Browsing Category
ରାଜ୍ୟ
ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ବିଷାକ୍ତ ସାପ ଛାଡ଼ି ରୋଗୀ ଛୁ’
ଢେଙ୍କାନାଳ: ହସ୍ପିଟାଲରେ ବିଷାକ୍ତ ସାପ ଛାଡି ରୋଗୀ ଛୁ । ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ହସ୍ପିଟାଲ ଓପିଡି ଆଗରେ ଏକପ୍ଲାଷ୍ଟିକ…
Read More...
Read More...
ଲୋକଙ୍କ ପାଖରେ ପହଞ୍ଚିବ ବଜେଟ, ବିଧାୟକ-ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ
ଭୁବନେଶ୍ୱର: ଲୋକଙ୍କ ପାଖରେ ପହଞ୍ଚିବ ବଜେଟ । ପ୍ରତି ବ୍ଲକକୁ ଯାଇ ବଜେଟ ସମ୍ପର୍କରେ ଲୋକଙ୍କୁ ବୁଝାଇବେ ବିଧାୟକ ଓ ମନ୍ତ୍ରୀ । ବିଧାନସଭାରେ ବଜେଟ ଉପସ୍ଥାପନ ପରେ ସବୁ…
Read More...
Read More...
ବଜେଟରେ କେଉଁ ବିଭାଗକୁ ମିଳିଲା କେତେ ? ଜାଣନ୍ତୁ..
ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବଜେଟ । ଚଳିତ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟବ ବରାଦ କରାଯାଇଛି । ଏଥିରେ କୃଷି ବିଭାଗକୁ…
Read More...
Read More...
ଗୋରୁ ବୋଝେଇ କଣ୍ଟେନରକୁ ଅଟକାଇବାରୁ ପୋଲିସ ଉପରକୁ ମାଫିଆଙ୍କ ଆକ୍ରମଣ
ଆଠଗଡ଼: ପୋଲିସକୁ ଗୋରୁ ମାଫିଆଙ୍କ ଆକ୍ରମଣ । ଆଠଗଡ଼ ତିଗିରିଆ ଥାନା ଗୋପୀନାଥପୁର ଶାସନ ଛକରେ ଘଟିଛି ଘଟଣା । ଗତ ବିଳମ୍ବିତ ରାତିରେ ତିଗିରିଆ ପୋଲିସ ପାଟ୍ରୋଲିଂ…
Read More...
Read More...
ବଢୁଛି ତାପମାତ୍ରା, ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରୀ ଉପରେ ପାରଦ
ଭୁବନେଶ୍ୱର: ବଢୁଛି ତାପମାତ୍ରା, ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରୀ ଉପରେ ପାରଦ । ଦିନ ଯେତେ ଶୀଘ୍ର ତାତୁଛି ରାତି ସେତେ ଶୀଘ୍ର ଥଣ୍ଡା ହେଉଛି । ରାଜ୍ୟରେ ସୃଷ୍ଟି…
Read More...
Read More...
ସରକାରୀ ବିଶ୍ୱ ବିଦ୍ୟାଳୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉତ୍କର୍ଷ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ
ଭୁବନେଶ୍ୱର: ସରକାରୀ ବିଶ୍ବ ବିଦ୍ୟାଳୟରେ ଆର୍ଟିଫିସିଲ ଇଣ୍ଟେଲିଜେନ୍ସ ଓ ରୋବୋଟିକ୍ସ ଉତ୍କର୍ଷ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ । ଉଚ୍ଚ ଶିକ୍ଷା ବିଭାଗକୁ ପ୍ରସ୍ତାବ…
Read More...
Read More...
କେଳୁଚରଣ ପାର୍କ ନିକଟରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ
ଭୁବନେଶ୍ୱର: ଭୁବନେଶ୍ବର କେଳୁଚରଣ ପାର୍କ ନିକଟରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ । ଚନ୍ଦ୍ରଶେଖରପୁର ଡମଣାସ୍ଥିତ କେଳୁଚରଣ ପାର୍କ ନିକଟରୁ ମହିଳାଙ୍କ ମୃତଦେହ ଜବତ…
Read More...
Read More...
କାଳିଆ ଯୋଜନାରେ ୫୯ଲକ୍ଷରୁ ଊଦ୍ଧ୍ୱର୍ ହିତାଧିକାରୀ
ଭୁବନେଶ୍ୱର,୨୩ା୨(ଡିକେ ନ୍ୟୁଜ): କାଳିଆ ଯୋଜନା କାର୍ଯ୍ୟକାରୀ ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ଏଥିରେ ୫୯,୭୮,୪୮୧ ଜଣ ·ଷୀ ଅର୍ନ୍ତଭୁକ୍ତ ହୋଇଛନ୍ତି । ଏମାନଙ୍କ…
Read More...
Read More...
ଉକ୍ରଳ ଦିବସରୁ ଦୁବାଇକୁ ବିମାନସେବା
ଭୁବନେଶ୍ୱର, ୨୩ା୨(ଡିକେ ନ୍ୟୁଜ): ବିମାନ ଚଳାଚଳ ଇତିହାସରେ ଓଡ଼ିଶା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବାକୁ ଯାଉଛି । ଆସନ୍ତା ଉକ୍ରଳ ଦିବସରେ ରାଜ୍ୟ ସରକାର…
Read More...
Read More...
୫-ଟିରେ ବରପୁତ୍ରଙ୍କ ଜନ୍ମପୀଠର ବିକାଶ, ଉକ୍ରଳମଣିଙ୍କ ନିକଟରେ ଓଡ଼ିଆ ଜାତି ଋଣୀ
ସୁଆଣ୍ଡୋ/ସାକ୍ଷୀଗୋପାଳ/ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋରେଉକ୍ରଳମଣିଙ୍କ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିଛନ୍ତି । ଉକ୍ରଳମଣିଙ୍କ ଷଠିଘର…
Read More...
Read More...