Browsing Category
ରାଜ୍ୟ
ବେଦାନ୍ତର ଭାଇଜାଗ୍ ଜେନେରାଲ୍ କାର୍ଗୋ ବର୍ଥ ବିଶାଖାପାଟଣା ବନ୍ଦରରେ ଭାରତର ସବୁଠାରୁ ବଡ଼ ବକ୍ସାଇଟ୍ ପୂର୍ଣ୍ଣ ଜାହାଜ
ଭୁବନେଶ୍ୱର,: ବିଶାଖାପାଟଣାରେ ଅବସ୍ଥିତ ବନ୍ଦର ଟର୍ମିନାଲ ଏବଂ ବେଦାନ୍ତ ଆଲୁମିନିୟମର ଏକ ୟୁନିଟ୍ ଭାଇଜାଗ୍ ଜେନେରାଲ୍ କାର୍ଗୋ ବର୍ଥ ପ୍ରାଇଭେଟ୍ ଲିମିଟେଡ୍…
Read More...
Read More...
ଗତ ଆର୍ôଥକ ବର୍ଷରେ ୭,୧୩୪ କୋଚ୍ ତିଆରି କରିଛି ଭାରତୀୟ ରେଳବାଇ
ଭୁବନେଶ୍ୱର,: ଭାରତୀୟ ରେଳବାଇ ୨୦୨୪-୨୫ ଆର୍ôଥକ ବର୍ଷରେ ୭,୧୩୪ଟି କୋଚ୍ନି ର୍ମାଣ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଏହି ସଂଖ୍ୟା ଗତ ବର୍ଷ ୬,୫୪୧…
Read More...
Read More...
ନୂତନ ୩୩ କେଭି ଲାଇନ ଲଗାଇ ଗଞ୍ଜାମ ଜିଲ୍ଲାରେ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ କଲା ଟିପିଏସ୍ଓଡିଏଲ୍ ୩୪ ହଜାର…
ବ୍ରହ୍ମପୁର,: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀଓଟ ପ୍ରାଇମେରୀ…
Read More...
Read More...
ପଣ୍ୟ ପରିଚାଳନା କ୍ଷେତ୍ରରେ ଭାରତୀୟ ବୃହତ ବନ୍ଦର ମଧ୍ୟରେ ଲଗାତାର ଦ୍ୱିତୀୟ ଥର ଏକ ନମ୍ବର ସ୍ଥାନ ବଜାୟ ରଖିଲା ପାରାଦୀପ…
ପାରାଦୀପ,: ୨୪- ୨୫ ଆର୍ଥିକ ବର୍ଷରେ ୧୫୦.୪୧ ମିଲିୟନ ମେଟ୍ରିକ ଟନ (ଏମଏମଟି) ପଣ୍ୟ ପରିଚାଳନା କରି ଲଗାତାର ଦ୍ୱିତୀୟ ବର୍ଷ ପାଇଁ ପାରାଦୀପ ବନ୍ଦର ଭାରତୀୟ ବୃହତ ବନ୍ଦର…
Read More...
Read More...
ପ୍ରଥମେ ଧେଣ୍ଡୁରା ବାଜିଲା ମାଁଙ୍କ ନିମନ୍ତ୍ରଣ ଆରମ୍ଭ ହେଲା: ବାପା ଘରକୁ ଆସିବେ ଝିଅ
ବ୍ରହ୍ମପୁର,: ବ୍ରହ୍ମପୁରରେ ଗୁରୁବାର ଧେଣ୍ଡୁରା ବାଜିଲା ମାଁଙ୍କ ଆଗମନ ପାଇଁ ଗୁରୁବାର ଆସିବେ ମାଆ ସାଆନ୍ତାଣି । ଆରମ୍ଭ ହେଲା ପରମ୍ପରା, ଧେଣ୍ଡୁରା ବଜାଇ ସହରବାସୀଙ୍କୁ…
Read More...
Read More...
ପିଣ୍ଡି କାର୍ଯ୍ୟ ଶେଷ, ମା’ଙ୍କ ଯାତ୍ରା ଆରମ୍ଭ
ବ୍ରହ୍ମପୁର, : ମା'ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାକୁ ମାତ୍ର ଗୋଟିଏ ଦିନ ଥିବା ବେଳେ ବାପଘରେ ରହିବା ପାଇଁ ଅସ୍ଥାୟୀମଣ୍ଡପର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।…
Read More...
Read More...
୨୫୯.୨୫ ନିୟୁତ ଟନ୍ର ରେକର୍ଡ ପଣ୍ୟ ବୋଝେଇ ହାସଲ କରିଛି ପୂର୍ବତଟ ରେଳପଥ
ଭୁବନେଶ୍ୱର,: ପୂର୍ବତଟ ରେଳପଥ ୨୦୨୪-୨୫ ଆର୍ôଥକ ବର୍ଷ (୧ ଏପ୍ରିଲ ୨୦୨୪ ରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ) ରେ ରେକର୍ଡ ୨୫୯.୨୫୪ ନିୟୁତ ଟନ୍ ମୂଳ ପଣ୍ୟ ବୋଝେଇ ହାସଲ…
Read More...
Read More...
ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କଳାହାଣ୍ଡିର ରୂପାନ୍ତରିକରଣକୁ ପାଳନ କରିବା ସହିତ ଉତ୍କଳ ଦିବସରେ ଓଡ଼ିଶାର ପ୍ରଗତିକୁ…
ଭୁବନେଶ୍ୱର,: ଉତ୍କଳ ଦିବସ ଅବସରରେ, ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ବର୍ଷ ବର୍ଷର ବିଶ୍ୱସ୍ତ ସହଭାଗୀତା ପାଇଁ ଓଡ଼ିଶାବାସୀଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ…
Read More...
Read More...
ଆର୍ଥିକ ବର୍ଷରେ ୬୦,୯୨୮ କୋଟି ଜିଏସ୍ଟି ସଂଗ୍ରହ
ଭୁବନେଶ୍ୱର,: ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟରେ ୫୮୦୯ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସଟି) ସଂଗ୍ରହ ହୋଇଛି । ୨୦୨୪ ମାର୍ଚ୍ଚରେ ହୋଇଥିବା ୫୧୦୯ କୋଟି ଟଙ୍କାର…
Read More...
Read More...
ଏଲଓସି ପାର କରିବାକୁ ପାକ୍ ସେନାର ପ୍ରୟାସ
ଶ୍ରୀନଗର, : ବେଶ କିଛି ଦିନର ନୀରବତା ପରେ ସୀମା ଲଙ୍ଘିଛି ପାକିସ୍ତାନ ସେନା । ନିଜ ଦେଶରେ ବିଦ୍ରୋହୀଙ୍କ ଆକ୍ରମଣ ଓ ଲୋକଙ୍କ ବିକ୍ଷୋଭକୁ ପ୍ରଶମିତ କରିବାରେ ବିଫଳ…
Read More...
Read More...