Browsing Category

ଦେଶ- ବିଦେଶ

ଦ୍ୱୀପାଞ୍ଚଳ ପାଇଁ ସୁନାମୀ ସତର୍କ ସୂଚନା ଜାରି କଲା ଜାପାନ

ଟୋକିଓ: ଟୋକିଓର ଦକ୍ଷିଣଦ୍ୱୀପାଞ୍ଚଳ ପାଇଁ ସୁନାମୀ ସତର୍କସୂଚନା ଜାରି କରିବା ପରେ ଜାପାନସୋମବାର ପ୍ରଶାନ୍ତ ମହାସାଗରନିକଟବର୍ତ୍ତୀ ଦ୍ୱୀପ ପାଇଁ ସୁନାମୀସତର୍କ ସୂଚନା…
Read More...

ଭାରତ ଓ ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ସ୍ଥାନୀୟ ମୁଦ୍ରାରେ ବ୍ୟବସାୟ କରିବାକୁ ନିଷ୍ପତ୍ତିଭାରତ ଓ ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତନୂଆଦିଲ୍ଲୀ: ଭାରତ ଓ ତାଞ୍ଜାନିଆଦୁଇ ଦେଶ ଧ୍ୟରେ…
Read More...

ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନକୁ ୩ ବର୍ଷ

୫ ସହରରେ ୨୪ ଘଣ୍ଟିଆ ବିଶୁଦ୍ଧ ପାଣିଭୁବନେଶ୍ୱର,୯ା୧୦(ଡିକେ ନୁ୍ୟଜ):ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ ବର୍ଷ ପୂର୍ତ୍ତିଅବସରରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଆଜି…
Read More...

ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ

ଭୁବନେଶ୍ୱର:ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ସ୍ୱର୍ଗତ ବିଶ୍ୱନାଥପଣ୍ଡିତଙ୍କ ସ୍ମୃତିରେ କଟକର ପୁରୀ-ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡିଠାରେ ଏକ…
Read More...

ଅଷ୍ଟ୍ରେଲିଆ ଅଫରକୁ ପ୍ରତ୍ୟାଖାନ କଲେ ଅଶ୍ବିନୀଙ୍କ ଡୁପ୍ଲିକେଟ୍

ନୂଆଦିଲ୍ଲୀ: ବିଶ୍ବକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଟିମ ଭୟରେ । ଟିମ୍ ଅଷ୍ଟ୍ରେଲିଆର ଚିନ୍ତା ବଢ଼ାଇଛନ୍ତି ରବିଚନ୍ଦ୍ରନ ଅଶ୍ବିନୀ । ବିଶ୍ବକପ୍ ଦଳରେ ଅଶ୍ବିନୀଙ୍କ ଏଣ୍ଟ୍ରି…
Read More...

ଶ୍ରୀଲଙ୍କାକୁ ହରାଇ ଏସିଆ କପ ଫାଇନାଲରେ ଭାରତ

କଲମ୍ବୋ: ଟିମ ଇଣ୍ଡିଆର ଦମଦାର ପ୍ରଦର୍ଶନ । ଶ୍ରୀଲଙ୍କାକୁ ହରାଇ ଏସିଆ କପ ଫାଇନାଲରେ ରୋହିତ ବାହିନୀ । କୁଲଦୀପ ଯାଜବଙ୍କ ଦମଦାର ବୋଲିଂ ଏବଂ ୪ ଓ୍ବିକେଟ ଦଳକୁ…
Read More...

’ଯବାନ’ରେ ଏତେ ଝିଅ କାହିଁକି? ଫ୍ୟାନ୍ସଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏମିତି କହିଲେ କିଙ୍ଗ ଖାନ୍

ମୁମ୍ବାଇ: ବକ୍ସ ଅଫିସରେ ଭଲ ରୋଜଗାର କରିବା ସହ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି ବଲିଉଡର କିଙ୍ଗ ଖାନଙ୍କ ଅଭିନୀତ ଫିଲ୍ମ ’ଯବାନ’ । ଦର୍ଶକଙ୍କ ମହଲରେ…
Read More...

’ଭାରତ ମଣ୍ଡପମ’ରେ ବିଶ୍ବନେତାଙ୍କୁ ସ୍ବାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ, ପୃଷ୍ଠଭୂମିରେ ଶୋଭା ପାଉଛି କୋଣାର୍କ ଚକ୍ର

ନୂଆଦିଲ୍ଲୀ: ଶନିବାରଠାରୁ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ଭାରତ ମଣ୍ହପମରେ ପ୍ରଧାନମନ୍ତ୍ରୀ ପହଞ୍ଚିଥିବାବେଳେ ବିଶ୍ବନେତାଙ୍କୁ ସ୍ବାଗତ…
Read More...

ଜାପାନର ମୁନ୍ ମିଶନ, ଚନ୍ଦ୍ରକୁ ପଠାଇଲା ଯାନ

ଜାପାନର ମୁନ୍ ମିଶନ । ଚନ୍ଦ୍ରକୁ ଯାନ ପଠାଇଲା ଜାପାନ । ଗୁରୁବାର ସକାଳୁ ଜାପାନର ଜାତୀୟ ମହାକାଶ ଗବେଷଣା ସଂସ୍ଥା ମୁନ୍ ଲ୍ୟାଣ୍ଡର ଯାନର ଉତକ୍ଷେପଣ କରିଛି । ଗତ ମାସରେ…
Read More...

ଚନ୍ଦ୍ରରେ ଭାରତର ଅବତରଣ ସହ ୧୩ କମ୍ପାନୀଙ୍କର ହୋଇଛି ୨୦ ହଜାର କୋଟିର ଆୟ, ଜାଣନ୍ତୁ କିପରି?

ମୁମ୍ବାଇ : ଭାରତ ଚନ୍ଦ୍ରରେ ପାଦ ଥାପି ଇତିହାସ ରଚିଛି। ଏହି ସଫଳତା କେବଳ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କର ନୁହେଁ ବରଂ ସେହି କମ୍ପାନୀମାନଙ୍କର ଯେଉଁମାନେ…
Read More...