Browsing Category
ଦେଶ- ବିଦେଶ
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇକୁ ସମସ୍ତ ପ୍ରମାଣ ଓ ଦସ୍ତାବିଜ ହସ୍ତଗତ କଲା ମୁମ୍ବାଇ ପୋଲିସ
ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତ ମାମଲାରେ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ପାଇବା ପରେ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଛି । ସିବିଆଇର ୧୬ ଜଣିଆ ଟିମ୍ ଏହି ଘଟଣାର!-->…
Read More...
Read More...
ଦେଶରେ ଦିନକରେ ୯୮୩ ଜଣଙ୍କ କରୋନାରେ ମୃତ୍ୟୁବରଣ
ନୂଆଦିଲ୍ଲୀ : ଦେଶରେ ଦିନକରେ ୯୮୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ଏହାସହିତ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୪ ହଜାର ୮୪୯ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ!-->…
Read More...
Read More...
ଲାଲୁଙ୍କ ସୁରକ୍ଷା ଅଧୀନରେ ମୁତୟନ ୯ ସୁରକ୍ଷା କର୍ମୀ କରୋନା ପଜିଟିଭ୍
ରାଞ୍ôଚ : ରାଞ୍ଚିରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷା ଅଧୀନରେ ମୁତୟନ ୯ଜଣ ଯବାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି!-->…
Read More...
Read More...
ପୁଣି ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଲା ପାକିସ୍ତାନ
ଇସଲାମାବାଦ: ପୁଣି ପରମାଣୁ ଆକ୍ରମଣର ଧମକ ଦେଲା ପାକିସ୍ତାନ(Pakistan) । ନିଜ ବୟାନ ଯୋଗୁଁ ସର୍ବଦା ଚର୍ଚ୍ଚା ରହି ଆସୁଥିବା ପାକିସ୍ତାନର ରେଳମନ୍ତ୍ରୀ(Pakistan!-->…
Read More...
Read More...
ଏଲ୍ଏସିରେ ସିିସିଟିଭି ସିଷ୍ଟମ୍କୁ ଉନ୍ନତ କଲା ଚୀନ୍
ନୂଆଦିଲ୍ଲୀ ୨୦ ।୮: ଭାରତୀୟ ସେନାର ଗତିବିଧି ଉପରେ ନଜର ରଖିବା ଉଦ୍ଦେଶ୍ୟରେ ପୂର୍ବ ଲଦାଖର ଗାଲୱାନ ଉପତ୍ୟକାରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରେଲ୍ (ଏଲ୍ଏସି) ରେ!-->…
Read More...
Read More...
‘ସଂକଟ ସମୟରେ ରାଷ୍ଟ୍ରମାନଙ୍କ କାର୍ଯ୍ୟକଳାପକୁ ବିଶ୍ୱ ନଜର ରଖିଛି’
ନୂଆଦିଲ୍ଲୀ: ଚୀନ୍ ଉପରେ ହୋଇଥିବା ଏକ ଆକ୍ରମଣରେ ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଦର୍ଶାଇଛନ୍ତି ଯେ କୋଭିଡ୍-୧୯ ସଙ୍କଟ ସମୟରେ!-->…
Read More...
Read More...
ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ
ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଉପରେ ଆଲୋଚନା ପାଇଁ ଗୁରୁବାର ଶ୍ରୀ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟମାନେ ନୂଆଦିଲ୍ଲୀରେ ସାକ୍ଷାତ କରିଥିଲେ!-->…
Read More...
Read More...
ଏନକାଉଣ୍ଟରରେ ୩ ଆତଙ୍କୀ ନିହତ
ଶ୍ରୀନଗର: ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଗୁରୁବାର ସୁରକ୍ଷା ବାହିନୀ ତିନିଜଣ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରିଛି । ଜାମ୍ମୁ-କାଶ୍ମୀରର ଡିଜିପି!-->…
Read More...
Read More...
ଧୋନିଙ୍କ ଅବସର ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାବପ୍ରବଣ ଚିଠି
ନୂଆଦିଲ୍ଲୀ : ଭାରତକୁ ଦୁଇଟି ବିଶ୍ୱକପ ଜିତାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଜଣାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->…
Read More...
Read More...
ପ୍ରବଳ ବର୍ଷା, ଭୁଶୁଡ଼ିଲା ଚାରି ମହଲା କୋଠା
ଗୁରୁଗ୍ରାମ : ଗୁରୁବାର ଦିନ ହରିୟାଣାର ମିଲେନିୟମ୍ ସିଟି ଗୁରୁଗ୍ରାମରେ ବର୍ଷା ପରେ ସହରର ଏକ ·ରି ମହଲା ଘର ଭୁଶୁଡି ପଡିଛି । ଗୁରୁବାର ସକାଳୁ ଗୁରୁଗ୍ରାମରେ ପ୍ରବଳ!-->…
Read More...
Read More...