Browsing Category

ବ୍ୟବସାୟ

ପିଏନବି ଠକେଇ. ନୀରବ ମୋଦିଙ୍କ ପତ୍ନୀ ଆମି ମୋଦିଙ୍କ ବିରୋଧରେ ବୈଶ୍ୱିକ ଗିରଫ ୱାରେଣ୍ଟ ଜାରି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ପତ୍ନୀ ଆମି ମୋଦିଙ୍କ ବିରୋଧରେ ଅର୍ଥ ହେରଫେର ଅଭିଯୋଗ ବିରୋଧରେ
Read More...

ଆବଶ୍ୟକ ପଡ଼ିଲେ ସମଗ୍ର ଆମେରିକୀୟ ଅର୍ଥନୀତିକୁ ସ୍ଥଗିତ ରଖିବାକୁ ବାଧ୍ୟ ହେବି : ଜୋ ବିଡେନ୍

ୱାଶିଂଟନ୍ ଡିସି: ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ରାଷ୍ଟ୍ରପତି ହେବା
Read More...

ଗୋଦରେଜ୍ ଭାଇରୋଶିଲ୍ଡ ୪.୦ ବଜାର ପ୍ରବେଶ

ଭୁବନେଶ୍ୱର : କୋଭିଡ୍-୧୯ ମହାମାରୀ ପାଇଁ ସୁରକ୍ଷା ଓ ସ୍ୱଚ୍ଛତା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଭାରତୀୟ ଗ୍ରାହକମାନଙ୍କ ବ୍ୟବହାରରେ ଉଲ୍ଲେଖନୀୟ
Read More...

ଟୟୋଟା କିଲୋସ୍କର ପକ୍ଷରୁ ଅଲ୍ ନିୟୁ ଟୟୋଟା ଅର୍ବାନ୍ କ୍ରୁଏଜରର ବୁକିଂ ଆରମ୍ଭ

ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ କମ୍ପାକ୍ଟ ଏସ୍ୟୁଭି ସେଗେମେଂଟ ଅ"ର୍ଗତ ଅଲ୍ ନିୟୁ ଟୟୋଟା ଅର୍ବାନ୍ କ୍ରୁଏଜରର ବୁକିଂ ଆରମ୍ଭ ସମ୍ପର୍କରେ ଘୋଷଣା
Read More...

ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ ଟେଣ୍ଡର ହେଲା ରଦ୍ଦ କଲା ଭାରତ

ନୂଆଦିଲ୍ଲୀ : ଚୀନ୍ ସାମଗ୍ରୀକୁ ବ୍ୟାନ୍ କରିବା ପାଇଁ ଦେଶର ଆହ୍ୱାନକୁ ସମର୍ଥନ ଜଣାଇ ଭାରତୀୟ ରେଳ ପକ୍ଷରୁ ଚୀନ୍କୁ ଏକ ବଡ ଝଟକା ଲାଗିଛି । ଭାରତୀୟ ରେଳ ଟ୍ରେନ୍ ୧୮ର
Read More...

ଚୀନକୁ ସାଉଦିର ବଡ଼ ଝଟକା

ସାଉଦି ଆରବ ଚୀନ୍କୁ ଏକ ବଡ଼ ଝଟକା ଦେଇଛି । ସାଉଦି ଆରବର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ୧୦ ବିଲିୟନ ଡଲାରର ବିଶୋଧନ ଏବଂ ପେଟ୍ରୋକେମିକାଲ୍ସ କମ୍ପେ୍ଲକ୍ସ ର୍ନିମାଣ ପାଇଁ
Read More...

ଫେସବୁକ୍ ସିଇଓ ଜୁକରବର୍ଗଙ୍କ ସମ୍ପତ୍ତି ୧୦୦ ବିଲିୟନ ଡଲାର ପାର୍

ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ୧୦୦ ବିଲିୟନ ଡଲାର ଅତିକ୍ରମ କରିଛି । ଆମେରିକାର ଷ୍ଟକ ମାର୍କେଟ ୱାଲ ଷ୍ଟ୍ରିଟରେ ବୃଦ୍ଧି ହେତୁ ଫେସବୁକ ସେୟାର ମଧ୍ୟ
Read More...

‘ସଂକଟ ସମୟରେ ରାଷ୍ଟ୍ରମାନଙ୍କ କାର୍ଯ୍ୟକଳାପକୁ ବିଶ୍ୱ ନଜର ରଖିଛି’

ନୂଆଦିଲ୍ଲୀ: ଚୀନ୍ ଉପରେ ହୋଇଥିବା ଏକ ଆକ୍ରମଣରେ ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଦର୍ଶାଇଛନ୍ତି ଯେ କୋଭିଡ୍-୧୯ ସଙ୍କଟ ସମୟରେ
Read More...

ଶ୍ରେଷ୍ଠ ୧୦ ଧନୀ ତାଲିକାରେ ୬ଷ୍ଠକୁ ଖସିଲେ ମୁକେଶ

ମୁମ୍ବାଇ, ୧୮ ।୮ : ମୁକେଶ ଅମ୍ବାନୀ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ୧୦ ଧନୀଙ୍କ ଶୀର୍ଷ ତାଲିକାରେ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । କିଛିଦିନ ପୂର୍ବରୁ ସେ ଏହି
Read More...

ଭାରତରେ ମୋବାଇଲ ପ୍ଲାଣ୍ଟ ପ୍ରତିଷ୍ଠା କରିବେ ସାମସଙ୍ଗ, ଆପଲ୍

ନୂଆଦିଲ୍ଲୀ : ଚୀନ୍କୁ ଲାଗିଲା ବଡ଼ ଝଟ୍କା । ବର୍ତ୍ତମାନ ଦୁନିଆର ଅନେକ କମ୍ପାନୀ ଏବେ ଚୀନଠୁ ମୁହଁ ଫେରାଇବାରେ ଲାଗିଛନ୍ତି । ଏମିତି କମ୍ପାନୀକୁ ନିଜ ଆଡକୁ ଆକର୍ଷିତ
Read More...