Browsing Category

ରାଜ୍ୟ

‘ମୁକେଶ ସାରଙ୍କ କଥା କାଟି ନପାରି ତିନି ଖାନ ମଞ୍ଚରେ ହୋଇଥିଲୁ ଏକାଠି’

ନୂଆଦିଲ୍ଲୀ, : ବଲିଉଡ ସୁପରଷ୍ଟାର ସଲମାନ ଖାନ, ଶାହରୁଖ ଖାନ ଏବଂ ଆମିର ଖାନଙ୍କୁ ମଞ୍ଚ ଉପରେ ଏକାଠି ଦେଖିବାକୁ ଦର୍ଶକମାନେ ଉତ୍ସାହର ସହ ଅପେକ୍ଷା କରି ରହିଥାଆନ୍ତି ।…
Read More...

ମହିଳାଙ୍କୁ ସ୍ୱାବଲମ୍ବୀ କରିବାର ବାଟ ଦେଖାଇଛି ମହାସଂଘ

କୋରାପୁଟ,: କୋରାପୁଟ ଜିଲ୍ଲା ସୁନାବେଡା ହନୁମାନ ବଜାରରେ ମହାସଂଘ ରହିଛି । ଏହି ମହାସଂଘ ୨୦୦୨ ମସିହାରୁ ଆରମ୍ଭ ହୋଇଛି । ଏହି ସଂଘରେ ଶହେଟି ଏସଏଚଜି ମହିଳା ଗ୍ରୁପ…
Read More...

ଜଳ ସମ୍ପଦ ବିଭାଗରେ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ଓ ଖର୍ଚ୍ଚ ସମୀକ୍ଷା

ଭୁବନେଶ୍ୱର,: ଜଳ ସମ୍ପଦ ବିଭାଗରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟସବୁକୁ ତ୍ୱରାନ୍ୱିତ କରିବା ଏବଂ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟକରି ଓ ଖର୍ଚ୍ଚ ବିନିଯୋଗ କରିବା…
Read More...

ଏସସିବି ମେଡିକାଲକୁ ହ୍ୱିଲ ଚେୟାର ଦାନ କଲା ଇଫ୍‌କୋ ପାରାଦୀପ ୟୁନିଟ

ପାରାଦୀପ,: ବିଭିନ୍ନ ସମୟରେ ପରିବେଶ ସୁରକ୍ଷା, ପାରିପାଶ୍ୱର୍ିକ ଉନ୍ନୟନ ଓ ଦୈବୀ ଦୁର୍ବିପାକ ସମୟରେ ଇଫ୍‌କୋର ସହଯୋଗ ସାଧାରଣରେ ବେଶ ପ୍ରଶଂସନୀୟ । ତେବେ ରୋଗୀମାନଙ୍କ…
Read More...

ବିଦେଶ ଯିବ ଢେଙ୍କାନାଳ ଆମ୍ବ

ଭୁବନେଶ୍ୱର,: ଢେଙ୍କାନାଳ ଜିଲ୍ଲାର ସୁଆଦିଆ ଆମ୍ବ ଯିବ ବିଦେଶ । ଭାରତ ବାହାରେ ରହୁଥିବା ଲୋକମାନେ ସେହି ଆମ୍ବର ସ୍ୱାଦ ଚାଖିବେ । ଢେଙ୍କାନାଳର ଗୋବିନ୍ଦପୁରରେ ସମନ୍ୱିତ…
Read More...

ବଲିଉଡର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହେଲା \”ଛାବା\’

ନୂଆଦିଲ୍ଲୀ,: ବିକି କୌଶଳଙ୍କ ଚଳଚ୍ଚିତ୍ର \"ଛାବା\' ବକ୍ସ ଅଫିସରେ ରୋଜଗାରରେ ଏଭଳି ଗତି ବଜାୟ ରଖିଛି ଯେପରି ରେକର୍ଡ ସୃଷ୍ଟି କରିବାର କ୍ଷୁଧା ଏପର୍ଯ୍ୟନ୍ତ ଶେଷ…
Read More...

ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ନିରବଛିନ୍ନ ଜନସମ୍ପର୍କ ଅଭିଯାନ : ନିର୍ବାଚନ ମଣ୍ଡଳୀରେ ସୁଦୃଢ ହେଉଛି ବିଜେପି ସଂଗଠନ

ପାରାଦୀପ,: ପାରାଦୀପ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ତାଙ୍କ ପାରାଦୀପ…
Read More...

ମାଈ ବାଛୁରୀ ଯୋଜନାରେ ଓମଫେଡ୍ ପକ୍ଷରୁ ଦାନା ବଣ୍ଟନର ଶୁଭାରମ୍ଭ

ଭୁବନେଶ୍ୱର,: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଆଜି ମାଈ ବାଛୁରୀଙ୍କୁ ରିହାତି ଦରରେ ବାଛୁରୀ ଦାନା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ କଟକ…
Read More...

କୁଆପଥର ମାଡ଼ କ୍ଷୟକ୍ଷତି: ୨୦.୩୮ କୋଟି ଟଙ୍କାର କ୍ଷତିପୂରଣ ମଞ୍ଜୁର

ଭୁବନେଶ୍ୱର, : ଓଡ଼ିଶାର ମୟୂରଭଞ୍ଜରେ କାଳବୈଶାଖୀ ଯୋଗୁ ହୋଇଥିବା କ୍ଷୟକ୍ଷତି ପାଇଁ ୨୦.୩୮ କୋଟି ଟଙ୍କାର ଅସ୍ଥାୟୀ କ୍ଷତିପୂରଣ ଘୋଷଣା କରାଯାଇଛି । ଯାହା ଦ୍ୱାରା ୮,୫୪୭…
Read More...