Browsing Category
ଦେଶ- ବିଦେଶ
ଏକ୍ସବିବି.୧.୫ ଭାରିଆଣ୍ଟ ଅଧିକ ସଂକ୍ରାମକ
ୱାଶିଂଟନ, ୭ା୧: ଆମେରିକାର ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାର ଏକ୍ସବିବି.୧.୫ ଭାରିଆଣ୍ଟ ଅଧିକ ସଂକ୍ରାମକ । ଏହା ଏତେ ସଂକ୍ରାମକ ଯେ କରୋନା ଭାଇରସ ସଂକ୍ରମଣରୁ…
Read More...
Read More...
ଆନ୍ଦୋଳନକାରୀଙ୍କ ଉପରେ କଠୋର ହେଉଛି ଇରାନ, ଆଉ ଦୁଇ ଫାଶୀ ଖୁଣ୍ଟରେ ଝୁଲିଲେ
ତେହେରାନ : ଅ ।ନ୍ଦୋଳନକାରୀଙ୍କ ଉପରେ ଦିନକୁ ଦିନ ଅଧିକ କଠୋର ହେଉଛନ୍ତି ଇରାନ ସରକାର । ନିକଟରେ ଅ ।ଉ ଦୁଇ ଅନ୍ଦୋଳନକାରୀଙ୍କୁ ଫାଶୀ ଦିଅ ।ଯାଇଛି । ଅ ।ନ୍ଦୋଳନ…
Read More...
Read More...
ଅବକାରୀ ବିଭାଗକୁ ଡିଜିଟାଲ୍ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର
ନୂଆଦିଲ୍ଲୀ/ଭୁବନେଶ୍ୱର, ୭ା୧(ଡିକେ ନ୍ୟୁଜ): ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ଆଜି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…
Read More...
Read More...
କରୋନାର ନୂଆ ରୂପ କ୍ରାକେନ୍
ନୂଆଦିଲ୍ଲୀ, ୬ା୧: କ୍ରାକେନ୍ ରୂପରେ ଆସିଲା କରୋନା । କରୋନାର ଏକ ନୂଆ ସବ ଭାରିଆଣ୍ଟ କ୍ରାକେନ୍ । ଏକ୍ସବିବି ୧.୫ର ଏହା ସବ୍ ଭାରିଆଣ୍ଟ । କ୍ରାକେନ୍ ଏବେ…
Read More...
Read More...
କେନ୍ଦ୍ରକୁ ବିଜେଡିର ପ୍ରଶ୍ନ କାହିଁକି କାଟିଲ ଗରିବଙ୍କ ଚାଉଳ ?
ଭୁବନେଶ୍ୱର, ୬ା୧(ଡିକେ ନ୍ୟୁଜ): ·ଉଳ ପ୍ରସଙ୍ଗକୁ ନେଇ କେନ୍ଦ୍ର ଉପରେ ବର୍ଷିଲା ବିଜେଡି । ୫ କେଜି ଲେଖାଏଁ ·ଉଳ କାଟି ଗରିବଙ୍କ ଭାତ ଥାଳିକୁ ଲାତ ମାରିଛି କେନ୍ଦ୍ର ।…
Read More...
Read More...
ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ
ଆସିବ ଅଧିକ ଲହର: ବଢ଼ିବ ମୃତ୍ୟୁସଂଖ୍ୟା ବେଜିଂ, ୫ା୧: ଚୀନ୍ରେ ମହାରୂପ ଦେଖାଉଛି ମହାମାରୀ । ଓମିକ୍ରନ୍ର ସବ୍ ଭାରିଆଣ୍ଟ ସୁନାମୀ ଆଣିଛି । ହୁ ହୁ ହୋଇ ବଢ଼ୁଛି…
Read More...
Read More...
ଅର୍ଚ୍ଚନା ନାଗ କଳା ଟଙ୍କା ମାମଲାରେ ଇଡିର ଖୋଳତାଡ
ଭୁବନେଶ୍ୱର,୪ା୧(ଡିକେ ନ୍ୟୁଜ): ବହୁଚର୍ଚିତ ଲେଡି ବ୍ଲାକମେଲର ଅର୍ଚନା ନାଗ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ ତାର ଖୋଳତାଡ ଜାରୀ ରଖିଛି । ଏହି କ୍ରମରେ ଆଜି ଇ଼ଡିର ଟିମ…
Read More...
Read More...
ଏଲନ୍ ମସ୍କଙ୍କୁ ପଛରେ ପକାଇବେ ଆଦାନୀ
ନୂଆଦିଲ୍ଲ : ବିଶ୍ୱ ଧନୀ ତାଲିକାରେ ତୃତୀୟ ସ୍ଥାନରେ ଥିବା ଆଦାନୀ ଏଣ୍ଟରପ୍ରାଇଜେସର ଅଧ୍ୟକ୍ଷ ଗୌତମ ଆଦାନୀ ଆଗାମୀ ଦିନରେ ଏହି ତାଲିକାରେ ଦ୍ୱିତୀୟ ସ୍ଥାନକୁ ଯିବାର…
Read More...
Read More...
ସିନେମା ଜଗତରୁ ସେନା ଯାଏ ହଇଚଇ ହନିଟ୍ରାପ୍ ଜାଲରେ ପାକିସ୍ତାନ ରାଜନେତା
ନୂଆଦିଲ୍ଲୀ, ୪ା୧: ପାକିସ୍ତାନର ରାଜନେତାଙ୍କୁ ହନିଟ୍ରାପରେ ଛନ୍ଦି ବ୍ଲାକମେଲ କରୁଥିଲେ ସେନା ଓ ଏଏସଆଇ ଅଧିକାରୀ । ପାକିସ୍ତାନ ସେନା ଏବଂ ଗୁଇନ୍ଦା ଏଜେନ୍ସି ଆଇଏସଆଇ…
Read More...
Read More...
ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ୨୫ରୁ ୩୦ ଆତଙ୍କବାଦୀ ସର୍ଚ୍ଚ ଅପରେସନ ଜୋରଦାର, ସୁରକ୍ଷା ବ୍ୟବସ୍ଥା କଡାକଡ
ଶ୍ରୀନଗର : ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ଏବେ ସାଧାରଣ ଜନତା । ସୀମାରେ ଅଳ୍ପସଂଖ୍ୟକଙ୍କ ସ୍ଥିତି ଏବେ ଉଦବେଗଜନକ ହୋଇପଡିଛି । ଜାମ୍ମୁ କାଶ୍ମୀରରେ ଗତ ଦୁଇ ଦିନରେ ୬…
Read More...
Read More...