Browsing Category

ରାଜ୍ୟ

ଗାଁ ସାରା ପୋକ ସାଲୁବାଲୁ, କେଉଁଠୁ ଆସୁଛି ?

ଚାରିଆଡେ ପୋକ ସାଲୁବାଲୁ । ପାଦ ପକାଇବା ମୁସକିଲ । ଖାଦ୍ୟ ଓ ପାନୀୟ ଜଳରୁ ବାହାରୁଛି ଅଜଣା ପୋକ । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଜମ୍ବେଶ୍ବରପୁରରେ ପୋକକୁ ନେଇ…
Read More...

ମନ୍‌ କି ବାତ୍‌ରେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ମୋଦିଙ୍କ ପ୍ରଶଂସା

ମନ୍‌ କି ବାତ୍‌ରେ ଓଡ଼ିଆ ମହିଳା ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁମ୍ବାଇ ସ୍ଥିତ ଭାବା ଆଣବିକ ଗବେଷଣା…
Read More...

କେନ୍ଦୁଝରରେ ୪ଟି ମଇଁଷି ମାରି ଖାଇଲା ବାଘ

କେନ୍ଦୁଝର: କେନ୍ଦୁଝର ଘଟଗାଁ ରେଞ୍ଜରେ ମାତିଛି ବାଘ । ଅଟେଇ ସଂରକ୍ଷିତ ଜଙ୍ଗଲ ବଡ଼ଜାମପଶିରେ ୪ଟି ମଇଁଷି ମାରିବା ସହ ୨ଟି ମଇଁଷିଙ୍କୁ ଘାଇଲା କରିଛି ମହାବଳ ।…
Read More...

‘ମା’ମାନଙ୍କର ଉନ୍ନତି ହେଲେ ଦେଶ ଓ ସମାଜର ଉନ୍ନତି ହେବ’: ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ମା’ମାନେ ଭଲ କାମ କରୁଛନ୍ତି । ସେମାନେ ଉଦ୍ୟୋଗୀ ହୁଅନ୍ତୁ । ମା’ମାନଙ୍କର ଉନ୍ନତି ହେଲେ ଦେଶ ଓ ସମାଜର ଉନ୍ନତି ହେବ । ଗଞ୍ଜାମ ଜିଲ୍ଲାକୁ ଦେଶର ଏକ ନମ୍ବର…
Read More...

ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା, ଗଛ ତଳେ ଗଢ଼ାଯାଉଛି ପିଲାଙ୍କ ଭବିଷ୍ୟତ

ପାପଡ଼ାହାଣ୍ଡି : ଗଛ ତଳେ ତିଆରି ହୋଇଛି ପିଣ୍ଡି। ସେହି ପିଣ୍ଡିରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଗୋଟିଏ ପିଣ୍ଡିରେ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀର ଛାତ୍ରଛାତ୍ରୀ…
Read More...

ଝାରସୁଗୁଡ଼ା ସହରରେ ୧୦ ଟିକିଆ ହାତୀପଲ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ହାତୀପଲ । ବିଳମ୍ବିତ ରାତିରେ ହାତୀପଲ ସହରରେ ପଶି ମୁଙ୍ଗାପଡ଼ା, ସରବାହାଲ ଦେଇ ବୃନ୍ଦାମାଲରେ ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛି…
Read More...

ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ, କବିସୂର୍ଯ୍ୟନଗର ସମାରୋହରେ ହେଲେ ସାମିଲ

ଗଞ୍ଜାମ: ଗଞ୍ଜାମ ପାଇଁ ନୂଆ ସମ୍ଭାବନା । ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କବିସୂର୍ଯ୍ୟନଗର, ହିଞ୍ଜିଳି ଓ ଛତ୍ରପୁର ନିର୍ବାଚନମଣ୍ଡଳୀରେ…
Read More...

ଓଡ଼ିଶାକୁ ଆସିବ ବଡ଼ ପୁଞ୍ଜି, ଜାପାନ ଯିବେ ନବୀନ

ଭୁବନେଶ୍ୱର : ବିଦେଶରୁ ଆସିବ ବଡ଼ ପୁଞ୍ଜି ନିବେଶ । ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପ୍ରିଲ ପ୍ରଥମ ସପ୍ତାହରେ ଗସ୍ତ କରିବା ସମ୍ଭାବନା ରହିଛି । ଯଦିଓ…
Read More...

ହାତୀ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ଧର୍ମେନ୍ଦ୍ରଙ୍କ ଉଦ୍‌ବେଗ

ଭୁବନେଶ୍ୱର : ଓଡ଼ିଶାରେ ହାତୀ ସୁରକ୍ଷା ଓ ସଂରକ୍ଷଣକୁ ନେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ…
Read More...

ତରଳୁଛି ବରଫ ଚାଦର, ଶୁଖିଯିବ ନଦୀ: ମିଳିବନି ପାଣ

ନୂଆଦିଲ୍ଲୀ : ସାରା ବିଶ୍ୱ ଉପରେ ମାଡ଼ିଆସୁଛି ବିପଦ । ହଜାର ହଜାର ବର୍ଷଧରି ଆଣ୍ଟାର୍କଟିକାରେ ଜମି ରହିଥିବା ବରଫ ଚାଦର ଏବେ ତରଳିବାରେ ଲାଗିଛି । ସବୁଜ ଘରର ପ୍ରଭାବ…
Read More...