Browsing Category

ଦେଶ- ବିଦେଶ

ଆଇଏମ୍‌ଏଫ୍ ଆର୍ଥିକ ବର୍ଷ ୨୦୨୬ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ହ୍ରାସ କଲା

ନୂଆଦିଲ୍ଲୀ,: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଆର୍ଥିକ ବର୍ଷ ୨୦୨୬ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନକୁ ୬.୨%କୁ ହ୍ରାସ କରିଛି । ଏହା…
Read More...

ସ୍ପିରିଟ୍‌\’ରେ ନିଜେ ଷ୍ଟଣ୍ଟ୍ କରିବେ ପ୍ରଭାସ

ମୁମ୍ବାଇ,: ଫିଲ୍ମ \"କବୀର ସିଂ\' ଏବଂ \"ଆନିମଲ୍‌\'ର ସଫଳତା ପରେ ସନ୍ଦୀପ ରେଡ୍ଡି ବଙ୍ଗା ପ୍ରଶଂସା ଏବଂ ନିନ୍ଦା ଉଭୟର ସାକ୍ଷୀ ରହିଛନ୍ତି । ପୁଣି ନିର୍ଦ୍ଦେଶକ ଭାବେ…
Read More...

ଦଳର କ୍ୱାଲିଫାଏକୁ ନେଇ ମୁହଁ ଖୋଲିଲେ ଧୋନ

ମୁମ୍ବାଇ,: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଶୋଚନୀୟ ପରାଜୟ ବରଣ କରିଛି । ଏହି ସିଜିନରେ ଚେନ୍ନାଇର ଅବସ୍ଥା ବହୁତ ଖରାପ ।…
Read More...

ଯବାନଙ୍କ ଗୁଳିରେ ଟଳିଲେ ୮ ନକ୍ସଲ

ବୋକାରୋ,: ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର । ଯବାନଙ୍କ ଗୁଳିରେ ଟଳିଲେ ୮ ନକ୍ସଲ । ଲାଲପାନିଆ ଅଞ୍ଚଳ ଲୁଗୁ ପାହାଡ଼ରେ ନକ୍ସଲ-ଯବାନ ମୁହାଁମୁହିଁ…
Read More...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଇପିଏଲ ଯାତ୍ରାର ୧୦ ବଷ

ନୂଆଦିଲ୍ଲୀ,: ଦିନେ ଅନସୋଲ୍ଡ ଥିଲେ । ଆଜି ଦଳର ନେତୃତ୍ୱ ସମ୍ଭାଳିଛନ୍ତି । ଏମିତି କି ତାଙ୍କ ଅଧିନାୟକର ଆଇପିଏଲ ଟିମ୍ ଗୁଜରାଟ ଟାଇଟାନ୍ସ ପ୍ରଥମ ଟ୍ରଫି ବି ଜିତିଛି ।…
Read More...

ଟାରିଫ୍ ୱାର୍ ମଧ୍ୟରେ ଆମେରିକାକୁ ଡାଳିମ୍ବ ପଠାଇଲା ଭାରତ

ନୂଆଦିଲ୍ଲୀ, : ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ଏକ ନୂଆ ବାଣିଜ୍ୟିକ ଚୁକ୍ତି, ଭାରତୀୟ ଡାଳିମ୍ବକୁ ଆମେରିକୀୟ ବଜାରରେ ପହଞ୍ଚାଇ ଦେଇଛି । ୪,୨୦୦ଟି ବାକ୍ସ ଡାଳିମ୍ବ…
Read More...

ଶୁଳ୍କ ଯୁଦ୍ଧ ପାଇଁ ବିଶ୍ୱରେ ଲାଗି ରହିଛି ଅନିଶ୍ଚିତତା ଭାରତର ସୁନା ଆମଦାନୀ ୧୯୨ % ବୃଦ୍ଧ

ନୂଆଦିଲ୍ଲୀ,: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବିଶ୍ୱ ଅନିଶ୍ଚିତତା ଦେଇ ଗତି କରୁଛି । ସେ ରେସିପ୍ରୋକାଲ (ଯେସାକୁ ତେସା) ଶୁଳ୍କ ଲଗାଇ ବିଶ୍ୱରେ…
Read More...

ହିନ୍ଦୁ ନେତାଙ୍କୁ ହତ୍ୟାରୁ ବଢ଼ୁଛି ଅଶାନ୍ତ

ଢାକା, : ବାଂଲାଦେଶର ପ୍ରମୁଖ ହିନ୍ଦୁ ନେତା ଭବେଶ ଚନ୍ଦ୍ର ରୟଙ୍କୁ ହତ୍ୟା ଘଟଣାରେ ଭାରତ ଶନିବାର ମହମ୍ମଦ ୟୁନୁସ୍ ସରକାରଙ୍କୁ ନିନ୍ଦା କରିଛି । ଅନ୍ତରୀଣ ସରକାରଙ୍କ…
Read More...

କୁଆପଥର ମାଡ଼ ସହ ଭୂସ୍ଖଳନ ୩ ମୃତ, ଉଦ୍ଧାର କାର୍ଯ୍ୟ ଜାର

ଜମ୍ମୁ-କାଶ୍ମୀର, : ଜମ୍ମୁକଶ୍ମୀରରେ ପାଗ ପୁଣି ଥରେ ତାଣ୍ଡବ ରଚିଛି । ପ୍ରବଳ ବର୍ଷା, କୁଆପଥର ବର୍ଷା ଏବଂ ପ୍ରବଳ ପବନ ରାଜ୍ୟର ଅନେକ ଅଞ୍ଚଳରେ ସାଧାରଣ ଜୀବନଯାତ୍ରାକୁ…
Read More...

ମେ\’୧ରୁ ଲାଗୁ ହେବ ନୂଆ ଟୋଲ ସିଷ୍ଟମ?

ନୂଆଦିଲ୍ଲୀ,:ସାଟେଲାଇଟ-ଆଧାରିତ ଟୋଲିଂ ସିଷ୍ଟମ ୧ ମଇ, ୨୦୨୫ ରୁ ଆରମ୍ଭ ହେବ । ଏହି ସିଷ୍ଟମ ପୂର୍ବରୁ ଥିବା ଆଧାରିତ ଟୋଲ ସଂଗ୍ରହ ସିଷ୍ଟମକୁ ବଦଳାଇବ । ଆଜିକାଲି ଏପରି…
Read More...