁର୍ବଳ, ବର୍ଷା ପ୍ରବଳ
ଭୁବନେଶ୍ୱର, : ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ଏକ ଗଭୀର ଅବପାତରେ ପରିଣତ ହୋଇଛି । ଏହା ପଶ୍ଚିମବଙ୍ଗ ଓ ଉତ୍ତର…
Read More...
Read More...
ବନ୍ୟାଞ୍ଚଳ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ବିପନ୍ନଙ୍କୁ ୧୫ ଦିନ ପାଇଁ ରିଲିଫ୍
ଭୁବନେଶ୍ୱର, ୧୮ା୮(ଡିକେ ନ୍ୟୁଜ): ପାଣି ଛାଡିବାର ସାତଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ । ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ଅବସ୍ଥାରେ ରହିଛି ।
ଲଘୁଚାପ ବର୍ଷା ପରେ…
Read More...
Read More...
ଲଘୁଚାପ ବିଗାଡ଼ିବ ବନ୍ୟା ସ୍ଥିତି !
ଭୁବନେଶ୍ୱର, ୧୮ା୮(ଡିକେ ନ୍ୟୁଜ): ବନ୍ୟା ପଛେ ପଛେ ପୁଣି ଆସୁଛି ଆଉ ଏକ ଲଘୁଚାପ । ସ୍ଥିତି ବିଗାଡିବା ଆଶଙ୍କା ।b ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ଦୁଇଦିନ…
Read More...
Read More...
ଆଜି ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ
ପୁରୀ, ୧୭ା୮(ଡିକେ ନ୍ୟୁଜ): ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଜନ୍ମାଷ୍ଟମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ସମୟରେ…
Read More...
Read More...
ଗୋଟିଏ ନ ଯାଉଣୁ ଆସୁଛି ଆଉଗୋଟେ ଲଘୁଚାପ
ଭୁବନେଶ୍ୱର, ୧୭ା୮(ଡିକେ ନ୍ୟୁଜ): ଗତ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଦାନା…
Read More...
Read More...
ବନ୍ୟା ବଢ଼ାଇଲା ବିପନ୍ନଙ୍କ ଦୁର୍ଦ୍ଦଶା ପାଣି ଆଁରେ କେନ୍ଦ୍ରାପଡ଼ା-ପୁରୀ-ଜଗତସିଂହପୁର ଓ ଖୋର୍ଦ୍ଧା
ଭୁବନେଶ୍ୱର, ୧୭ା୮(ଡିକେ ନ୍ୟୁଜ): ବିପତ୍ତି ଆଣିଲା ଲଘୁଚାପ ବର୍ଷା । ରାଜ୍ୟରେ ବନ୍ୟାସ୍ଥିତି ଗମ୍ଭୀର ହୋଇଛି । ଅଧିକରୁ ଅଧିକ ଅଞ୍ଚଳକୁ ବୁଡାଇ ଦେଇଛି ମହାନଦୀର ବନ୍ୟା ।…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମଦର୍ସ ପବ୍ଲିକ୍ ସ୍କୁଲର କୃତୀ ଛାତ୍ରୀ
ଭୁବନେଶ୍ୱର, ୧୭ା୮(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମଦର ପବ୍ଲିକ ସ୍କୁଲର କୃତୀ ଛାତ୍ରୀ । ଆଜି ଦଶମ ଓ ଦ୍ୱାଦଶ ଶ୍ରେଣୀର ସିବିଏସ୍ଇ ପରୀକ୍ଷାରେ ଉଲ୍ଲେଖନୀୟ…
Read More...
Read More...
ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୧୬ା୮(ଡିକେ ନ୍ୟୁଜ): ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି ହେଉଛି "ସବୁ ଜୀବନ ମୂଲ୍ୟବାନ' । ତେଣୁ ଯେପରି କୌଣସି ଗୋଟିଏ ବି ଜୀବନ ହାନୀ ନ ହୁଏ ଏବଂ…
Read More...
Read More...
ଜଗତସିଂହପୁର-ନୟାଗଡ଼ ଜିଲ୍ଲାରେ ସ୍କୁଲ ବନ୍ଦ
ଜଗତସିଂହପୁର/ ନୟାଗଡ଼, ୧୬ା୮(ଡିକେ ନ୍ୟୁଜ): ବନ୍ୟା ପାଇଁ ବନ୍ଦ ହେଲା ସ୍କୁଲ । ଜଗତସିଂହପୁର ଜିଲ୍ଲାରେ କାଲି ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ…
Read More...
Read More...
୧୮ରୁ ପୁଣି ପ୍ରବଳ ବର୍ଷା
ଭୁବନେଶ୍ୱର, ୧୬ା୮(ଡିକେ ନ୍ୟୁଜ): ଜାରି ରହିଥିବା ଲଘୁ·ପର ପ୍ରଭାବ ଏବଂ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।…
Read More...
Read More...