Browsing Category
ରାଜ୍ୟ
ଜଙ୍ଗଲ ନିଆଁ : କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବେଗ ଜୈବ ବିବିଧତା-ଆଦିବାସୀଙ୍କ ଜୀବିକା ଉପରେ ପଡ଼ୁଛି ପ୍ରଭାବ
ନୂଆଦିଲ୍ଲୀ/ଭୁବନେଶ୍ୱର : ରାଜ୍ୟରେ ହୁହୁ ହୋଇ ବଢ଼ୁଥିବା ଜଙ୍ଗଲ ନିଆଁ ନେଇ ଗଭୀର ଚିନ୍ତାବ୍ୟକ୍ତ କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ…
Read More...
Read More...
୭୧,୬୧୮ ପିଲାଙ୍କୁ ମିଳିବ ମେଧାବୃତ୍ତି
ଭୁବନେଶ୍ୱର : ୨୦୨୩-୨୪ରେ ଶିକ୍ଷା ବିଭାଗକୁ ୨୨ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି । ଯାହାକି ଗତବର୍ଷ ତୁଳନାରେ ୫ ପ୍ରତିଶତ ଅଧିକ ରହିଛି । ଏନେଇ ଗଣଶିକ୍ଷା ବିଭାଗ…
Read More...
Read More...
ଭାରତୀୟ ସିନେମାକୁ ଓସ୍କାର; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ନାଟୁ ନାଟୁ ଗୀତକୁ ଓସ୍କାର ମିଳିବା ପରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମ୍ୟୁଜିକ କମ୍ପୋଜର, ଲିରିସିଷ୍ଟ,…
Read More...
Read More...
ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ, ଋଣ ଭାରରେ ବୁଡ଼ିନି ଓଡ଼ିଶା
ଭୁବନେଶ୍ୱର: ରାଜ୍ୟରେ ଋଣ ଭାର ଭଲ ସ୍ଥିତିରେ ଅଛି। ଋଣ ଭାର ତୁଳନାରେ ମୁଣ୍ଡ ପିଛା ଆୟ ଅଧିକ ରହିଛି। ବିଧାନସଭା ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ…
Read More...
Read More...
ଆଇୟୁପିଏସି ପୁରସ୍କାର ପାଇଁ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ମନୋନୀତ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ସମ୍ମାନଜନକ ଆଇୟୁପିଏସି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜ୍ୟୋତିର୍ମୟୀ ଦେଶର ପ୍ରଥମ ମହିଳା ଭାବରେ ଏହି…
Read More...
Read More...
ସ୍ମାର୍ଟଫୋନ, ଏସି-ଫ୍ରିଜର ମୂଲ୍ୟରେ ହ୍ରାସ
ନୂଆଦିଲ୍ଲୀ: ଖରା ଦିନରେ ସାଧାରଣତଃ ମହଙ୍ଗା ହେଉଥିବା ଫ୍ରିଜ ଏବଂ ଏସି ସହ ସ୍ମାର୍ଟଫୋନ ଏଥର ଶସ୍ତା ହୋଇଛି । ତିନି ବର୍ଷରେ ପ୍ରଥମ ଥର ପାଇଁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ…
Read More...
Read More...
୨୬ରେ ଓଡ଼ିଶା ଆସିବେ ଅମିତ ଶାହ
ଭୁବନେଶ୍ୱର : ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ୨୬ ତାରିଖ ଦିନିକିଆ ଗସ୍ତରେ ଆସୁଛନ୍ତି ଶ୍ରୀ ଶାହ । ପ୍ରଥମେ ଭଦ୍ରକ ଜିଲ୍ଲା ଆରଡିଠାରେ…
Read More...
Read More...
ବିପର୍ଯ୍ୟୟ ପରିଚାଳନାରେ ସର୍ବୋକ୍ରୃଷ୍ଟ ପାରଦର୍ଶିତା, ଓଡ଼ିଶାକୁ “ଆପଦ ପ୍ରବନ୍ଧନ ପୁରସ୍କାର’
ଭୁବନେଶ୍ୱର : ବିପର୍ଯ୍ୟୟ ପରି·ଳନାରେ ସର୍ବୋକ୍ରୃଷ୍ଟ ପାରଦର୍ଶିତା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରି·ଳନା କର୍ତ୍ତୃପକ୍ଷ (ଓସଡମା)କୁ ଶୁକ୍ରବାର "ସୁଭାଷ ଚନ୍ଦ୍ର ବୋଷ…
Read More...
Read More...
କ୍ରୀଡ଼ା ବିକାଶରେ ନୂଆ ଅଧ୍ୟାୟ, ସୁନ୍ଦରଗଡ଼ବାସୀଙ୍କୁ ୯୬୪ କୋଟିର ପ୍ରକଳ୍ପ ଭେଟ
ରାଉରକେଲା : ଆଜି ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର…
Read More...
Read More...
ଭତ୍ତା ନ ପାଇ ଦୁର୍ଦ୍ଦଶାରେ ବୃଦ୍ଧା
ନିଶ୍ଚିନ୍ତକୋଇଲି : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଉମର ଗ୍ରାମପଞ୍ଚାୟତ ଓସ୍ତପୁର ଗ୍ରାମର ଜଣେ ଅସହାୟ ବୃଦ୍ଧା ତାଙ୍କର ବକେୟା ଭତ୍ତା ପାଇନପାରି ଚରମ ହଟହଟାର ସମ୍ମୁଖିନ…
Read More...
Read More...