Browsing Category
ରାଜ୍ୟ
ଭାରତୀୟ ଷ୍ଟେଟ ବ୍ୟାଙ୍କରେ ପ୍ରବାସୀ ଭାରତୀୟ ଦିବସ ପାଳିତ
ଭୁବନେଶ୍ୱର,: ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ଜାନୁୟାରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ…
Read More...
Read More...
ଗ୍ଲୋବାଲ୍ ପିସ୍ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ୱ ସଂଘତି ଦିବସ
ଯାଜପୁର,(ଡିକେ ନୁ୍ୟଜ): ଗ୍ଲୋବାଲ୍ ପିସ୍ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ୱ ସଂଘତି ଦିବସ ପାଳିତ ହୋଇଯାଇଛି ଏୟ ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ୍ୟ ଡାକ୍ତର ରାଜ କିଶୋର…
Read More...
Read More...
ଗଜପତିରେ ଆନ୍ଧ୍ରର ଶାସନ
ପାରଳାଖେମୁଣ୍ଡି,: ଓଡ଼ିଶାର ଗଜପତି ଜିଲ୍ଲାରେ ସୀମାନ୍ତ ଅଞ୍ଚଳରେ ଏକ ରକମର ଶାସନ ଚଳାଉ ଥିବା ଲକ୍ଷ୍ୟ କରାଯାଉଛି । ଏବେ ଓଡ଼ିଶାର ·ଷୀଙ୍କ ନାମରେ ଆନ୍ଧ୍ର ପ୍ରଶାସନ ଟୋକେନ…
Read More...
Read More...
ଆହତ ହାତୀର ଚିକିତ୍ସା
ଭୁବନେଶ୍ୱର,: ଗୋଟିଏ ୫-୬ ବର୍ଷ ବୟସ୍କbନାବାଳକ ହାତୀ କରଞ୍ଜିଆ ବନ ବିଭାଗର ଅଧୀନରେ ଥିବା ପୋକାମୁଣ୍ଡା ଗ୍ରାମରେ ଗତ ୪ତାରିଖ ଦିନ ୪:୧୦ ପୂର୍ବାହ୍ନରେ ଏକ ମୋରମ ଖାଦାନରେ…
Read More...
Read More...
ରୋଟାରୀ କ୍ଲବ୍ ଭୁବନେଶ୍ୱର ହେରିଟେଜ୍ ପକ୍ଷରୁ “ରାଷ୍ଟ୍ର ନିର୍ମାଣ ସମ୍ମାନ” ପ୍ରଦାନ
ଭୁବନେଶ୍ୱର,: ରୋଟାରୀ କ୍ଲବ୍ ଭୁବନେଶ୍ୱର ହେରିଟେଜ୍ , ଭୁବନେଶ୍ୱର ପକ୍ଷରୁ ବାଲେଶ୍ୱର ଜିଲ୍ଲାସ୍ଥିତ ମଇତାପୁରର
ରୟାଲ ପବ୍ଲିକ୍ ସ୍କୁଲ ପରିସରରେ ଓଡ଼ିଶାର ୮ଟି ବିଭିନ୍ନ…
Read More...
Read More...
ପ୍ରବାସୀ ଓଡ଼ିଆ ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତ
ଭୁବନେଶ୍ୱର,: ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ ) ପ୍ରବାସୀ ଓଡ଼ିଆ ମାନଙ୍କର ସର୍ବୋଚ୍ଚ ସଙ୍ଗଠନ ଅଟେ । ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର ପ୍ରତିନିଧି, ପ୍ରମୁଖ…
Read More...
Read More...
ଗଜପତିରେ ଅସମ୍ଭାଳ ଶୀତ,ଘନ କୁହୁଡ଼ି
ପାରଳାଖେମୁଣ୍ଡି,: ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ୭ଟି ବ୍ଲକ ଯଥା ମୋହନା, ଆର.ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ, କାଶୀନଗର, ଗୁମ୍ମା…
Read More...
Read More...
ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସମସ୍ତଙ୍କ ଗୁରୁ ଦାୟିତ
ବ୍ରହ୍ମପୁର,: ଭିନ୍ନକ୍ଷମମାନଙ୍କ ଭିତରେ ଥିବା ପ୍ରତିଭା ଅନ୍ୟମାନଙ୍କ ପାଖରେ ବିରଳୟ ରବିବାର ଭିନ୍ନକ୍ଷମମାନେ, ପ୍ରସାଶନିକ, ନୃତ୍ୟ, କ୍ରୀଡା, ସଙ୍ଗୀତ, ବ୍ୟବସାୟ ସବୁ…
Read More...
Read More...
ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
ପାରାଦୀପ, : ପାରାଦୀପ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ଆଲୁମିନି ଆସୋସିଏସନ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ରବିବାର ଅପରାହ୍ନରେ ଏକ ପ୍ରସ୍ତୁତି…
Read More...
Read More...
ଡଙ୍ଗରିଗୁଡା ଉପମଣ୍ଡି ଉଦଘାଟିତ
ଧର୍ମଗଡ, : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଡଙ୍ଗରିଗୁଡା ଉପ ମଣ୍ଡି ରବିବାର ଉଦଘାଟିତ ହୋଇଯାଇଛି । ପୂର୍ବରୁ ଚାଷୀମାନେ କୋକସରା ମଣ୍ଡିରେ ଧାନ…
Read More...
Read More...