Browsing Category

ଦେଶ- ବିଦେଶ

୪୧ ଟଙ୍କା କମିଗଲା ଏପିଜି ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ,: ତୈଳ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲ୍‌ପିଜି ଗ୍ୟାସ୍ସି ଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ କରିଛନ୍ତି । ଦିଲ୍ଲୀରେ, ସଂଶୋଧିତ ଖୁଚୁରା…
Read More...

ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର, : ପ୍ରତିଟି ଓଡ଼ିଆଙ୍କ ପାଇଁ ଆଜି ଗର୍ବ ଓ ଗୌରବର ଦିନ । ୧୯୩୬ ମସିହା ଆଜିର ଦିନରେ ଗଠିତ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ଜନ୍ମଦିନ…
Read More...

ଶିବସେନା ନେତାଙ୍କ ଦାବି ଉପରେ ଜବାବ ଦେଲା ବିଜେପ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀଙ୍କ ବିଷୟରେ ହୋଇଥିବା କଳ୍ପନାଜଳ୍ପନାକୁ ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ସଚିବ ହେଲେ ନିଧି ତିୱାରୀ

ନୂଆଦିଲ୍ଲୀ,: ୨୦୧୪ ବ୍ୟାଚ୍‌ ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ନିଧି ତିୱାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ (ପିଏସ୍‌)…
Read More...

ନିଶା କାରବାର ବିରୋଧରେ ଆମର ଅବିରତ ଅଭିଯାନ ଜାରି ରହିଛ

ନୂଆଦିଲ୍ଲୀ,: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ନିଶା କାରବାର ବିରୋଧରେ ଆମର ଅବିରତ ଅଭିଯାନ ଜାରି ରହିଛି । ‘ଏକ୍ସ’ ପ୍ଲାଟଫର୍ମରେ…
Read More...

ବାଇକ୍ କିଣିଲେ ମିଳିବ ୨ଟି ହେଲମେଟ

ନୂଆଦିଲ୍ଲୀ,: ଆଗାମୀ ଦିନରେ ମୋଟରସାଇକେଲ କିଣିବାକୁ ଗଲେ ସାଙ୍ଗରେ ମିଳିବ ଦୁଇଟି ଆଇଏସ୍‌ଆଇ ସାର୍ଟିଫାଏଡ୍ ହେଲମେଟ୍ । ମୋଟରସାଇକେଲ କମ୍ପାନୀ ଗାଡ଼ି ସହିତ ଯାତ୍ରୀଙ୍କୁ…
Read More...

ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୯୪୪ କୋଟିର ଜରିମାନା ଲଗାଇଲା ଆୟକର ବିଭାଗ

ନୂଆଦିଲ୍ଲୀ,: ଇଣ୍ଡିଗୋ ଏୟାରଲାଇନ୍ସର ମୂଳ କମ୍ପାନୀ ଇଣ୍ଟରଗ୍ଲୋବ୍ ଆଭିଏସନ୍ ଲିମିଟେଡ ଉପରେ ବହୁ କୋଟି ଟଙ୍କାର ଜରିମାନା ଲଗାଇଛି ଆୟକର ବିଭାଗ । ରବିବାର ଏ ନେଇ…
Read More...

ମ୍ୟୁଚୁଆଲ୍ ଫଣ୍ଡ୍‌ରେ ପୁରୁଷଙ୍କ ତୁଳନାରେ ମହିଳା ଅଧିକ ନିବେଶ କରୁଛନ୍ତ

ନୂଆଦିଲ୍ଲୀ,: ମ୍ୟୁଚୁଆଲ୍ ଫଣ୍ଡରେପୁରୁଷମାନଙ୍କ ତୁଳନାରେ ମହିଳାମାନେ ଅଧିକ ନିବେଶ କରୁଛନ୍ତି । ଏହି ନୂଆ ତଥ୍ୟ ପ୍ରକାଶ କରିଛି ଆମ୍ଫାଇ-କ୍ରିସିଲ୍ । ରିପୋର୍ଟରେ ଗତ ୫…
Read More...

ଆଜିଠାରୁ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ, ଆର୍ଥିକବର୍ଷ ସୋମବାର ଶେଷ ହେବ । ଏପ୍ରିଲ ପହିଲାରୁ ନୂଆ ଆର୍ଥିକବର୍ଷ ଆରମ୍ଭ ହେବ । ୨୦୨୫-୨୬ ଆର୍ଥିକବର୍ଷର ପ୍ରଥମ ଦିନରେ ଆୟକର ଠାରୁ ଆରମ୍ଭ କରି ଜିଏସଟି,…
Read More...

\”ସିକନ୍ଦର\’ ପୂର୍ବରୁ ରଶ୍ମିକାଙ୍କୁ ମୁଁ ଜାଣିନଥିଲେ: ସଲମାନ

ମୁମ୍ୱାଇ, : ସଲମାନ ଖାନଙ୍କ ଫିଲ୍ମ \"ସିକନ୍ଦର\' ରିଲିଜ୍ ପାଇଁ ପ୍ରସ୍ତୁତ । ଫିଲ୍ମରେ ସଲମାନଙ୍କ ସହ ରଶ୍ମିକା ମନ୍ଦାନା ଲିଡ୍ ରୋଲରେ ଅଛନ୍ତି । ଦୁହିଁଙ୍କ ଅନସ୍କ୍ରିନ୍…
Read More...