Browsing Category
ରାଜ୍ୟ
ଦୁଇ ଆମେରିକୀୟ ମା’-ଝିଅଙ୍କୁ ଖଲାସ କଲା ହମାସ
ଗାଜା: ହମାସ କବଳରୁ ମୁକୁଳିଲେଆମେରିକୀୟ ମା'ଝିଅ । କତାରମଧ୍ୟସ୍ଥତା କରିବା ପରେ ବନ୍ଧକରେଥିବା ଦୁଇ ଆମେରିକୀୟ ମହିଳାଙ୍କୁ
ମୁକ୍ତ କରିଛନ୍ତି ହମାସ୍ ଆତଙ୍କବାଦୀ।…
Read More...
Read More...
ସୀମାନ୍ତରେ ସୁରକ୍ଷାବାହିନୀଙ୍କ ଗୁଳିରେ ୨ ନକ୍ସଲ ନିହତ
ମାଲକାନଗିରି, (ଡିକେ ନୁ୍ୟଜ୍):ସୀମାନ୍ତରେ ସୁରକ୍ଷାବାହିନୀ ଓନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟହୋଇଛି । ଯବାନଙ୍କ ଗୁଳିରେ ୨ ଜଣନକ୍ସଲ ନିହତ ହୋଇଛନ୍ତି ।ମାଲକାନଗିରି…
Read More...
Read More...
ଭାରତକୁ ସତର୍କ କଲା ଆମେରିକା ଏଲ୍ଏସିରେ ସୈନ୍ୟ ମୁତୟନ ବଢ଼ାଉଛି ଚୀନ
ନୂଆଦିଲ୍ଲୀ,୨୧ା୧୦(ଡିକେ ନୁ୍ୟଜ):ଭାରତର ଚିନ୍ତା ବଢାଇଛି ଆମେରିକା ରକ୍ଷାବିଭାଗ ପେଣ୍ଟାଗନର ଏକ ରିପୋର୍ଟ । ଏହିରିପୋର୍ଟରେ କୁହାଯାଇଛି ଯେ ସୀମାରେ
ପୁଣି ଚୀନ୍ ସେନାର…
Read More...
Read More...
ଗଗନଯାନ ପରୀକ୍ଷଣ ସଫଳ
ଶ୍ରୀହରିକୋଟା,୨୧ା୧୦: ଭାରତୀୟମହାକାଶ ଗବେଷଣା ସଂଗଠନ (ଇସ୍ରୋ)ଶନିବାର ଶ୍ରୀହରିକୋଟାସ୍ଥିତ ସତୀଶଧାୱନ ମହାକାଶ କେନ୍ଦ୍ରରୁ ଗଗନଯାନ
ମିଶନ ଯାନର ସଫଳ ପରୀକ୍ଷଣ କରିଛି…
Read More...
Read More...
ଭାରତକୁ ସର୍ବୋଚ୍ଚ ତୈଳ ରପ୍ତାନୀ କରେ ଋଷିଆ
ନୂଆଦିଲ୍ଲୀ: ଅଶୋଧିତ ତୈଳରପ୍ତାନୀକାରୀ ମଧ୍ୟରେ ଆରବ ଷ୍ଟେଟଅଫ ପର୍ସିଆନ ଗଲ୍ଫ ଦେଶଗୁଡିକରଦବ୍ଦବ୍ା ରହି ଆସିଛି । ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ଋଷିଆକୁତୈଳ ରପ୍ତାନୀ…
Read More...
Read More...
କୋଇଲା ଉତ୍ପାଦନରେ ଓଡ଼ିଶା ଆଗରେ
ନୂଆଦିଲ୍ଲୀ: ଓଡ଼ିଶାରେ ୨୦୨୨-୨୩ ଆର୍ଥିକବର୍ଷରେ ସର୍ବାଧିକକୋଇଲା ଉତ୍ପାଦନ ହୋଇଛି ।ଓଡ଼ିଶାରେ କୋଇଲା ଉତ୍ପାଦନପରିମାଣ ୨୧୮.୯୮୧ ନିୟୁତଟନ୍ (ଏମ୍ଟି) ରହିଛି ।…
Read More...
Read More...
ପାର୍ବଣରେ ଚିନି-ଡାଲି ଦର ବୃଦ୍ଧି ଉପରେ ରୋକ
ନୂଆଦିଲ୍ଲୀ: ପାର୍ବଣ ଋତୁରେମୂଲ୍ୟବୃଦ୍ଧି ନିୟନ୍ତ୍ରଣ ନିମନ୍ତେ କେନ୍ଦ୍ରସରକାର ଅଣ୍ଟାଭିଡିଛନ୍ତି । ଏଥିଲାଗିଏବେ ଠାରୁ ନିଷ୍ପତ୍ତି ଉପରେ ନିଷ୍ପତ୍ତିନିଆଯାଉଛି, ଯାହା…
Read More...
Read More...
ଦେଶକୁ ମିଳିଲା ପ୍ରଥମ ରାପିଏଡେକ୍ସ ଟ୍ରେନ
First rapidex train in the country
Read More...
Read More...
ବାଲିପାଟଣା ପୋଲିସକୁ ବଡ଼ ସଫଳତା; ୫ ଡକାୟତ ଗିରଫ
ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଭୁବନେଶ୍ୱର କମିସନରେଟଅଧୀନ ବାଲିପାଟଣା ପୁଲିସ ଏକ ବଡ଼ ଧରଣର ଡକାୟତିଉଦ୍ୟମ ପଣ୍ଡ କରିଛି । ଗୁରୁବାର ରାତିରେ ବନମାଳୀପୁର ଅଞ୍ଚଳରୁଡକାୟତି…
Read More...
Read More...
ଭାରତକୁ ପରାସ୍ତ କରିବା କଷ୍ଟକର : ସାଣ୍ଟନର
ରବିବାର ଭାରତର ମୁକାବିଲା ନ୍ୟୁଜିଲାଣ୍ଡ ସହ ଧର୍ମଶାଳାରେହେବ । ଏହି ମ୍ୟାଚରେ ଭାରତକୁ ପରାସ୍ତ କରିବା କଷ୍ଟକରବୋଲି କହିଛନ୍ତି ନ୍ୟୁଜିଲାଣ୍ଡର ସ୍ପିନର ମିଚେଲ୍ ସାଣ୍ଟନର…
Read More...
Read More...