Browsing Category

ଦେଶ- ବିଦେଶ

ପାତ୍ର ପଡାରେ ଘୁମୁସର ବିକାଶ ପରିଷଦ ଓ ଘୁମୁସର ଉନ୍ନୟନ ମଞ୍ଚ ପକ୍ଷରୁ ଆଲୋଚନାଚକ୍ର

ଭୁବନେଶ୍ୱର, ପାତ୍ରଡାସ୍ଥିତ ଏଏ କନ୍‌ଭେନସନଠାରେ ଘୁମୁସର ବିକାଶ ପରିଷଦ ଓ ଘୁମୁସର ଉନ୍ନୟନ ମଞ୍ଚ ମିଳିତ ଆନୁକୂଲ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

୬ ଜିଲ୍ଲାର ୩୨୭ଟି ସ୍କୁଲ ଲୋକାର୍ପିତ ସ୍କୁଲ ଗଢ଼େ ଜାତିର ଭବିଷ୍ୟତ : ନବୀନ

ଭୁବନେଶ୍ୱର, ୫- ଟି ସ୍କୁଲ ରୂ ।ନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶନିବାର ମାଲକାନଗିରି, ବାଲେଶ୍ୱର, ଗଜପତି,…
Read More...

IA ଏବଂ AD ଇଷ୍ଟ ଜୋନ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ ଅନୁଷ୍ଠିତ |

ଭୁବନେଶ୍ୱର: ରେଲୱେ ଇନଡୋର ଷ୍ଟାଡିୟମରେ IA&AD ଇଷ୍ଟ ଜୋନ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ 2024 ଆୟୋଜିତ ହୋଇଥିଲା, ଯେଉଁଠାରେ ବିଭିନ୍ନ ଅଞ୍ଚଳର ଟପ୍…
Read More...

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ National Youth Day

ଭୁବନେଶ୍ୱର, କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୬୧ତମ ଜୟନ୍ତୀ ଏବଂ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । କଳିଙ୍ଗ ଷ୍ଟାଡିୟମ୍‌ ୩ ନମ୍ବର…
Read More...

ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର: ୫-ଟି ଅଧ୍ୟକ୍ଷ ସମ୍ବଲପୁରରେ ବିରୋଧୀଙ୍କୁ ତେରଚ୍ଛା ବାଣ

ଭବାନୀପାଟଣା, ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର ଜିଲ୍ଲା ବୋଲି କହିଛନ୍ତି । ଏହି ଗସ୍ତ…
Read More...

ଦେଶର ଦୀର୍ଘତମ ଭୂକମ୍ପ ନିରୋଧୀ ବୃହତ୍ତମ ସେତୁ ଉଦ୍‌ଘାଟିତ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ପ୍ରାୟ ୧୭,୮୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅଟଳ ସେତୁ ହେଉଛି ଭାରତର ସବୁଠାରୁ ଲମ୍ବା ସେତୁ ଏବଂ ଦେଶର ସବୁଠାରୁ ଲମ୍ବା ସମୁଦ୍ର ସେତୁ ।…
Read More...

ନବନିଯୁକ୍ତ ଇଞ୍ଜିନିୟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଲୋକଙ୍କ ଉନ୍ନତି ପାଇଁ ନିଷ୍ଠାର ସହ କାମ କର ଭୁବନେଶ୍ୱର,୫୦୪ ନିୟର ଆଜି ସରକାରୀ ଚାକିରୀରେ ଯୋଗ ଦେଇଛନ୍ତି। ପଞ୍ଚାୟତିରାଜ ବିଭାଗ ଅଧୀନରେ ୩୯୮ ଜଣଙ୍କୁ ନିଯୁକ୍ତି…
Read More...

ସ୍ୱାଭିମାନ ଅଞ୍ଚଳରେ ରୂପ।ନ୍ତରଣର ନୂଆ ଅଧ୍ୟାୟ

୯ରେ ମାଲକାନଗିରି ବିମାନ ବନ୍ଦର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ:ବିକାଶର ନୂଆ ଯାତ୍ରାରେ ଖୁବ୍‌ଶୀଘ୍ର ଯୋଡ଼ି ହେବ ମାଲକାନଗିରି। ଲାଲଗଡ଼ରୁ ଉଡ଼ିବ ବିମାନ।ଏଥିପ।ଇଁ…
Read More...

37 ଅଧିକ ଉତ୍ପାଦ ସରଳୀକୃତ ସାର୍ଟିଫିକେସନ୍ ସ୍କିମ୍ ଅନ୍ତର୍ଗତ

ଟେଲି ଯୋଗାଯୋଗ ବିଭାଗ (DoT) ର ବ technical ଷୟିକ ବାହୁ ଟେଲି ଯୋଗାଯୋଗ ଇଞ୍ଜିନିୟରିଂ ସେଣ୍ଟର (TEC) ସରଳୀକୃତ ସାର୍ଟିଫିକେସନ୍ ସ୍କିମ୍ (SCS) w.e.f ଅଧୀନରେ 37 ଟି…
Read More...