Browsing Category
ଦେଶ- ବିଦେଶ
୧୫ବର୍ଷ ପୁରୁଣା ଗାଡ଼ିର ପଞ୍ଜିକରଣ ରଦ୍ଦ
ନୂଆଦିଲ୍ଲୀ, ୧୯ା୧: କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଣାଳୟ ତରଫରୁ ମୋଟର ଗାଡି ଆଇନର ସଂଶୋଧନ କରି ନୋଟିଫିକେସନ ଜାରି କରାଯାଇଛି । ଏହି କ୍ରମରେ ୧୫ବର୍ଷରୁ ଅଧିକ ହୋଇଥିବା…
Read More...
Read More...
ବିଜୁ ଜୟନ୍ତୀରେ ଡାକୋଟାର ଲୋକାର୍ପଣ, ଯୁବପିଢ଼ିଙ୍କୁ ଦେବ ଅନେକ ବାର୍ତ୍ତା
ଭୁବନେଶ୍ୱର, ୧୯ା୧ (ଡିକେ ନ୍ୟୁଜ୍): ଭୁବନେଶ୍ୱର ଏୟାରପୋର୍ଟରେ ବିଜୁବାବୁଙ୍କ ଐତିହାସିକ ଡାକୋଟା ଯନ୍ତ୍ରାଂଶଗୁଡ଼ିକ ଖଞ୍ଜାଯିବା ସହ ବିମାନଟିକୁ ଯଥାସମ୍ଭବ ନୂଆ ରୂପ…
Read More...
Read More...
ବଢ଼ୁଛି ନାଲି ଓ ହଳଦିଆ ବତିର ଅପବ୍ୟବହାର
ନୟାଗଡ଼,୧୬ା୧(ଡିକେ ନ୍ୟୁଜ): କେଉଁ କେଉଁ ପଦାଧିକାରୀମାନେ ନାଲିବତୀ ଗାଡ଼ି ବ୍ୟବହାର କରିପାରିବେ ସେଥିନେଇ ସୁପ୍ରିମକୋର୍ଟ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଉଚ୍ଚତମ…
Read More...
Read More...
ବେଷ୍ଟ ଫରେନ୍ ଲାଙ୍ଗୁଏଜ୍ ଫିଲ୍ମ ‘ଆରଆରଆର’
ନୂଅ ।ଦିଲ୍ଲୀ : ଏସଏସ ରାଜମୌଲିଙ୍କ ଫିଲ୍ମ ‘ଆରଆରଆର’ ବିଶ୍ୱରେ ପ୍ରଶଂସା ସାଉଣ୍ଟିବାରେ ଲାଗିଛି । ଗ୍ଲୋଡେନ୍ ଗ୍ଲୋବ ଜିତିବା ପରେ ରାଜମୌଲିଙ୍କ ଫିଲ୍ମ ବେଷ୍ଟ ଫରେନ୍…
Read More...
Read More...
ଓଡ଼ିଶା ଅଭିମୁଖେ ଡାକୋଟା
ଭୁବନେଶ୍ୱର, ୧୬ା୧(ଡିକେ ନ୍ୟୁଜ): ଫେରୁଛି ପ୍ରବାଦପୁରୁଷ ବିଜୁବାବୁଙ୍କ ଡାକୋଟା । ବିମାନର ସବୁ ଅଂଶ ଖୋଲିବା ପରେ ଏବେ ପ୍ୟାକିଂ ସରିଛି । ଏଆରଡିସିର ୧୦ ଜଣିଆ ଟିମ୍…
Read More...
Read More...
ସେନା ଦିବସରେ ସେନାମୁଖ୍ୟଙ୍କ ଦମ୍ଭୋକ୍ତି, ସବୁ ଆହ୍ୱାନର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ
ବେଙ୍ଗାଲୁରୁ : ଦିଲ୍ଲୀରେ ଅନୁଷ୍ଠିତ ହୋଇ ଅ ।ସୁଥିବା "ସେନା ଦିବସ ପରେଡ୍' ଅ ।ଜି ଦିଲ୍ଲୀ ପରିବର୍ତ୍ତେ କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଗୋବିନ୍ଦସ୍ୱାମୀ ପରେଡ୍…
Read More...
Read More...
ନେପାଳରେ ବଡ଼ଧରଣର ବିମାନ ଦୁର୍ଘଟଣା ସମସ୍ତ ୭୨ ଯାତ୍ରୀ ମୃତ
ନୂଆଦିଲ୍ଲୀ, ୧୫ା୧: ରବିବାର ୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଏଟିଆର-୭୨ ନେପାଳର ପୋଖରାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ସମସ୍ତ…
Read More...
Read More...
୩୧ରୁ ସଂସଦ ଅଧିବେଶନ ଫେବୃଆରୀ ୧ରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ, ୧୩ା୧: ଆର୍ଥିକବର୍ଷ ୨୦୨୩-୨୪ ନିମନ୍ତେ ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ । ଆର୍ଥିକ ସର୍ଭେ ସହିତ ଏହି ଅଧିବେଶନ ଆରମ୍ଭ ହେବାକୁ…
Read More...
Read More...
ବିଜୟରୁ ଭାରତର ବିଶ୍ୱକପ୍ ଅଭିଯାନ
ରାଉରକେଲା/ଭୁବନେଶ୍ୱର, ୧୩ା୧(ଡିକେ ନ୍ୟୁଜ): ପୁରୁଷ ହକି ବିଶ୍ୱକପ୍୨୦୨୩ରେ ଭାରତ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି । ଉଦ୍ଘାଟନୀ ଦିବସର ଚତୁର୍ଥ ମ୍ୟାଚରେ…
Read More...
Read More...
ଆରମ୍ଭ ହେଲା ହକି ବିଶ୍ୱକପ୍ ଷ୍ଟିଲସିଟିରୁ ସ୍ମାର୍ଟସିଟି ଉତ୍ସାହର ମାହୋଲ
ଭୁବନେଶ୍ୱର, ୧୩ା୧ (ଡିକେ ନ୍ୟୁଜ୍): ଆଜିଠୁ ଆନନ୍ଦ ଉଲ୍ଳାସ ମଧ୍ୟରେ ଆରମ୍ଭ ହୋଇଛି ହକି ବିଶ୍ୱକପ୍ । ଏଥିପାଇଁ ସାରା ରାଜ୍ୟରେ ନାହିିଁନଥିବା କ୍ରେଜ୍ ।…
Read More...
Read More...