Browsing Category
ଦେଶ- ବିଦେଶ
ବକ୍ସଅଫିସରେ ଧମାଲ କରୁଛି “ଲିଓ’
ମୁମ୍ବାଇ, ୨୧ା୧୦: ଗତ ଗୁରୁବାରମୁକ୍ତିଲାଭ କରିଛି ତାମିଲ ସୁପର୍ଷ୍ଟାରଥାଲାପତି ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମଲିଓ । ରିଲିଜର ପ୍ରଥମ ଦିନ ଅଦ୍ୟାବଧିବିଶ୍ୱସ୍ତରରେ…
Read More...
Read More...
ପାରାଦୀପ ବନ୍ଦରକୁ ସାମୁଦ୍ରିକ ଏବଂ କାର୍ଯ୍ୟ ପ୍ରଣାଳୀ ଉକ୍ରର୍ଷ ସମ୍ମାନ
ପାରାଦୀପ, (ଡି କେ ନୁ୍ୟଜ):ମୁମ୍ବାଇ ଠାରେ ତିନିଦିନ ଧରିଚାଲିଥିବା ବିଶ୍ୱ ସାମୁଦ୍ରିକ ଭାରତସମ୍ମିଳନୀ-୨୦୨୩ ଗତ
ଅକ୍ଟୋବର ୧୯ ତାରିଖ ଦିନଉଦଯାପିତ ହୋଇଯାଇଛି ।…
Read More...
Read More...
ସହିଦ ପୋଲିସଙ୍କ ନିକଟରେ ରାଜ୍ୟବାସୀ ଋଣୀ
ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଭୁବନେଶ୍ୱରସପ୍ତମ ବାଟାଲିୟନ ପଡିଆରେ ୬୪ ତମପୋଲିସ ସହିଦ ଦିନସ ପାଳନ କରାଯାଇଛି ।
ମୁଖ୍ୟ ଅତିଥି ଭାବେ ପୋଲିସ କମିଶନରସୌମେନ୍ଦ୍ର…
Read More...
Read More...
ଦୁଇ ଆମେରିକୀୟ ମା’-ଝିଅଙ୍କୁ ଖଲାସ କଲା ହମାସ
ଗାଜା: ହମାସ କବଳରୁ ମୁକୁଳିଲେଆମେରିକୀୟ ମା'ଝିଅ । କତାରମଧ୍ୟସ୍ଥତା କରିବା ପରେ ବନ୍ଧକରେଥିବା ଦୁଇ ଆମେରିକୀୟ ମହିଳାଙ୍କୁ
ମୁକ୍ତ କରିଛନ୍ତି ହମାସ୍ ଆତଙ୍କବାଦୀ।…
Read More...
Read More...
ଟାଟା ଷ୍ଟିଲ୍ ସହ ରିନୁଏବଲ୍ ଏନର୍ଜିର ବୁଝାମଣା ସ୍ୱାକ୍ଷର
ମୁମ୍ବାଇ : ଟାଟା ଷ୍ଟିଲ୍ ପକ୍ଷରୁଘୋଷଣା କରାଯାଇଛି ଯେ ଟାଟାପାୱାର ରିନୁଏଲବଲ୍ ଏନର୍ଜିଲିମିଟେଡ୍ (ଟିପିଆର୍ଇଏଲ୍)ର
ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଟିପିବର୍ଦ୍ଧମାନ…
Read More...
Read More...
ଗଗନଯାନ ପରୀକ୍ଷଣ ସଫଳ
ଶ୍ରୀହରିକୋଟା,୨୧ା୧୦: ଭାରତୀୟମହାକାଶ ଗବେଷଣା ସଂଗଠନ (ଇସ୍ରୋ)ଶନିବାର ଶ୍ରୀହରିକୋଟାସ୍ଥିତ ସତୀଶଧାୱନ ମହାକାଶ କେନ୍ଦ୍ରରୁ ଗଗନଯାନ
ମିଶନ ଯାନର ସଫଳ ପରୀକ୍ଷଣ କରିଛି…
Read More...
Read More...
ଓଡ଼ିଶା ଦଳକୁ ଉତ୍ସାହିତ କରିବା ପାଇଁ ପୁରସ୍କାର ଘୋଷଣା
ଭୁବନେଶ୍ୱର,୨୧ା୧୦(ଡିକେ ନୁ୍ୟଜ):ଆସନ୍ତା ୨୬ ତାରିଖରୁ ଗୋଆରେଆୟୋଜିତ ହେଉଛି ଜାତୀୟ ଖେଳର ୩୭ତମ ସଂସ୍କରଣ । ଏହା ପୂର୍ବରୁ ରାଜ୍ୟ କ୍ରୀଡାଏବଂ ଯୁବ ସେବା ବିଭାଗ…
Read More...
Read More...
ଭାରତକୁ ସର୍ବୋଚ୍ଚ ତୈଳ ରପ୍ତାନୀ କରେ ଋଷିଆ
ନୂଆଦିଲ୍ଲୀ: ଅଶୋଧିତ ତୈଳରପ୍ତାନୀକାରୀ ମଧ୍ୟରେ ଆରବ ଷ୍ଟେଟଅଫ ପର୍ସିଆନ ଗଲ୍ଫ ଦେଶଗୁଡିକରଦବ୍ଦବ୍ା ରହି ଆସିଛି । ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ଋଷିଆକୁତୈଳ ରପ୍ତାନୀ…
Read More...
Read More...
ପାର୍ବଣରେ ଚିନି-ଡାଲି ଦର ବୃଦ୍ଧି ଉପରେ ରୋକ
ନୂଆଦିଲ୍ଲୀ: ପାର୍ବଣ ଋତୁରେମୂଲ୍ୟବୃଦ୍ଧି ନିୟନ୍ତ୍ରଣ ନିମନ୍ତେ କେନ୍ଦ୍ରସରକାର ଅଣ୍ଟାଭିଡିଛନ୍ତି । ଏଥିଲାଗିଏବେ ଠାରୁ ନିଷ୍ପତ୍ତି ଉପରେ ନିଷ୍ପତ୍ତିନିଆଯାଉଛି, ଯାହା…
Read More...
Read More...
ଦେଶକୁ ମିଳିଲା ପ୍ରଥମ ରାପିଏଡେକ୍ସ ଟ୍ରେନ
First rapidex train in the country
Read More...
Read More...