Browsing Category

କ୍ରୀଡ଼ା

ମଣିପୁରକୁ ହରାଇ ସ୍ୱର୍ଣ୍ଣ ଜିତିଲା ଓଡ଼ିଶା

ପାଣାଜୀ, ୬ା୧୧: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶା ମହିଳା ଫୁଟବଲ ଦଳ ସ୍ୱର୍ଣ୍ଣ ପଦକ ଜିତିଛି । ରବିବାର ଖେଳା ଯାଇଥିବା ଫାଇନାଲରେ ଓଡ଼ିଶା ଟାଇବ୍ରେକର…
Read More...

ଅପରାଜେୟ ଟିମଇଣ୍ଡିଆ ସେମିଫାଇନାଲରେ ଭାରତ

ମୁମ୍ବାଇ, ୨ା୧୧: ଅପରାଜେୟ ଟିମଇଣ୍ଡିଆ । ୭ ମ୍ୟାଚରୁ ୭ ବିଜୟ ସହଚଳିତ ବିଶ୍ୱକପ ପ୍ରଥମ ଟିମ ଭାବେଭାରତ ବିଧିବଦ୍ଧ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ବିଶ୍ୱକପରେ…
Read More...

ଫିଟ୍ ପରେ ଟିମରେ ସାମିଲ ହେବେ ପାଣ୍ଡ୍ୟା

ମୁମ୍ବାଇ, ୧ା୧୧: ଗୋଇଠିରେ ବଲ୍ବାଜିବାରୁ ଦୁଇଟି ମ୍ୟାଚରେଖେଳିପାରି ନଥିବା ଅଲରାଉଣ୍ଡର୍ହାର୍ଦ୍ଦିକ ପାଣ୍ଡ୍ୟା ସେମିଫାଇନାଲ୍ ପୂର୍ବରୁଦଳକୁ ଫେରିବା ଆଶା କରାଯାଉଛି ।…
Read More...

ଶ୍ରେଷ୍ଠ ଫିଲ୍ଡର ମେଡାଲ ନେଲେ କେ ଏଲ ରାହୁଲ

ଲକ୍ଷ୍ନୌ, ୩୦ା୧୦: ଆଇସିସି ବିଶ୍ୱକପ ୨୦୨୩ରେ ଭାରତୀୟ ଟିମ୍ ଷଷ୍ଠ ବିଜୟ ହାସଲ କରିନେଇଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ ଜିତିବା ପରେ ଭାରତୀୟ ଟିମ୍ ପଏଣ୍ଟ ଟେବୁଲ ଶୀର୍ଷରେ…
Read More...

ଇଂଲଣ୍ଡକୁ ୧୦୦ ରନରେ ହରାଇଲା ଭାରତ

ଲକ୍ଷ୍ନୌ, ୨୯ା୧୦: ବିଶ୍ୱକପରେ ଟିମଇଣ୍ଡିଆର ବଡ଼ ବିଜୟ । ଇଂଲଣ୍ଡକୁ୧୦୦ ରନରେ ପରାସ୍ତ କଲା ଭାରତ । ଇଂଲଣ୍ଡ ଆଗରେ ୨୩୦ ରନରବିଜୟ ଲକ୍ଷ୍ୟ ରହିଥିବା ବେଳେ ମାତ୍ର୧୨୯ ରନରେ…
Read More...

ନୁ୍ୟଜିଲାଣ୍ଡକୁ ୫ରନରେ ହରାଇଲା ଅଷ୍ଟ୍ରେଲିଅ

ଧର୍ମଶାଳା, ୨୮ା୧୦: ଚଳିତ ବିଶ୍ୱକପରେଶନିବାର ଏକ ହାଇଭୋଲଟେଜ୍ ମ୍ୟାଚ୍ଦେଖିବାକୁ ମିଳିଛି । ଶେଷ ବଲ୍ ପର୍ଯ୍ୟନ୍ତ ·ଲିଥିବାଛକାପଞ୍ଝା ମୁକାବିଲାରେ ବାଜି ମାରିଛି ୫ ଥରର…
Read More...

ପ୍ରମୋଦ ଭଗତଙ୍କୁ ୨ କୋଟି ଟଙ୍କାର ପୁରସ୍କାର ରାଶି

ଭୁବନେଶ୍ୱର,୨୭ା୧୦(ଡିକେ ନୁ୍ୟଜ): ପାରାଏସିଆନ୍ ଗେମ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନପାଇଁ ଓଡିଶାର ପ୍ରମୋଦ ଭଗତଙ୍କ ପାଇଁମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା…
Read More...

ପ୍ରଥମଥର ବିଶ୍ୱକପରେ ଭାରତଠାରୁ ହାରିଲା ନୁ୍ୟଜିଲାଣ୍ଡ

ଧର୍ମଶାଳା, ୨୨ା୧୦ :ଧର୍ମଶାଳାରେ ଅନୁଷ୍ଠିତ ଆଇସିସିବିଶ୍ୱକପର ଏକ ମ୍ୟାଚରେନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଦେଇଛି ଭାରତ । ୨୦୦୩ ପରେପ୍ରଥମଥର ପାଇଁ ବିଶ୍ୱକପରେ…
Read More...