Browsing Category
ଦେଶ- ବିଦେଶ
ଟିମ୍ ଇଣ୍ଡିଆର ବଢ଼ିଲା ଡବ୍ଲୁଟିସି ଫାଇନାଲ ଆଶା, ଗୋଟିଏ ମ୍ୟାଚ୍ ଜିତିଲେ ସିଧା ପ୍ରବେଶ
ନୂଆଦିଲ୍ଲୀ, ୧୯ା୨: ବର୍ଡର ଗାଭାସ୍କର ଟ୍ରଫିରେ ପୁଣି ଆତ୍ମସମର୍ପଣ କଲା ଅଷ୍ଟ୍ରେଲିଆ । ତୃତୀୟ ଦିନରେ କଙ୍ଗାରୁଙ୍କୁ ମାତ୍ ଦେଇ ୬ ୱିକେଟରେ ଦ୍ୱିତୀୟ ଟେଷ୍ଟ ଜିତି…
Read More...
Read More...
ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ୍, ଅନ୍ତର୍ଜାତୀୟ କ୍ରିକେଟରେ ୨୫ହଜାର ରନ୍ ପୂରଣ କଲେ
ନୂଆଦିଲ୍ଲୀ, ୧୯ା୨: ରେକର୍ଡ କଲେ ବିରାଟ କୋହଲି । ଦିଲ୍ଲୀ ଟେଷ୍ଟ ମ୍ୟାଚରେ ଭାରତର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ଅନ୍ତର୍ଜାତୀୟ କ୍ୟାରିୟରରେ ୨୫ ହଜାର ରନ୍ ପୂରଣ…
Read More...
Read More...
ଚାଲିଲା ରବିନ୍ଦ୍ର ଜାଡେ଼ଜାଙ୍କ ଯାଦୁ, ମାଟି କାମୁଡ଼ିଲା କଙ୍ଗାରୁ ଟିମ୍
ନୂଆଦିଲ୍ଲୀ, ୧୯ା୨: ଚାଲିଲା ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କ ଯାଦୁ । ମାଟି କାମୁଡ଼ିଲା କଙ୍ଗାରୁ ଦଳ । ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଭାରତ…
Read More...
Read More...
ଏଲ୍ଏସିରେ ଚୀନର ରେଳଲାଇନ ନିର୍ମାଣ: ଭାରତ ପ୍ରତି ସତର୍କଘଣ୍ଟି
ନୂଆଦିଲ୍ଲୀ : ଏଲ୍ଏସି (ପ୍ରକୃତ ନିୟନ୍ତ୍ରଣ ରେଖା) ଏବଂ ଅକ୍ସାଇ ଚୀନ୍ ଅଞ୍ଚଳରେ ଚୀନ୍ ନୂଆ ରେଳଲାଇନ ନିର୍ମାଣ କରିବାକୁ ଯାଉଛି । ଯାହାକି ଭାରତ ପାଇଁ ସତର୍କ ଘଣ୍ଟି…
Read More...
Read More...
ସିରିଆ ଉପରେ ଇସ୍ରାଏଲର ମିସାଇଲ୍ ମାଡ଼, ୧୫ ମୃତ
ନୂଆଦିଲ୍ଲୀ: ଭୂମିକମ୍ପ ପ୍ରଭାବିତ ସିରିଆ ଉପରେ ଇସ୍ରାଏଲର ପ୍ରହାର । ରାଜଧାନୀ ଦମିଶ୍କ ଉପରେ ମିସାଇଲ୍ ମାଡ଼ ହୋଇଛି । ଏକ ଆବାସିକ କ୍ଷେତ୍ରରେ ଏହି କ୍ଷେପଣାସ୍ତ୍ର…
Read More...
Read More...
ପ୍ରତିଷ୍ଠା ହେବ ବିଜୁ ପଟ୍ଟନାୟକ ଏରୋସ୍ପେଶ୍ ଏକାଡେମୀ, ବର୍ଷକୁ ବାହାରିବେ ୫୦୦ ଦକ୍ଷ ପାଇଲଟ
ଭୁବନେଶ୍ୱର, ୧୯ା୨(ଡିକେ ନ୍ୟୁଜ): ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦୃଷ୍ଟିରୁ ବିମାନ ସେବାର ଗୁରୁତ୍ୱ ବୃଦ୍ଧି ପାଇଛି । ରାଜ୍ୟ ଭିତରେ ଓ…
Read More...
Read More...
ମୋଦିଙ୍କୁ ଭେଟିବେ ୩ ଦେଶର ମୁଖ୍ୟ
ନୂଆଦିଲ୍ଲୀ, ୧୯ା୨ ଆସନ୍ତା କିଛିଦିନ ମଧ୍ୟରେ ବିଶ୍ୱର ୩ ଜଣ ବଡ଼ ନେତା ଭାରତ ଗସ୍ତରେ ଆସିବେ । ଏଥିମଧ୍ୟରୁ ଜର୍ମାନ ·ନ୍ସେଲର ଓଲାଫ ସ୍କୋଲଜ ଫେବୃୟାରୀ ୨୫-୨୬ରେ ଭାରତ…
Read More...
Read More...
ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ, ଦଳର ସମ୍ମାନ ରଖିଲେ ଅକ୍ଷର ଓ ଅଶ୍ୱିନ
ନୂଆଦିଲ୍ଲୀ, ୧୮ା୨: ବଡ଼ ବିପର୍ଯ୍ୟୟରୁ ଭାରତକୁ କିଛି ମାତ୍ରାରେ ବଞ୍ଚାଇ ଦେଇଛନ୍ତି ଦୁଇ ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ୱିନ । ଦିଲ୍ଲୀର ଅରୁଣ…
Read More...
Read More...
ଦ୍ୱିତୀୟ ଟେଷ୍ଟ ଅଧାରୁ ଦଳରୁ ବାଦ୍ ପଡିଲେ ୱାର୍ଣ୍ଣର
ନୂଆଦିଲ୍ଲୀ, ୧୮ା୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ·ଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ବଡ ଝଟକା ଲାଗିଛି । ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟସମ୍ୟାନ୍…
Read More...
Read More...
ତୁର୍କୀରୁ ଫେରିଲେ ‘ଅପରେସନ ଦୋସ୍ତ’ ହିରୋ
ଅଙ୍କାରା : ଭୂକମ୍ପ ପ୍ରପୀଡ଼ିତ ତୁର୍କୀରେ ୧୦ ଦିନ ଧରି ଉଦ୍ଧାର କାର୍ଯ୍ୟ ପରେ ଭାରତୀୟ ଉଦ୍ଧାରକାରୀ ଦଳ ସ୍ୱଦେଶ ଫେରିଆସିଛନ୍ତି । ସେମାନଙ୍କୁ ଉସିତ ସ୍ୱାଗତ କରାଯାଇଛି…
Read More...
Read More...