Browsing Category
ଦେଶ- ବିଦେଶ
ନୁ୍ୟଜିଲାଣ୍ଡକୁ ୫ରନରେ ହରାଇଲା ଅଷ୍ଟ୍ରେଲିଅ
ଧର୍ମଶାଳା, ୨୮ା୧୦: ଚଳିତ ବିଶ୍ୱକପରେଶନିବାର ଏକ ହାଇଭୋଲଟେଜ୍ ମ୍ୟାଚ୍ଦେଖିବାକୁ ମିଳିଛି । ଶେଷ ବଲ୍ ପର୍ଯ୍ୟନ୍ତ ·ଲିଥିବାଛକାପଞ୍ଝା ମୁକାବିଲାରେ ବାଜି ମାରିଛି ୫ ଥରର…
Read More...
Read More...
ଆଜି ଇଂଲଣ୍ଡଙ୍କୁ ଭେଟିବ ଭାରତ
ନୂଆଦିଲ୍ଲୀ, ୨୮ା୧୦: କ୍ରିକେଟ୍ ବିଶ୍ୱକପରେଭାରତ ନିଜର ପରବର୍ତ୍ତୀ ମ୍ୟାଚ୍ ଇଂଲଣ୍ଡବିପକ୍ଷରେ ଖେଳିବ । ଏହି ମ୍ୟାଚରେ କେଉଁ
ବୋଲରଙ୍କୁ ନେଇ ଭାରତୀୟ ଦଳ…
Read More...
Read More...
ରୋଜଗାର ମେଳା: ୫୧ ହଜାର ଯୁବକଙ୍କୁ ବାଣ୍ଟିବେ ନିଯୁକ୍ତି ପତ୍ର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରଶନିବାର ଆୟୋଜିତ ହେବାକୁ ଥିବାରୋଜଗାର ମେଳାରେ, ବିଭିନ୍ନ ସରକାରୀବିଭାଗରେ ନିଯୁକ୍ତି ପାଇଁ ୫୧ ହଜାରଯୁବକଙ୍କୁ ନିଯୁକ୍ତି ପତ୍ର…
Read More...
Read More...
ଭାରତରେ ଆଇଫୋନ୍ ତିଆରି କରିବ ଟାଟା
ନୂଆଦିଲ୍ଲୀ: ପ୍ରଥମ ଭାରତୀୟ କମ୍ପାନୀଭାବେ ଟାଟା ତିଆରି କରିବ ଆପଲଆଇଫୋନ୍ । ଏନେଇ ଅନୁମତିମିଳିସାରିଛି । ଆଗାମୀ ଦୁଇ କିମ୍ବା
ଅଢେଇ ବର୍ଷ ଭିତରେ ଟାଟା ଉଭୟଘରୋଇ ଓ…
Read More...
Read More...
ପାରାଦୀପ ରିଫାଇନାରୀରୁ ଗ୍ୟାସୋଲିନ ଇନ୍ଧନ ଉତ୍ପାଦନ ଆରମ୍ଭ
ଅଏଲ୍ କର୍ପୋରେସନ୍ ଲିମିଟେଡ୍(ଆଇଓସିଏଲ୍) ଦେଶର ପ୍ରଥମପେଟ୍ରୋଲ ଏବଂ ଡିଜେଲରେଫରେନ୍ସ ଇନ୍ଧନ ଉତ୍ପାଦନଆରମ୍ଭ କରିଛି, ଯାହା
ଅଟୋମୋବାଇଲ୍ ଉତ୍ପାଦନକାରୀଙ୍କଦ୍ୱାରା ଯାନ…
Read More...
Read More...
ପ୍ରମୋଦ ଭଗତଙ୍କୁ ୨ କୋଟି ଟଙ୍କାର ପୁରସ୍କାର ରାଶି
ଭୁବନେଶ୍ୱର,୨୭ା୧୦(ଡିକେ ନୁ୍ୟଜ): ପାରାଏସିଆନ୍ ଗେମ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନପାଇଁ ଓଡିଶାର ପ୍ରମୋଦ ଭଗତଙ୍କ ପାଇଁମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି
ଟଙ୍କା…
Read More...
Read More...
୧ରୁ ବ୍ୟବସାୟୀ ଜିଏସଟି ଚ୍ୟାଲେଞ୍ଜ ଅପଲୋଡ ବାଧ୍ୟତାମୂଳକ
ନୂଆଦିଲ୍ଲୀ : ପତ୍ୟେକ ମାସ କିଛିପରିବର୍ତ୍ତନ ସହିତ ଆରମ୍ଭହୋଇଥାଏ । ନଭେମ୍ବର ପହିଲାଠାରୁବ୍ୟବସାୟ ସମ୍ବନ୍ଧୀୟ କ୍ଷେତ୍ରରେକେତେକ ପରିବର୍ତ୍ତନ ଦେଖିବାକୁମିଳିବ । ଯାହା…
Read More...
Read More...
ବିଦାୟୀ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୬ା୧୦(ଡିକେ ନୁ୍ୟଜ):ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ । ରାଜଭବନରେ ସେସୌଜନ୍ୟମୂଳକ ସାକ୍ଷାତ…
Read More...
Read More...
ସେପଟେ ବୋମା ମାଡରେ ଶେଷ ହାେଇଗଲା ପୂରା ପରିବାର ଅଲ ଜଜିରା ସାମ୍ବାଦିକ ଯୁଦ୍ଧ ଘଟଣାର ଲାଇଭ କରୁଥିଲେ
ଆସିଲା ଦୁଃଖଦ ଖବର ଗାଜାରୁ । ଅଲ ଜଜିରାର ରିପୋର୍ଟର ଯୁଦ୍ଧ ଘଟଣାର କଭରେଜ କରୁଥିବାବେଳେ ବୋମା ମାଡରେ ପରିବାରର ସମସ୍ତ ସଦସ୍ୟ ମୃତ୍ୟୁ ବରଣ କରଛନ୍ତି । ଇସ୍ରାଏଲ…
Read More...
Read More...
ଆଜି ବିଦାୟ ସମ୍ବର୍ଦ୍ଧନା ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଦିଆଯିବ
ଭୁବନେଶ୍ବର: ଆଜି ରାଜଭବନ ପକ୍ଷରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବ। ଏଥିପାଇଁ ରାଜଭବନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ବିଦାୟ ନେବେ ରାଜ୍ୟପାଳ…
Read More...
Read More...