Browsing Category
ଦେଶ- ବିଦେଶ
ଦିନିକିଆ ର୍ୟାଙ୍କିଙ୍ଗ୍: ଗିଲ୍ ଓ ସିରାଜ୍ ନମ୍ବର ୱାନ
ଦୁବାଇ, ୮ା୧୧: ଦିନିକିଆ ର୍ୟାଙ୍କିଙ୍ଗରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ରାଜୁତି ଶେଷ ହୋଇଛି । ଆଜମଙ୍କୁ ହଟାଇ ଭାରତର ଉଦୀୟମାନ ବ୍ୟାଟର ଶୁଭମାନ ଗିଲ୍ ପ୍ରଥମଥର…
Read More...
Read More...
ଅନୁପ୍ରବେଶ ରୋକିବା ପାଇଁ ବିଏସଏଫର ଅଭିନବ ଉପାୟ: ସୀମା ଜଗିବ ମହୁମାଛ
ନୂଆଦିଲ୍ଲୀ : ଭାରତ-ବାଂଲାଦେଶ ସୀମା ଅଞ୍ଚଳ ଏହାର ଜୈବ ବିବିଧତା ଏବଂ ଉଭୟ ପାଶ୍ୱର୍ରେ ଘଞ୍ଚ ଜଙ୍ଗଲ ପାଇଁ ଜଣାଶୁଣା । ଯେଉଁଥି ପାଇଁ ଏହି ସୀମାରେ ଚୋରା ଚାଲାଣ ଏବଂ…
Read More...
Read More...
ଇସ୍ରାଏଲ ଆକ୍ରମଣରେ ଗାଜା ଛିନଛତ୍ର
ପାଲେଷ୍ଟାଇନ : ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବା ନାଁ ଧରୁନି । ହମାସର ଆତଙ୍କୀ ହମଲା ପରେ ଗାଜା ପଟ୍ଟି ଉପରେ ଇସ୍ରାଏଲ ତୁହାକୁ ତୁହା ଆକ୍ରମଣ କରି…
Read More...
Read More...
ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ ବୋଡ
ନୂଆଦିଲ୍ଲ, ୬ା୧୧: କ୍ରିକେଟ ବିଶ୍ୱକପ୍ ଚାଲିଥିବା ବେଳେ ଏକ ଚକିତ କଲା ଭିଳ ଖବର ସାମ୍ନାକୁ ଆସିଛି । ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ । ବିଶ୍ୱକପରେ ଖରାପ…
Read More...
Read More...
ଗଜଲକ୍ଷ୍ମୀ ଭଷାଣୀ ଉସôବ: ସିଂହ ବାଜାରେ ଦୁଲୁକିଲା କେନ୍ଦ୍ରାପଡ଼ା
ଦୂଷିତ ନଳକୂପ ପାଣି ପିଉଛନ୍ତି ଲୋକେନାଉଗାଁ, (ଡି କେ ନୁ୍ୟଜ) :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକକାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାଶ୍ୱର୍ରେରହିଛି ଏକ ନଳକୂପ । ଏହି…
Read More...
Read More...
ଚଳିତ ମାସରେ ବିବାହ କରିବେ ରଣଦୀପ୍ ହୁ‡ା!
ମୁମ୍ବାଇ, ୫ା୧୧: ଚଳିତ ମାସରେବିବାହ କରିବେ ଲୋକପ୍ରିୟ ଅଭିନେତା ରଣଦୀପ ହୁ‡ା । ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶ୍ରମଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି…
Read More...
Read More...
ବିସିସିଆଇକୁ ନୋଟିସ ପଠାଇଲା କୋଲକାତା ପୋଲିସ
ନୂଆଦିଲ୍ଲୀ, ୫ା୧୧: ରବିବାରକୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚ ·ଲିଥିବା ବେଳେ ଏବେ ଏହାକୁ ନେଇ ଏକ ଅପଡେଟ ସାମ୍ନାକୁ
ଆସିଛି ।…
Read More...
Read More...
ପ୍ରତିରକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି: ମହିଳା ସୈନିକଙ୍କୁ ମିଳିବ ମାତୃତ୍ୱ ଛୁଟି
ନୂଆଦିଲ୍ଲୀ : ମହିଳା ସୈନିକଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ, ସୁରକ୍ଷା ବାହିନୀର ମହିଳା ଅଧିକାରୀଙ୍କ ପରି ମହିଳା ସୈନିକମାନେ ମଧ୍ୟ ମାତୃତ୍ୱ,
ଶିଶୁ ଯତ୍ନ ଏବଂ…
Read More...
Read More...
୭ରୁ ଶସ୍ତାରେ ଅଟା ବିକିବେ ସରକାର!
ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ
କେନ୍ଦ୍ର ୮୧.୩୫ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେଉଛନ୍ତି । ଗତ ବର୍ଷ
ସରକାର…
Read More...
Read More...
ଦେଶରେ ୯.୪% ବିଜୁଳି ବ୍ୟବହାର ବୃଦ୍ଧ
ନୂଆଦିଲ୍ଲୀ: ଦେଶରେ ବଢ଼ିଛି ବିଜୁଳି ବ୍ୟବହାର । ଚଳିତ ଆର୍ଥିକ ବର୍ଷର ବର୍ତ୍ତମାନ ସୁଦ୍ଧା, ଅର୍ଥାତ୍ ଏପ୍ରିଲ୍- ଅକ୍ଟୋବର ମଧ୍ୟରେ ଦେଶରେ ବିଜୁଳି ବ୍ୟବହାର ୯.୪ ପ୍ରତିଶତ…
Read More...
Read More...