Browsing Category
ଦେଶ- ବିଦେଶ
ବିଜେପି ଏବଂ ଆରଏସଏସ ଫେସବୁକ୍-ହ୍ୱାଟ୍ସଅପ୍ ଜରିଆରେ ମିଥ୍ୟା ଓ ଘୃଣା ପ୍ରଚାର ପ୍ରସାର କରୁଛନ୍ତି : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ, ୧୬ ।୮ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବାକ ସଂଗଠନ (ଆରଏସଏସ)କୁ ଟାର୍ଗେଟ କରିଛନ୍ତି । ସେ!-->…
Read More...
Read More...
ଇରାନ କାହିଁକି ଇସ୍ରାଏଲ ଏବଂ ୟୁଏଇର ବନ୍ଧୁତାକୁ ଏକ ବଡ ଭୁଲ ବୋଲି କହୁଛି?
ତେହେରାନ୍, ୧୬ ।୮ : ପଶ୍ଚିମ ଏସିଆରେ ଇସ୍ରାଏଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଐତିହାସିକ ବନ୍ଧୁତାକୁ ଇରାନ ଏକ ବଡ଼ ଭୁଲ ବୋଲି କହିଛି । ଇରାନ କହିଛି ଯେ ୟୁଏଇ!-->…
Read More...
Read More...
ସଂପ୍ରସାରଣ ହେବ ଏନସିସି, ୧ ଲକ୍ଷ ନୂତନ କ୍ୟାଡେଟଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ
ନୂଆଦିଲ୍ଲୀ, ୧୬ ।୮ : ୧୫ ଅଗଷ୍ଟ ୨୦୨୦ ରେ ରେଡଦୁର୍ଗର ରାମ୍ପର୍ଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପରେ ଜାତୀୟ କ୍ୟାଡେଟ କର୍ପସ (ଏନସିସି) ର ସମ୍ପ୍ରସାରଣ!-->…
Read More...
Read More...
ୟୁପିରେ ବିହାର-ଗୁଜୁରାଟରେ ବନ୍ୟା ତାଣ୍ଡବ
ନୂଆଦିଲ୍ଲୀ, ୧୬ ।୮ : ଉତ୍ତରପ୍ରଦେଶର ବାରବାଙ୍କିରେ ବନ୍ୟା ପରିସ୍ଥିତି ସଙ୍କଟାପନ୍ନ ରହିଛି । ସାରାୟୁ ନଦୀର ବନ୍ୟା ଯୋଗୁଁ ପାଖାପାଖି ୫୫ ହଜାର ଲୋକେ ପ୍ରଭାବିତ!-->…
Read More...
Read More...
ଟିକଟକ ପରେ ଚାଇନାର ଆଲିବାବା କମ୍ପାନୀ ଉପରେ ଟ୍ରମ୍ପଙ୍କ ନଜର
ୱାଶିଂଟନ୍, ୧୬ ।୮ : ଆମେରିକା ଏବଂ ଚୀନ୍ର ରାଜନୈତିକ ତିକ୍ତତା ବୃଦ୍ଧି ପାଉଛି । ଆମେରିକାର ·ଇନାର ବିଶାଳ କମ୍ପାନୀ ଅଲିବାବାଙ୍କ ଉପରେ ଏବେ ଆମେରିକା ନଜର ଦେଇଛି ।!-->…
Read More...
Read More...
ସ୍ୱାଧୀନତା ଦିବସରେ ପାକିସ୍ତାନ ଉପରେ ହ୍ୟାକର୍ସଙ୍କ ଆକ୍ରମଣ
ନୂଆଦିଲ୍ଲୀ, ୧୬ ।୮ : ସ୍ୱାଧୀନତା ଦିବସ ଅବସରରେ କେତେକ ହ୍ୟାକର ପାକିସ୍ତାନର ଅନେକ ଗୁରୁତ୍ୱପୂର୍ଣ୍ଣ ୱେବସାଇଟ୍ ହ୍ୟାକ୍ କରିଥିଲେ ଏବଂ ଅଗଷ୍ଟ ୧୫ ର ଅଭିନନ୍ଦନ!-->…
Read More...
Read More...
ଭାଇ ସଞ୍ଜୟଙ୍କ ସହିତ ହସ୍ପିଟାଲରେ ପହଞ୍ôଚଲେ ପ୍ରିୟା ଦତ୍ତ
ମୁମ୍ବାଇ, ୧୬ ।୮ : ନିକଟରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଫୁସଫୁସ କର୍କଟ ରୋଗ ହୋଇଥିଲା । ନିଶ୍ୱାସ ପ୍ରଶ୍ୱାସ ନେବା କାରଣରୁ ତାଙ୍କୁ ଲୀଳାବତୀ ଡାକ୍ତରଖାନାରେ!-->…
Read More...
Read More...
ଗୁଜୁରାଟ, ମହାରାଷ୍ଟ୍ର ମଧ୍ୟରେ ଚାଲିବ ଗଣପତି ସ୍ୱତନ୍ତ୍ର ଟ୍ରେନ୍
ମୁମ୍ବାଇ, ୧୬ ।୮: ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୂର କରିବା ପାଇଁ ଅହମ୍ମଦାବାଦ/ଭଦୋଦରା ଏବଂ ରତ୍ନଗିରି/ କୁଦାଲ/ସାୱନ୍ତୱାଡି ରୋଡ ଷ୍ଟେସନ ମଧ୍ୟରେ ପଶ୍ଚିମ ରେଳ ଏବଂ!-->…
Read More...
Read More...
ମାତା ବୈଷ୍ଣୋଦେବୀଙ୍କ ଯାତ୍ରା ଆରମ୍ଭ
ପ୍ରଥମ ସପ୍ତାହରେ କେବଳ ୨୦୦୦ ତୀର୍ଥଯାତ୍ରୀ ଦର୍ଶନ କରିବେ
ନୂଆଦିଲ୍ଲୀ : କରୋନା ମହାମାରୀ ସତ୍ତ୍ବେ ଆଜିଠାରୁ ମାତା ବୈଷ୍ଣୋଦେବୀଙ୍କ ଯାତ୍ରା ଆରମ୍ଭ ହୋଇଛି। କରୋନା!-->!-->!-->…
Read More...
Read More...
ଅଟଳ ଜୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହାଙ୍କ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ, ୧୬ ।୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!-->…
Read More...
Read More...