Browsing Category
ସ୍ୱାସ୍ଥ୍ୟ
ଅପରେସନ୍ ଥାର୍ଡ ୱେଭ୍
ଭୁବନେଶ୍ୱର : ଅପରେସନ୍ ଥାର୍ଡ ୱେଭ୍ ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି କରିଛନ୍ତି । ଅଧିକ ସଂଖ୍ୟାରେ ଶିଶୁମାନେ ଏହି ଲହରରେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ!-->…
Read More...
Read More...
ତୃତୀୟ ଲହର ପାଇଁ ସତର୍କ ରୁହ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ ପ୍ଲାଣ୍ଟ ଓ!-->…
Read More...
Read More...
କରୋନାରେ ଦେଶରେ ଗତ ୨୪ ଘଂଟାରେ ୬୨,୪୮୦ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୬୨,୪୮୦ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୫୮୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା!-->…
Read More...
Read More...
ରାଜ୍ୟରେ ଗୋଟିଏ ଦିନରେ ୩୮୦୬ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭୦୪୯୮
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୩୮୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ!-->!-->!-->…
Read More...
Read More...
ଦ୍ୱିତୀୟ ସରିନି: ଘାରିଲା ତୃତୀୟ
ଭୁବନେଶ୍ୱର : ସେକେଣ୍ଡ ୱେଭ୍ ସଂକ୍ରମଣ ଟିକିଏ କମିଥିବା ବେଳେ ଏବେଠାରୁ ତୃତୀୟ ଲହର ନେଇ ଚିନ୍ତା ବଢ଼ିଲାଣି । ବ୍ରିଟେନ୍ ରେ ତୃତୀୟ ଲହର ଆଭାସ ମିଳିବା ପରେ ଭାରତରେ!-->…
Read More...
Read More...
ବ୍ଲାକ-ହ୍ୱାଇଟ୍-ୟେଲୋ ପରେ ଏବେ ଗ୍ରୀନ୍ ଫଙ୍ଗସ୍
ନୂଆଦିଲ୍ଲୀ : ବ୍ଲାକ ଫଙ୍ଗସ୍, ହ୍ୱାଇଟ୍ ଫଙ୍ଗସ୍, ୟେଲୋ ଫଙ୍ଗସ୍ ପରେ ଏବେ ଗ୍ରୀନ୍ ଫଙ୍ଗସ୍ । ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କ ନିକଟରେ!-->…
Read More...
Read More...
ଟିକା ନେବୁନି: ଚେରମୂଳି ଖାଇବୁ
ବ୍ରହ୍ମପୁର : କରୋନା ମହାମାରୀରୁ ବଞ୍ଚିବାକୁ ଏବେ ଟିକା ହିଁ ଏକମାତ୍ର ମାଧ୍ୟମ । ତେଣୁ ଦେଶ ଓ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି । ହେଲେ ଏହାରି ମଧ୍ୟରେ ଓଡ଼ିଶାର!-->…
Read More...
Read More...
ରାଜ୍ୟରେ ଗୋଟିଏ ଦିନରେ ୩୬୩୧ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୬୬୯୨
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୩୬୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ!-->!-->!-->…
Read More...
Read More...
ରାଜ୍ୟରେ ଗୋଟିଏ ଦିନରେ ୩୫୩୫ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୩୦୬୧
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୩୫୩୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା!-->!-->!-->…
Read More...
Read More...
ପୁଣି ଏକ ବିପଦ ନଆସିବ ତାହା କହିହେବ ନାହିଁ
ମହାମାରୀ କରୋନାର ଦ୍ୱିତୀୟ ଲହର କ୍ରମଶଃ ଦୁର୍ବଳ ହେବାରେ ଲାଗିଥିବା ବେଳେ ଆଉ ଏକ ବିପଦ ଏବେ ସାମ୍ନାକୁ ଆସିଛି । ତାହା ହେଲା କୋଭିଡ୍ ରୋଗୀଙ୍କ ଚକିତ୍ସାରୁ ବାହାରୁଥିବା!-->…
Read More...
Read More...